Daily Archives

ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ୱେବିନାର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ ତରଫରୁ "ଯୁବାବସ୍ଥାରେ ସାମାଜିକ ଦାୟିତ୍ୱବୋଧ" ଉପରେ ଏକ ଆନ୍ତର୍ଜାତିକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଇଂରାଜୀ ଅଧ୍ୟାପକ ଜୟଦେବ କରଙ୍କ ସଂଯୋଜନାରେ ହୋଇଥିବା ଏହି ୱେବିନାରରେ ଆୟରଲ୍ୟାଣ୍ଡ ସ୍ଥିତ
Read More...

ରଥଯାତ୍ରା ପଥ ମହୋତ୍ସବ

ପୁରୀ : ପବିତ୍ର ରଥଯାତ୍ରା ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରଥଯାତ୍ରା ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କୈବଲ୍ୟ ସାହିତ୍ୟ ସଂସଦର ଅତିଥିମାନେ ଯୋଗଦେଇ ପୁରୀ ବଡ଼ଦାଣ୍ଡରେ ରଥଯାତ୍ରା ପଥ ମହୋତ୍ସବ ଉଦ୍‌ଘାଟନ କରିଥିଲେ । ସମସ୍ତ ଅତିଥି ଜୟ ଜଗନ୍ନାଥ ଜୟଗାନ କରି ବଡ଼ଦାଣ୍ଡ ପରିକ୍ରମା
Read More...

ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘରେ ଆନ୍ତର୍ଜାତିକ ଯୋଗ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଅବସର ଭବନଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପସଭାପତି ସୁବାସ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରି ଯୋଗ କିପରି ମଣିଷ
Read More...

ନୈତିକତା, ଆଧ୍ୟାତ୍ମିକତା ଓ ଏକାଗ୍ରତାର ମୂଳାଧାର ହିଁ ଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାଲ୍ୟକାଳରୁ କୋମଳମତି ପିଲାମାନଙ୍କୁ ପାଠପଢା ସହ ସେମାନଙ୍କର ସୁସ୍ଥତା, ଶାରୀରିକ ବିକାଶ, ମାନସିକ ସ୍ଥିରତା, ଶୃଂଖଳା, ଏକାଗ୍ରତା, ଆଧ୍ୟାତ୍ମିକତା ଓ ନୈତିକତା ଆଦିର ଅଭିବୃଦ୍ଧି ନିମନ୍ତେ ପିଲାମାନଙ୍କର ପ୍ରତିଦିନ କିଛି କିଛି ଯୋଗାଭ୍ୟାସର ଆବଶ୍ୟକତା
Read More...

ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ଯୋଗ ଶିକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଓ ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ଯୋଗ ଶିକ୍ଷା ଅନୁଯାୟୀ ଆଜି ଗଂଜାମ ଜିଲ୍ଲା ପତଞ୍ଜଳି ଯୋଗ ସମିତି ପ୍ରଭାରୀ ଡା କିରଣ କୁମାର ପାଣିଗ୍ରାହୀ, ଯୁବ ଭାରତ ବରୁଣ କୁମାର ପାଣିଗ୍ରାହୀ ଓ ଓଡିଶା ରାଜ୍ୟ
Read More...

ପ୍ରଦୀପ ପୁରୋହିତଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଲଖମରାଠାରେ ତରଣୀସେନ ପ୍ରଧାନଙ୍କ ଦ୍ଵାରା ପରିଚାଳିତ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଆଜି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦାନ କରି
Read More...

୫ଟି ଉପକ୍ରମରେ ବାହାନଗା ହାଇସ୍କୁଲର ପୁନଃନିର୍ମାଣ ହେବ : ୨.୪୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ୨
Read More...

ରାଜ୍ୟ ଆହାର ସୋସାଇଟିକୁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୫-୧୬ରୁ ୨୦୨୧-୨୨ ପର୍ଯ୍ୟନ୍ତ
Read More...

କଣ୍ଠଶିଳ୍ପୀ ଦଶରଥ ବାଗ ପାଇବେ ରାଷ୍ଟ୍ରୀୟ ଜୁନିଅର୍‌ ଫେଲୋସିପ୍ ପୁରସ୍କାର

ଗାଇସିଲାଟ, (ପୁସ୍ତମ ଯୁଆଡ଼ି) : ପେସାରେ ଶିକ୍ଷକ କିନ୍ତୁ ନିଶା ତାଙ୍କର ସଂଗୀତ ସାଧନା । ଗାଇସିଲାଟ୍ ବ୍ଲକ୍ ଅନ୍ତର୍ଗତ କରିମୁଣ୍ଡା ଗ୍ରାମର ବିଶିଷ୍ଟ ଢୁଲିଆ ବଲ ବାଗ୍ ଓ ପଞ୍ଚମୀ ବାଗଙ୍କର ସୁପୁତ୍ର କଣ୍ଠଶିଳ୍ପୀ ଦଶରଥ ବାଗ ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ପ୍ରଦାନ
Read More...

ପୁରୀ ରଥଯାତ୍ରାରେ ସାମାଜିକ ସେବା ଶିବିରରେ ସୁବର୍ଣ୍ଣପୁର ଜେଆର୍‌ସି ପରାମର୍ଶଦାତାଙ୍କ ଯୋଗଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ଆବାହକତ୍ଵରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସୁପାରିଶ କ୍ରମେ ରାଜ୍ୟ ରେଡକ୍ରସ ଅଫିସର ଲକ୍ଷଣ ସ୍ଵାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାମାଜିକ ସେବା ଶିବିର ରଥଯାତ୍ରା ପୁରୀରେ
Read More...