Monthly Archives

June 2023

ଇସ୍ପାତ ଫିଟନେସ ପାର୍କରେ ରଜଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ହାଉସ ସାମ୍ନାରେ ଥିବା ଇସ୍ପାତ ଫିଟନେସ ପାର୍କରେ "ଇସ୍ପାତ ଫିଟନେସ ଏଲାଇଟ ଗୃପ" ତରଫରୁ ରଜ ଉତ୍ସବ ଗତକାଲି ପାଳନ କରାଯାଇଛି । ଗୃପର ବର୍ଷିଆନ ମୁଖ୍ୟ ନିମାଇଁ ଚରଣ ରାୟଙ୍କ ସଭାପତିତ୍ୱରେ ଉତ୍ସବକୁ ଡକ୍ଟର ସୁମନ ଦତ୍ତ ସଂଚାଳନ କରିବା ସହ ରଜ
Read More...

ବିଶ୍ୱ ରକ୍ତଦାତା ଦିବସ ଅବସରରେ ୧୨୭ ବାଟାଲିୟନ ତରଫରୁ ରକ୍ତଦାନ ଶିବିର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଶ୍ୱ ରକ୍ତଦାତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାଠାରେ ଅବସ୍ଥାପିତ ୧୨୭ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ତରଫରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ପରିସରରେ ବିଶ୍ୱ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏଥିରେ ବାଟାଲିୟନର
Read More...

ଟିଟିଲାଗଡ଼ ମାରୱାଡ଼ି ଯୁବାମଞ୍ଚ, ସେଣ୍ଟ୍ରାଲ ଶାଖା ଓ ପ୍ରଗତି ସେଣ୍ଟ୍ରାଲ ଶାଖା ତରଫରୁ ବିଶାଳ ରକ୍ତଦାନ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ୧୦୬ ଶାଖାର ମିଳିତ ଆନୁକୂଲ୍ୟରେ ଆଠ ଦିନ ବ୍ୟାପୀ ରାଜ୍ୟର ବିଭିନ୍ନ ସ୍ଥାନରେ ୨୫୦ରୁ ଅଧିକ କ୍ୟାମ୍ପ କରି ୧୧,୧୧୧ ୟୁନିଟ ରକ୍ତ ସଂଗ୍ରହ ଅଭିଜାନର ଚତୁର୍ଥ ଦିନରେ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ମହାବୀର
Read More...

ଦୂରାରୋଗ୍ୟରେ ପୀଡିତ ଦୀନବନ୍ଧୁଙ୍କ ପ୍ରତି ଆର୍ଥିକ ସହାୟତା ପାଇଁ ନିବେଦନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ସ୍ୱର୍ଗତ ଭାଗବତ ଥନାପତିଙ୍କ ପୁଅ ଦୀନବନ୍ଧୁ ଥନାପତି ଏକ ଦୂରାରୋଗ୍ୟରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ଚିକିତ୍ସିତ ହେଉଛନ୍ତି । ସେ ଜଣେ ଦିନ ମଜୁରିଆ ତଥା ଗରିବ
Read More...

ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବର : ଓଡ଼ିଶା ସରକାରଙ୍କ ୪ ପରସେଣ୍ଟ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ସରକାରଙ୍କ ୪ ପରସେଣ୍ଟ ମହଙ୍ଗା ଭତ୍ତା ବୃଦ୍ଧି । ସୂଚନାଯୋଗ୍ୟ ଯେ, ଆଗରୁ ଏହା ୩୮ ପରସେଣ୍ଟ ରହିଥିବା ସ୍ଥଳେ ‌ଏହି ୪ ପରସେଣ୍ଟକୁ ମିଶାଇ ତାହା ୪୨ ପରସେଣ୍ଟ ହେଲା । ଏହି ବର୍ଦ୍ଧିତ ମହଙ୍ଗା
Read More...

ୱାର୍ଡ ନଂ ୧୦ ସୁଦପଡାରେ ପିଏଚ୍‌ଡି ପାଣିର ଅପଚୟ : ସାଧାରଣରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାର୍ଡ ନଂ ୧୦ ସୁଦପଡାରେ ପିଏଚ୍‌ଡି ପାଣିର ଅପଚୟକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ପିଏଚ୍‌ଡି ପାଇପ୍ ଫାଟି ସୁଦପଡା ୱାର୍ଡ ନଂ ୧୦ରେ ରାସ୍ତାରେ ବହୁଳ ମାତ୍ରାରେ ପାଣିର ସୁଅ ଛୁଟୁଛି । ଲୋକେ ଖରା ମାସରେ ପାଣି ଟିକିଏ ପାଇଁ ଡହକ ବିକଳ ହେଉଥିବା ବେଳେ
Read More...

ହରିଶଙ୍କର ରୋଡ ରେଳ ଷ୍ଟେସନ ଠାରୁ ଗଞ୍ଜେଇ ଜବତ ସହ ଦୁଇ ଜଣ ମହିଳା ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରୋଡ଼ ରେଳଷ୍ଟେସନରୁ ଆଜି ଅପରାହ୍ନ ସମୟରେ ଲାଠୋର ପୋଲିସ ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସହ ଦୁଇ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ରାଜ୍ୟର ଜଣେ ବୃଦ୍ଧା ମହିଳା ଏବଂ ଜଣେ ଯୁବତୀ
Read More...

କଥା କଟାକଟିକୁ ନେଇ ବଲାଙ୍ଗିର ସହର ତାଲପାଲିପଡାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥାକଟାକଟିକୁ ନେଇ ମରଣାନ୍ତକ ଆକ୍ରମଣ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ସହର ତାଲପାଲିପଡାରେ । ଜଣେ ଯୁବକଙ୍କୁ କିଛି ଦୃବୁର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି
Read More...

ଅଗ୍ନିବୀର ନିଯୁକ୍ତି ରାଲି ଆସନ୍ତା ୧୭ରୁ ୧୯ ପର୍ଯ୍ୟନ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆସନ୍ତା ତା ୧୬/୦୬/୨୩ରୁ ତା ୧୯/୦୬/୨୩ ପର୍ଯ୍ୟନ୍ତ ସମ୍ବଲପୁର ସ୍ଥିତ ସେନା ନିଯୁକ୍ତି ଅଧିକାରୀଙ୍କ ତତ୍ୱାବଧାନରେ ଅଗ୍ନିବୀର ନିଯୁକ୍ତି ରାଲି (ଅଗ୍ନିପଥ ଯୋଜନା) ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ । ଅଗ୍ନିବୀର ସେନା ନିମନ୍ତେ ପଞ୍ଜିକୃତ କରି ଯୋଗ୍ୟ
Read More...

‘ଭଏସ ଅଫ୍ ଆଲୋକ’ର ନିଆରା ପ୍ରୟାସ “ପ୍ରତିଭାର ଖୋଜ୍”

ଭୁବନେଶ୍ୱର : “ଭଏସ୍‌ ଅଫ୍‌ ଆଲୋକ” ଫେସବୁକ୍‌ ପେଜର ଏକ ଅଭିନବ ପ୍ରୟାସ ହେଉଛି “ପ୍ରତିଭାର ଖୋଜ୍” । ପ୍ରତି ରବିବାର ସନ୍ଧ୍ୟା ୬ ଟାରେ ନୂଆ ନୂଆ କଳାକାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇପାରିଛି । ଉକ୍ତ କାର୍ଯ୍ୟକ୍ରମକୁ ଲାଇଭ ସମୟରେ ପ୍ରାୟ ୫ ହଜାରରୁ
Read More...