Monthly Archives

June 2023

ରେଳ ଓଭର ବ୍ରିଜର ପାଣି ନିର୍ଗତ ପାଇଁ ପାଇପ ନ ଥିବାରୁ ଲୋକଙ୍କ ଉପରେ ପଡୁଛି ଅସନା ପାଣି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭର ବ୍ରିଜ ନିର୍ମାଣ ଯୋଗୁଁ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇଲେ ସହରବାସୀ । ସହରର ବିକାଶ କାର୍ଯ୍ୟର ସବୁଠୁ ବଡ଼ ଉଦାହରଣ । ପରିତାପର ବିଷୟ ଯେ, ବର୍ଷା ହେଲେ ଏହି ରେଳ ଓଭର ବ୍ରିଜ ଉପରେ ପଡୁଥିବା ବର୍ଷା ଜଳ
Read More...

ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ତୁରେକେଲା, (କୈଳାସ ସଗ୍ରିଆ) : ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମର ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ସ୍ଵର୍ଣ୍ଣ ପ୍ରଧାନ ଓଟିଏ ପିବିପିଏଚ୍ ଏସ୍ କୁଇବାହାଲରେ ପ୍ରଧାନ
Read More...

ଗଞ୍ଜାମ ଜିଲ୍ଲାରେ ବ୍ୟାପୁଛି ଏକ ଚକ୍ଷୁରୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ କିଛିଦିନ ହେଲା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିଲାଠାରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ଚକ୍ଷୁରୋଗ ବ୍ୟାପୁଛି । ଏହାକୁ ଆଖିଧରା ରୋଗ କୁହାଯାଏ । ଏହି ଆଖି ଧରା ରୋଗ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ବିଭିନ୍ନ ସ୍ଥାନରେ
Read More...

ଆଭା ଅନ୍ଵେଷ ପକ୍ଷରୁ କୁତ୍ରାର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସହର ଉଚ୍ଚ ବିଦ୍ୟାଳୟରେ ଆଭା ଅନ୍ଵେଷ ପକ୍ଷରୁ ସଂଗଠନର ସଭାପତି ଆର୍ତ୍ତତ୍ରାଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସମ୍ପାଦକ ଶରତ କୁମାର ପତି ଲାଠିକଟା ବ୍ଲକରେ ଅତିରିକ୍ତ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରିଆସୁଥିଲେ । ଶ୍ରୀ
Read More...

ପ୍ରବଳ ବର୍ଷା ଯୋଗୁଁ ମେଘନାଥପଡା ଠାରେ ଭୁଷୁଡି ଗଲା ଘରର କାନ୍ଥ : ସହାୟତା ପାଇଁ ମହିଳାଙ୍କ ଗୁହାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ସହରର ମେଘନାଥପଡା ଠାରେ ଜଣେ ବିଧବା ମହିଳାଙ୍କ ଘରର କାନ୍ଥ ପ୍ରବଳ ବର୍ଷା ଯୋଗୁଁ ଗତ ରାତିରେ ଭୁଷୁଡି ଯାଇଛି । ବିଧବା ମହିଳା ଜଣକ ହେଉଛନ୍ତି ମେଘନାଥପଡାର ଫୁଲ ବଗର୍ତ୍ତୀ । ମହିଳାଙ୍କ ଅଭିଯୋଗ
Read More...

ଭୁବନେଶ୍ୱରରେ ଓଡ଼ିଶା ଗୁଣବତ୍ତା ସଂକଳ୍ପର ଶୁଭାରମ୍ଭ

ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଉପରେ ଗୁରୁତ୍ୱାରୋପ ଭୁବନେଶ୍ୱର, (ପିଆଇବି) : ଓଡ଼ିଶା ସରକାର ଓ ଭାରତୀୟ ଗୁଣବତ୍ତା ପରିଷଦର ମିଳିତ ସହଭାଗିତାରେ ଆଜି ଭୁବନେଶ୍ୱର ଠାରେ ଓଡ଼ିଶା ଗୁଣବତ୍ତା ସଂକଳ୍ପ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏଥିରେ ଆସୋଚାମ୍‌, ଫିକ୍କି, ଇଇପିସି, ଓଏସଏମଇ,
Read More...

ମଦନପୁରଠାରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଗ୍ରାମ ପଞ୍ଚାୟତ ସଭାଗୃହରେ ସରପଞ୍ଚ କେତକି ଦଣ୍ଡିଆଙ୍କ ସଭାପତିତ୍ୱରେ ଆଜି ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ
Read More...

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ବରଗଡ଼ ଜିଲ୍ଲା ଗସ୍ତ

ସାତ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର : ୫ଟି ସଚିବ ବରଗଡ଼, (ନିରୋଜ କୁମାର ପାଣୀ) : ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ବରଗଡ଼ ଜିଲ୍ଲା ଗସ୍ତ । ସୋମବାର ଦିନ ସର୍ବପ୍ରଥମେ ଅତାବିରା ବ୍ଲକର ୫ଟି ଅନ୍ତର୍ଭୁକ୍ତ ସରଣ୍ଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କ
Read More...

ବୀରମହାରାଜପୁରରେ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୯୦ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ବ୍ଲକ୍‌ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବୀରମହାରାଜପୁର ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ
Read More...

ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳନ

ନିଶା ଏକ ସାମାଜିକ ବ୍ୟାଧି,ଏହାର ଅପବ୍ୟବହାର ଓ ଚାଲାଣସାମାଜିକ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରେ : ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପ୍ରଶାସନ (ସାମାଜିକ ସୁରକ୍ଷ୍ୟା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ବିଭାଗ)
Read More...