Monthly Archives

May 2023

ବଜରଙ୍ଗ ଦଳକୁ ନିଷିଦ୍ଧ କରିବାର ଘୋଷଣା ଅରାଷ୍ଟ୍ରୀୟତା – ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଦୁଇଦିନ ପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ଦଳ ପକ୍ଷରୁ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ନେଇ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିବା ବେଳେ ଏହାକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ ।
Read More...

ପୁଣି ସମୁଦ୍ରରେ ଚାଲିଗଲା ୨ ପର୍ଯ୍ୟଟକଙ୍କ ଜୀବନ

ପୁରୀ, (କେପିଏନ୍‌ଏସ୍‌) : ପୁଣି ସମୁଦ୍ରରେ ଚାଲିଗଲା ୨ ପର୍ଯ୍ୟଟକଙ୍କ ଜୀବନ । ୨୪ ଘଣ୍ଟା ନପୂରୁଣୁ ପୁଣି ୨ଟି ଜୀବନ ନେଲା ସମୁଦ୍ର । ସେହି ସମାନ ସ୍ଥାନ ସେକ୍ଟର ୧୩ରେ ଘଟିଛି ଏଭଳି ଅଘଟଣ । ବୁଧବାର ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଯାଇ ବାପା-ପୁଅଙ୍କ ଜୀବନ ଯାଇଥିବା ବେଳେ ଗୁରୁବାର
Read More...

ବନ ବିଭାଗର ଚଢ଼ାଉ : ଖଇର କାଠ ବୋଝେଇ ପିକ୍‌ଅପ୍‌ ଜବତ, ୧ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ଡୁଡ଼କିପଦର ଚାଉଲବାଞ୍ଜି ରାସ୍ତାରେ ଚଢାଉ କରି ବିଳମ୍ବିତ ରାତିରେ ଖଇର କାଠ ବୋଝେଇ ଏକ ପିକ୍‌ଅପ୍‌ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଡୁଡ଼କିପଦର ଗ୍ରାମ ନିକଟସ୍ଥ ସୁକତେଲ ଜୋରଠାରେ ବେଆଇନ ଭାବେ ତୁରେକେଲା ଥାନା
Read More...

ହିଆଁଲ ଗ୍ରାମ ପଂଚାୟତ ସରପଂଚ ଉପନିର୍ବାଚନ : ଲୋକନାଥ ଥପା ୨୪୦ ଭୋଟରେ ବିଜୟୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଂଚାୟତର ସରପଂଚ ପଦବୀ ପାଇଁ ହୋଇଥିବା ଉପ-ନିର୍ବାଚନୀର ଫଳାଫଳ ଗୁରୁବାର ଦିନ ପ୍ରକାଶିତ ହୋଇଛି । ଏହି ଫଳାଫଳରେ ଲୋକନାଥ ଥପା ୨୪୦ ଭୋଟ ଅଧିକ ପାଇ ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଥାଉକି
Read More...

ସମୂହ ଇସ୍ତାଫା ଦେଲେ ବଲାଙ୍ଗିରର ପ୍ରାଣୀ ଚିକିତ୍ସକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ୯ ଦଫା ଦାବୀ ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥଲେ । କିଛି ଦିନ ପୂର୍ବରୁ ଆନ୍ଦୋଳନ କରିବା ସହ ଦାବୀ ପୂରଣ ନହେଲେ ସମୂହ ଇସ୍ତାଫା ଦେବେ ବୋଲି ଚେତାଇ ଦେଇଥିଲେ । କିନ୍ତୁ ସରାକର ସେମାନଙ୍କ ଦାବୀଗୁଡିକୁ
Read More...

ଚାଉଳ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ଦେଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଗରୀବ ଖଟିଖିଆଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି । କିନ୍ତୁ ବିଭାଗୀୟ ଅପରାଗତା ଓ ଦୁର୍ନୀତି ଯୋଗୁଁ ହିତାଧିକାରୀ ଚାଉଳ ପାଇବାରୁ ବଂଚିତ ହେଉଛନ୍ତି । ଗୋଟିଏପଟେ ଖୋଦ ସରକାରୀ ଦଳର ଦୁଇ ଜଣ କାଉନସିଲର
Read More...

ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ସୋର : ଘରେ କେହି ନଥିବା ବେଳେ ଯୁବକଙ୍କ ଆତ୍ମହତ୍ୟା । ମୃତ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମର ସହଦେବ ଦାସଙ୍କ ପୁଅ ଦେବାଶିଷ ଦାସ ବୋଲି ଜଣାପଡିଛି । ତାଙ୍କ ବୟସ ୧୯ ବର୍ଷ ହେବ ବୋଲି ଜଣାପଡିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା
Read More...

ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ

ପାଳଲହଡା : ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କରଡାପାଳ ପଞ୍ଚାୟତ ପୁଟୁକାମଲ ଗାଁରେ ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଚାଷୀ ୨ ଜଣ ହେଉଛନ୍ତି ସହରଗୁରୁଜାଙ୍ଗ ଗାଁର ମଦନ ମୋହନ ସାହୁ(୪୫) ଓ ଧନୁ ଦେହୁରୀ(୫୦) । ସୂଚନା ଅନୁଯାୟୀ ମଦନ ଓ ଧନୁ ପୁଟୁକାମଲ ଗାଁରେ ଥିବା ନିଜ
Read More...

କୃଷି ଓ କୃଷକଙ୍କ ବିକାଶ କରୁଛି ‘ସୌର ଜଳନିଧି ଯୋଜନା’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ‘ସୌର ଜଳନିଧି’ ଦ୍ୱାରା ବିଜୁଳି ଅପହଞ୍ଚ ଅଞ୍ଚଳର ଚାଷ ଜମିରେ ସୁନିଶ୍ଚିତ ହେଉଛି ଜଳସେଚନ । ଫସଲ ଉତ୍ପାଦନ ସହ ଚାଷୀଙ୍କ ଆୟ ବୃଦ୍ଧିରେ ହେଉଛି ସହାୟକ । ରାଜ୍ଯର ଦୁର୍ଗମ ଅଞ୍ଚଳରେ ଚାଷୀଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହେଉଥିବା ବେଳେ ଚଳିତ
Read More...

ବନ୍ୟାପ୍ରାଣୀ ଆକ୍ରମଣରେ ମନୁଷ୍ୟ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ପରିମାଣ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ଜନିତ ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବନ୍ୟାପ୍ରାଣୀ ଆକ୍ରମଣରେ ମନୁଷ୍ୟ ମୃତ୍ୟୁ
Read More...