କାର୍ଯ୍ୟରେ ଯୋଗଦେଲେ ଯୋଗାଣ ସହାୟକ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଭୁବନେଶ୍ୱର ସ୍ଥିତ ଲୋଅର ପିଏମ୍ଜିଠାରେ ବିଭିନ୍ନ ଦାବୀ ନେଇ ଯୋଗାଣ ସହାୟକମାନଙ୍କ ଏକ ବିଶାଳ ଗଣଧାରଣା ଆୟୋଜିତ ହେବା ସହିତ ରାଜ୍ୟର ସମସ୍ତ ଯୋଗାଣ ସହାୟକ ସାମୁହିକ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇ ଥିଲେ । ତେବେ ଓଡିଶା ସରକାରଙ୍କ ଖାଦ୍ୟ ଓ ଯୋଗାଣ!-->…
Read More...
Read More...