Monthly Archives

May 2023

ଅଧୁରା ରହିଲା ଅମର ପ୍ରେମ : ଜୀବନ ହାରିଲେ ପ୍ରେମୀ ଯୁଗଳ

ଟିଟିଲାଗଡ, (କେପିଏନ୍‌ଏସ୍‌) : ପ୍ରେମ ମାନେ ନାହିଁ ବୟସ, ମାନେ ନାହିଁ ଜାତି । କାହିଁକି ନା' ପ୍ରେମ ଅନ୍ଧ । ବେଳେ ବେଳେ ଦୁହେଁ ଦୁହିିଁଙ୍କଠାରୁ ଅଲଗା ହେବା ଭୟରେ ବାଛି ନିଅନ୍ତି ମୃତ୍ୟୁର ବାଟ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୪୩ ଗୋଟି ୫ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକର ୪୩ଟି ୫ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୧ଟି ୫ଟି ହାଇସ୍କୁଲ ଲୋକାର୍ପିତ ହୋଇଥିବା ବେଳେ
Read More...

ବଣାଇ ବାରିକ ସମାଜ ତରଫରୁ ଲକ୍ଷ୍ମୀ ନୃସିଂହ ଜୟନ୍ତୀ ଓ ବାର୍ଷିକ ଉତ୍ସବ ପାଳିତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ପରିଷଦ ସଭା ଗୃହଠାରେ ଆଜି ବଣାଇ ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ମହାସମାରୋହରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଚତୁର୍ଦ୍ଦଶୀ ଏବଂ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ
Read More...

ବଣାଇରେ ଇଣ୍ଡୋନେସିଆର ବିରଳ ପ୍ରଜାତିର ପେଚାକୁ ଉଦ୍ଧାର କଲା ବନ ବିଭାଗ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇରେ ଦୃଶ୍ୟମାନ ହେଲା ବିରଳ ପ୍ରଜାତିର ପେଚା । ପେଚାଟି ଏକ ଗଛରେ ବସିଥିବା ବେଳେ ଉଦ୍ଧାର କଲା ବନ ବିଭାଗ । ପେଚାର ଡେଣାରେ କ୍ଷତ ଚିହ୍ନ ଥିବା ବେଳେ ଡାକ୍ତରୀ ଚିକିତ୍ସା ପରେ ନନ୍ଦନକାନନ ନଚେତ କୌଣସି ଜଙ୍ଗଲରେ ଛଡାଯିବା ନେଇ ବନ ବିଭାଗ ତରଫରୁ ସୂଚନା
Read More...

ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ସହ ପରିଦର୍ଶନ କରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଏବଂ ଜଳ ଯୋଗାଣ ପ୍ରକଳ୍ପ, ରାଣୀପୁର ଝରିଆଲର ଚଉଷଠୀ ଯୋଗିନୀ ପୀଠ ସ୍ଥଳୀ, ଅମୃତ ସରୋବରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ସହ ପରିଦର୍ଶନ କରିଛନ୍ତି ଜିଲ୍ଲା
Read More...

ସ୍ୱଧାର ଓ ଆଶ୍ରା କେନ୍ଦ୍ରରେ ଅସହାୟ ଅନଗ୍ରସରଙ୍କ ସହିତ ଜନ୍ମଦିନ ପାଳନ କଲେ ବଲାଙ୍ଗିର ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଜନ୍ମଦିନ । ଏହି ପରିପ୍ରେକ୍ଷୀରେ ସ୍ୱଧାର ଓ ଆଶ୍ରା କେନ୍ଦ୍ରରେ ଅସହାୟ ଅନଗ୍ରସର ଅନ୍ତେବାସୀଙ୍କ ସହ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ।
Read More...

ଆଜି ହେଉଛି ନୃସିଂହ ଚତୁର୍ଦ୍ଦଶୀ, ପଦ୍ମପୁର ଉପଖଣ୍ଡର ମହାପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡର ମହାନ ପର୍ବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ମହାପ୍ରଭୁ ମାର୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ
Read More...

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଲଚିକି ଲିପିର ଉଦ୍‌ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି । ସାନ୍ତାଳି ସମାଜ ଓ ସାନ୍ତାଳି ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ
Read More...

କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ଉଦ୍‌ଯାପିତ

'ଶିକ୍ଷକମାନେ ଗୁରୁ ହେଲେ ଶିଶୁଙ୍କ ଉନ୍ନତି ହେବ' : ରାଜ୍ୟପାଳ କଟକ ସଦର, (କେପିଏନ୍‌ଏସ୍‌) : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ
Read More...

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ କୁନି ଗବେଷକ ଜୟଦୀପ ପୁରସ୍କୃତ

କଟକ, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ଅନୁବନ୍ଧିତ ଗୁଜୁରାଟ କାଉସିଲ ଅନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ଵାରା ଆୟୋଜିତ ୩୦ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅହମଦାବାଦରେ ଅନୁଷ୍ଠିତ ହୋଇ ଭାରତ ସହ ଦୁବାଇ, ସଂଯୁକ୍ତ ଆରବ ଏମିରେଟ୍ସ, କତାର ଆଦି ବହୁ ଦେଶରୁ ପ୍ରାୟ ୮୫୦ରୁ ଅଧିକ
Read More...