Monthly Archives

August 2023

ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ସ୍ୱାଭିମାନ ପଦଯାତ୍ରା

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ଆଜି ସ୍ୱାଭିମାନ ପଦଯାତ୍ରା ହୋଇଯାଇଛି । ପ୍ରଥମେ କଣ୍ଟାବାଞ୍ଜି ଗୋରୁ ବଜାରଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଛକ ଦେଇ ଇନ୍ଦିରା ଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ଏହି
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୧ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କପସିପାଲି ଗ୍ରାମ ନିକଟସ୍ଥ ସାପ୍ତାହିକ ବଜାର ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଏକ ବାଇକ ରାସ୍ତାକଡ଼ରେ ପଡିଯାଇଥିବା ଜଣାପଡିଛି । ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବାଇକ ଆରୋହୀ
Read More...

ସଇଁନ୍ତଲା ଥାନା ମହିଳା ପିଏସ୍‌ଆଇଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ଥାନାର କାର୍ଯ୍ୟରତ ଜଣେ ମହିଳା ପିଏସ୍‌ଆଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ପିଏସ୍‌ଆଇ ବିଷ ପିଇ ଆଜି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ
Read More...

ପ୍ରାଥମିକ ଶିକ୍ଷାର ଦୟନୀୟ ଚିତ୍ର : ଗୋଟିଏ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୬୪ ଛାତ୍ରଛାତ୍ରୀ, ଭୁଶୁଡି ପଡିଛି…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ମାର୍ଟ ସ୍କୁଲ ନିର୍ମାଣ କରି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ନାରାରେ ସରକାର ବାହାବାହା ନେଉଛନ୍ତି ସତ, ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଭୁଶୁଡି ପଡିଛି ଶିକ୍ଷା
Read More...

ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନଡ୍ରାଇଭର ମାନଙ୍କ ଟ୍ରେନିଂ ପାଇଁ ସୁ-ବାହକ ଯୋଜନାର ଶୁଭାରମ୍ଭ, ବର୍ଷକୁ ପ୍ରଶିକ୍ଷଣ ପାଇବେ ୫୦ ହଜାର ଡ୍ରାଇଭରମୋ ପରିବହନ ସେବା ଓ ଏମ୍‌ ପରିବହନ ଆପ୍‌ର ଶୁଭାରମ୍ଭପରିବହନ କ୍ଷେତ୍ରରେ ନୂଆ
Read More...

ମହାଭାରତ

ନୀଳାଦ୍ରି ମହାପାତ୍ର ଏବେ ତୋର ମୋରସଂପର୍କ କହିଲେପଶାଖେଳ ପରବର୍ତ୍ତୀ ଦୃଶ୍ୟ। ମୋର ସମସ୍ତକାମନା -ବାସନାବିଶ୍ୱାସ -ଛଳନାସାତ ସିନ୍ଦୁକରେ ସାଇତାଚିନ୍ତା ଓ ଚେତନାବାଜି ଲଗେଇ ହାରି ସାରିଛିତୋ ଗୁପ୍ତ ଗୋଟି ଚାଳନାରେ । ତୋ ଛାତିରେ ଆଉସୂଚ୍ୟଗ୍ର ମେଦିନୀ ନାହିଁମୋ ପ୍ରେମମୟ ପାଦ
Read More...

ଗଞ୍ଜାମ ଜିଲ୍ଲାର ୯ଟି ବସଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ୨୬ଟି ଜିଲ୍ଲାର ୧୨୪ଟି ବସ୍‌ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୯ଟି ବସ୍‌ଷ୍ଟାଣ୍ଡ ଯଥା- ଗଞ୍ଜାମ, କବିସୂର୍ଯ୍ୟନଗର, ସାନଖେମୁଣ୍ଡି, ଖଲ୍ଲିକୋଟ, ଧରାକୋଟ, ଜଗନ୍ନାଥ ପ୍ରସାଦ, ସୋରଡା,
Read More...

ଚନ୍ଦ୍ରଯାନ-୩ର ସଫଳ ଅବତରଣ କାମନା ସ୍ୱରୂପ ଭାରତ ପାଇଁ ଗର୍ବ ଓ ଗୌରବର ଇତିହାସ ଉପରେ ଚର୍ଚ୍ଚା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚନ୍ଦ୍ରଯାନ-୩ର ସଫଳ ଅବତରଣ କାମନା ସ୍ୱରୂପ ଭାରତ ପାଇଁ ଗର୍ବ ଓ ଗୌରବର ଇତିହାସ ଉପରେ ଛାତ୍ରଛାତ୍ରୀମାନଙ୍କୁ ଚର୍ଚ୍ଚା ଓ ଆଲୋଚନା କରି ପିଲାଙ୍କୁ ଏହି ଜ୍ଞାନ କୌଶଳ ଉପରେ ଗଭୀର ଆଲୋକପାତ କରାଯାଇଛି । ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ
Read More...

କ୍ରିକେଟ୍ କିମ୍ବଦନ୍ତୀ ଏବଂ ଭାରତ ରତ୍ନ ସଚିନ୍ ତେନ୍ଦୁଲକର ନିର୍ବାଚନ କମିଶନଙ୍କ ରାଷ୍ଟ୍ରୀୟ ଆଇକନ ଭାବରେ ନିଜର ଇନିଂସ…

ଅଧିକରୁ ଅଧିକ ମତଦାନ ପାଇଁ ଭୋଟରମାନଙ୍କୁ ସଚେତନ କରିବେ କ୍ରିକେଟ୍ ମ୍ୟାଚ ସମୟରେ ଯେଉଁ ହୃଦୟ ଟିମ୍ ଇଣ୍ଡିଆ ପାଇଁ ସ୍ପନ୍ଦିତ ହେଉଥିଲା, ମତଦାନ କରି ଗଣତନ୍ତ୍ରକୁ ଆଗକୁ ନେବା ଦିଗରେ ସେହିପରି ସ୍ପନ୍ଦିତ ହେବ : ସଚିନ ତେନ୍ଦୁଲକରତେନ୍ଦୁଲକର ଅଧିକରୁ ଅଧିକ ଭୋଟରଙ୍କୁ ଭୋଟ୍ ଦେବା ପାଇଁ
Read More...

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ଟିମ୍ ସହ ଚନ୍ଦ୍ରଯାନ-୩ର ଅବତରଣ ଦେଖିଲେ ପ୍ରଧାନମନ୍ତ୍ରୀ

● ‘‘ଏହା ହେଉଛି ୧୪୦ କୋଟି ହୃଦସ୍ପନ୍ଦନର ସାମର୍ଥ୍ୟ ଏବଂ ଭାରତର ନୂତନ ଶକ୍ତି ଓ ଆତ୍ମବିଶ୍ୱାସର ପ୍ରତୀକ’’● 'ଅମୃତ କାଳ'ର ପ୍ରଥମ ଆଲୋକରେ ଏହା ହେଉଛି ସଫଳତାର 'ଅମୃତ ବର୍ଷ'● ‘‘ଆମ ବୈଜ୍ଞାନିକଙ୍କ ନିଷ୍ଠା ଓ ପ୍ରତିଭା ବଳରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି, ଯେଉଁଠାରେ ବିଶ୍ୱର
Read More...