Daily Archives

ଛତୁ ଉତ୍ପାଦନ ଓ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଏକ ଦିବସୀୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଦ୍ୟାନ କୃଷି ପ୍ରଶିକ୍ଷଣ କକ୍ଷରେ ଜିଲ୍ଲାସ୍ତରୀୟ ଛତୁ ଉତ୍ପାଦନ ଓ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଏକ ଦିବସୀୟ ତାଲିମର ଆୟୋଜନ କରାଯାଇଥିଲା । ଏହି ତାଲିମ ରାଜ୍ୟ ଯୋଜନା ଅନ୍ତର୍ଗତ ଉଦ୍ୟାନ କୃଷି କ୍ଷେତ୍ରରେ ମହିଳା ସଶକ୍ତିକରଣ ପାଇଁ ମହିଳା ସ୍ୱୟଂ
Read More...

ଟୋକନ୍‌ ଅବ୍ୟବସ୍ଥାକୁ ନେଇ ସିଏସ୍‌ଓଙ୍କୁ ଦାବୀପତ୍ର ପ୍ରଦାନ କଲା ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଟୋକନ୍‌ ଅବ୍ୟବସ୍ଥାକୁ ନେଇ ସିଏସ୍‌ଓଙ୍କୁ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଲିଖିତ ଭାବେ ଅଭିଯୋଗ କରାଯିବା ସହ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଯତି ପଧାନ, ସଂପାଦକ ସୌମେନ୍ଦ୍ର
Read More...

ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ମେଡିକାଲ୍‌ ଚେକ୍ଅପ୍‌ର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ସେକ୍ଟର୍‌ ୧୬ ଡିଏଭି ପବ୍ଲିକ୍‌ ସ୍କୁଲ୍‌ରରେ ଏକ ମେଡିକାଲ୍ ଚେକ୍ଅପ୍‌ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଡିଏଭି ପ୍ରିନ୍ସିପାଲ୍‌ ଯଶବିନ୍ଦର କୌର ପିଲାଙ୍କ ସ୍ୱାସ୍ଥ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ ।
Read More...

ଫସଲ ବିବିଧିକରଣ ଯୋଜନାରେ ରୋଷେଇ ପ୍ରତିଯୋଗିତା

ତରଭା, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଫସଲ ବିବିଧିକରଣ ଯୋଜନାରେ ତରଭା ବ୍ଲକ ଅନ୍ତର୍ଗତ ବଡଭଇଁରୋଠାରେ ସହଯୋଗୀ ସ୍ୱେଚ୍ଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଏକ ରୋଷେଇ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି
Read More...

ହରଭଙ୍ଗା ସ୍କୁଲରେ ବିଶ୍ୱ ଏଡସ୍‌ ଦିବସ ପାଳିତ

ସାଲେଭଟା, (ଶୁଶିଲ କୁମାର ମିଶ୍ର) : ସାଲେଭଟା ସ୍ଥାନୀୟ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲଠାରେ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ଏଡସ୍‌ ଦିବସ ପାଳିତ ହୋଇଯାଛି । ସ୍କୁଲର ପ୍ରଧାନଶିକ୍ଷକ ଦୂର୍ଯ୍ୟୋଧନ ପଶାୟତଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ସଚେତନ ସଭାରେ ବିଜ୍ଞାନ ଶିକ୍ଷକ
Read More...

5T ଅଧ୍ୟକ୍ଷ ଶ୍ରୀ ପଣ୍ଡିଆନଙ୍କ ପୁରୀ ଶ୍ରୀମନ୍ଦିର ପରିଦର୍ଶନ

ଭୋର ୫ ଟାରୁ ୭ଟା ପର୍ଯ୍ୟନ୍ତ ସମୀକ୍ଷା କଲେପରିକ୍ରମା ପ୍ରକଳ୍ପ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା, ଦକ୍ଷ ଭିଡ଼ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ଵ ଭୁବନେଶ୍ଵର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି
Read More...

ମଦୁଆଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କୁ ଦାବି ଜଣାଇଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ

ବରଗଡ, (ନିରୋଜ କୁମାର ପାଣୀ) : ମଦୁଆଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କୁ ଦାବି ଜଣାଇଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ । ସଂଗଠନ ପକ୍ଷରୁ କୁହାଯାଇଛି ଯେ ପରିବର୍ତ୍ତନଶୀଳ ସମୟ ଚକରେ ଆଜି ଦୁନିଆଁଟା ବହୁଳ ଭାବରେ ବଦଳିବାକୁ ବସିଥିବା ବେଳେ ପୂର୍ବର ସେ ସମୟର ବ୍ୟକ୍ତି ବିଶେଷ
Read More...

ଇଣ୍ଡିଆର ଟପ୍‌ ୫୦ ଉଦ୍ୟୋଗୀ ମଧ୍ୟରୁ ବଲାଙ୍ଗିର ମାଟିର ଶୁଭମ ଦର୍ଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଯୁବ ଉଦ୍ୟୋଗୀ ଶୁଭମ କୁମାର ଦର୍ଜୀ । ଯୁବ ଉଦ୍ୟୋଗୀ ଶୁଭମ ଏବେ ବଲାଙ୍ଗିର ମାଟିରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଂଚି ପାରି ସାରା ବଲାଙ୍ଗିର ତଥା ପଶ୍ଚିମ ଓଡ଼ିଶା ମାଟି ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି । ରାଜଧାନୀ ଦିଲ୍ଲୀ ଠାରେ
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ

ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ କରିବା ଆଜି ଦିନରେ ଆମର ସଂକଳ୍ପ ହେଉସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ ହୋଇଯାଇଛି । ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ
Read More...

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ୍‌ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତା, ସଭାପତି ଆନନ୍ଦ ମିଶ୍ର, ପିଏଚ୍‌ଇଓ, ସିଏଚ୍‌ସି, ଜାମଗାଁ
Read More...