Daily Archives

ଦିବ୍ୟ ଜୀବନ ସଂଘର ରୌପ୍ୟ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟ ଜୀବନ ସଂଘ, ଇସ୍ପାତ ନଗରୀ ଶାଖାର ତିନି ଦିନ ବ୍ୟାପୀ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ସହରର ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଚେତନତା ଉଦ୍ଦେଶ୍ୟରେ ପୂର୍ବରୁ ବଣ୍ଟାଯାଇଥିବା ପୁସ୍ତକ ଆଧାରରେ ଏକ ଲିଖିତ
Read More...

ଓମ୍ ଭେଲି ସ୍କୁଲ ବିଦ୍ୟାର୍ଥୀଙ୍କ ରେଲୱେ ଷ୍ଟେସନ ପରିଦର୍ଶନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସର୍ଗିଗୁଡା ସ୍ଥିତ ଓମ୍ ଭେଲି ସ୍କୁଲର ବିଦ୍ୟାର୍ଥୀମାନେ ଅଧ୍ୟକ୍ଷ ମହେଶ୍ଵର ପ୍ରସାଦ ମିଶ୍ର ଓ ସହ ସଂଯୋଜିକା ନିଶି ବେରିଙ୍କ ତତ୍ତ୍ଵାବଧାନରେ ଟିଟିଲାଗଡର ରେଲୱେ ଷ୍ଟେସନକୁ ଶିକ୍ଷଣୀୟ ପରିଦର୍ଶନ ନିମନ୍ତେ ଯାଇଥିଲେ । ଏହି ଭ୍ରମଣରେ ଓମ୍‌ଭେଲିର ପ୍ରଥମ ଓ
Read More...

ଉନ୍ନୟନ କାର୍ଯ୍ୟରେ ବ୍ୟାପକ ପିସି କାରବାର ଓ ଅନିୟମିତତା ପ୍ରତିବାଦରେ ବିଜେପିର ପାଇକମାଲ ବ୍ଲକ ଘେରାଉ ଡାକରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଉନ୍ନୟନମୂଳକ କାର୍ଯ୍ୟରେ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନ ଅର୍ଥ ବ୍ୟାପକ ପିସି କାରବାର ଯୋଗୁଁ ନିମ୍ନମାନର ହେଉଥିବା, ହଜାର ସଂଖ୍ୟାରେ ଶ୍ରମିକ ମାନଙ୍କୁ ୬ ମାସରୁ ଉର୍ଦ୍ଧ୍ବ ହେବ ମନରେଗା ଯୋଜନାର
Read More...

ବେଲଗାଁରେ ଜୀବନ ବୀମା ନିଗମ କ୍ଷେତ୍ରୀୟ ପ୍ରବନ୍ଧକଙ୍କୁ ସମ୍ବର୍ଦ୍ଧନା

ସଇଁତଳା, (ପ୍ରମୋଦ ସେଲମା) : ଭାରତୀୟ ଜୀବନ ବୀମା ନିଗମ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାରଙ୍କ ଭବାନୀପାଟଣା ଗସ୍ତ ଅବସରରେ ଟିଟିଲାଗଡ ଏଲ୍‌ଆଇସି କାର୍ଯ୍ୟାଳୟ ତରଫରୁ ବେଲଗାଁଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶାଖା ପ୍ରବନ୍ଧକ ଦୀପ୍ତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ବିଭାଗୀୟ ଉନ୍ନୟନ
Read More...

ମହାନ ଜନନାୟକ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ ଅନୁଗୋଳ ଆନୁକୂଲ୍ୟରେ ମହାନ ଜନନାୟକ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ ୨୦୨୩ ରାଉରକେଲାର ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳର ସଭାପତି କିଶୋର ଚନ୍ଦ୍ର ତ୍ରିପାଠୀଙ୍କ
Read More...

ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ଆସନ୍ତା ୨୯ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କେନ୍ଦ୍ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା
Read More...

ଆସିଷ୍ଟାଣ୍ଟ ସମ୍ପାଦକଙ୍କ ଭରସାରେ ଟିକ୍ରାପଡା ସମବାୟ ସମିତି : ୪ ବର୍ଷ ହେଲା ଛୁଟିରେ ରହିଛନ୍ତି ସମ୍ପାଦକ, ନୂଆ…

ସଇଁତଲା, (ପ୍ରମୋଦ ସେଲମା) : ସରକାର ସମବାୟ ସମିତିଗୁଡ଼ିକୁ ସୁଦୃଢ କରିବା ପାଇଁ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ସହ ସାର ବିକ୍ରି କରିବା ପର୍ଯ୍ୟ୍‌ନ୍ତ କାର୍ଯ୍ୟ ତୁଲାଇଥିବା ବେଳେ ସବୁଠାରୁ ମହତ୍ୱପୂର୍ଣ୍ଣ ଧାନମଣ୍ଡି କାର୍ଯ୍ୟ ମଧ୍ୟ ସମବାୟ ସମିତି ଦ୍ୱାରା ପରିଚାଳିତ ହେଉଛି । କିନ୍ତୁ
Read More...

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ପଞ୍ଚୁକ ବ୍ରତ ଉପଲକ୍ଷେ ଆଧ୍ୟାତ୍ମିକ ପ୍ରବଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ପଞ୍ଚୁକ ବ୍ରତ ଉପଲକ୍ଷେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ କୋଏଲ ନଗର ଏନ୍‌ଏସି ମାର୍କେଟ ନିକଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ବିଶିଷ୍ଟ
Read More...

ବେଆଇନ ଚାଲାଣ ବେଳେ ଦୁଇଟି ସ୍ଥାନରୁ ୧୭ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବାଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଦନ ପ୍ରବଣ ହୋଇଥିବାରୁ ଏ ଅଂଚଳରୁ ହଜାର ହଜାର ଲୋକ ବାହାର ରାଜ୍ୟକୁ ପ୍ରତିବର୍ଷ ଦାଦନ ଶ୍ରମିକ ଭାବେ ଯାଇଥାନ୍ତି । ଏନେଇ କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଅନୁଯାୟୀ ଦେଶାନ୍ତର ହେବାକୁ ଲୋକଙ୍କୁ ସଚେତନ
Read More...

୫୯ଟି ବାଇକ୍‌ ଉପରେ ପଡ଼ିଲା ୧ ଲକ୍ଷ ୧୫ ହଜାର ଟଙ୍କା ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାଫିକ୍‌ ନିୟମ ପାଳନ କରି ଗାଡ଼ି ଚଳାନ୍ତୁ । ଏବେ ସିସିଟିଭି ଜଗିଛି ସାରା ବଲାଙ୍ଗିର ସହର । ଟ୍ରାଫିକ୍‌ ନିୟମ ପାଳନରେ ଟିକିଏ ଅବହେଳା କଲେ ଆପଣଙ୍କୁ ବି ଗଣିବାକୁ ପଡ଼ିପାରେ ଫାଇନ୍‌ । ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏଦିଗରେ
Read More...
error: Content is protected !!