ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଲେ ୨ ଅଭିଯୁକ୍ତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ବଲାଙ୍ଗିର ସଦର ବ୍ଲକ ମାକରଚୁଆଁ ଛକରେ ଚଢ଼ାଉ କରାଯାଇଛି । ସୂଚନା ଅନୁସାରେ ଦୁଇ ଜଣ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଓ ୭ କେଜି ଗଂଜେଇ ଜବତ କରିଥିବା ସୂଚନା ମିଳିଛି । ତୁଷୁରା ଥାନା ଅନ୍ତର୍ଗତ!-->…
Read More...
Read More...