Monthly Archives

May 2023

ବାଇକ୍‌କୁ ଧକ୍କା ଦେଲା ଗଞ୍ଜେଇ ବୋଝେଇ କାର୍ : ବାପ-ଝିଅ ଗୁରୁତର

ନୂଆଗାଁ : ନୂଆଗାଁ ଥାନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥ କାଚ ପଲ୍ଲୀଠାରେ ବାଇକ୍‌କୁ ଧକ୍କା ଦେଲା ଗଞ୍ଜେଇ ଚାଲଣକାରୀଙ୍କ ଗାଡ଼ି । ଦୁର୍ଘଟଣାରେ ଉଭୟ ବାପ-ଝିଅ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ନୂଆଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର ବାପ-ଝିଅଙ୍କୁ ଉଦ୍ଧାର କରି ନୟାଗଡ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ସୋର : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱାକୁ ପଛରୁ ପିଟିଲା ଟ୍ରକ୍ ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଥାଉକି, କୁକୁଡ଼ା ନେବା ପାଇଁ କୋଲକତାରୁ ଖୋର୍ଦ୍ଧା ଆସୁଥିଲା
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ : ୨ ମୃତ

କାମାକ୍ଷାନଗର : ଭାରସାମ୍ୟ ହରାଇ ଗଛରେ ବାଇକ୍ ପିଟି ହେବା ଫଳରେ ଦାଦା ଓ ପୁତୁରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବନ୍ଦାଣିଆ ଗ୍ରାମ ନିକଟରେ । ମୃତକ ଦ୍ୱୟ ହେଲେ ଟାଟାମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ
Read More...

ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା

ରାଉରକେଲା, (ସସ୍ମିତା ପ୍ରଧାନ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ତଥା ଜନକଲ୍ୟାଣ ଯୋଜନାକୁ ସମସ୍ତଙ୍କ ପାଖକୁ ପହଞ୍ଚାଇବାର ସଂକଳ୍ପ ନେଇ ଆଜି ଠାରୁ ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନରେ ନିଃଶୁଳ୍କ ମେଗା ଚକ୍ଷୁ ପରୀକ୍ଷା
Read More...

ଧର୍ମପରାୟଣ ବ୍ୟକ୍ତି ସମାଜସେବୀ ନରେନ୍ଦ୍ର କୁମାର ପଟ୍ଟନାୟକଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମାଟିଖାଲ ସ୍ଥିତ ଆଇଆରଇ ଜଗନ୍ନାଥ ମନ୍ଦିର କଲୋନୀ ବାସିନ୍ଦା ଧର୍ମପରାୟଣ ବ୍ୟକ୍ତି ସମାଜସେବୀ ନରେନ୍ଦ୍ର କୁମାର ପଟ୍ଟନାୟକ(୬୫)ଙ୍କ ଇତିମଧ୍ୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଗୋଟିଏ ପୁଅ ଓ ଝିଅ, ନାତି,
Read More...

ଭାଗବତତତ୍ତ୍ୱ ଯୋଗାଶ୍ରମ ତରଫରୁ ବୈଶାଖ ମେଳାରେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଅନ୍ନଛତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ସର୍ବବୃହତ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ଚଳଚଞ୍ଚଳ ନୃସିଂହନାଥ ପୀଠ । ମେ' ୧ରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ
Read More...

ରାଜଧାନୀରୁ କଫ୍‌ ସିରଫ୍‌ ଜବତ ଘଟଣା : ଏମ୍‌ଏସ୍‌ ଫାର୍ମା କେଆର ଇଣ୍ଡିଆର ମାଲିକଙ୍କୁ ଧରିବାକୁ ପୁଲିସର ଚଢ଼ଉ ଜାରି

ଭୁବନେଶ୍ୱର : ରାଜଧାନୀରୁ କୋଡିନ କଫ୍‌ ସିରଫ ଜବତ ଘଟଣାକୁ ନେଇ ନୂଆ ଖୁଲାସା ହୋଇଛି । ଅହମ୍ମଦାବାଦ ପରେ ଏବେ ହିମାଚଳ ପ୍ରଦେଶ ଓ କୋଲକାତା ଲିଙ୍କ ସାମ୍ନାକୁ ଆସିଛି । ଏମ୍‌ଏସ୍‌ ଫାର୍ମା କେଆର ଇଣ୍ଡିଆକୁ ଏହି ୩ଟି ସହରରୁ କଫ୍‌ ସିରଫ୍‌ ଆସୁଥିଲା ବୋଲି ଜଣାଯାଇଛି । ସେପଟେ ସଂସ୍ଥାର ମାଲିକ
Read More...

କୋଠା ନିର୍ମାଣକୁ ଅନୁମତି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିୟନ୍ତ୍ରିତ ଅଞ୍ଚଳରେ କୋଠା ନିର୍ମାଣକୁ ମିଳିଛି ଏନ୍‌ଓସି । କୋଠା ନିର୍ମାଣକୁ ଏନ୍‌ଓସି ଦେଲା ଏନ୍‌ଏମ୍‌ଏ । ଏନେଇ ରାଜ୍ୟ ସଂସ୍କୃତି ବିଭାଗକୁ ଏନ୍‌ଏମ୍‌ଏ ଚିଠି ଦେଇଥିବା ଜଣାପଡିଛି । ଏଥିରେ ମନ୍ଦିର ପ୍ରଶାସନର ୩ ମହଲା କୋଠା ନିର୍ମାଣକୁ ଅନୁମତି
Read More...

ଭେଡେନ ଟ୍ରିପଲ ମର୍ଡର ଘଟଣାରେ ୨ ଗିରଫ

ବରଗଡ଼ : ଭେଡେନ ଟ୍ରିପଲ ମର୍ଡର ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ସଂପର୍କୀୟ ଭଣଜା ସହ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ଛତିଶଗଡ଼ ମହାସମୁନ୍ଦରେ ଚୋରି ସୁନା ବିକ୍ରି ବେଳେ ଉକ୍ତ ଦୁଇ ଜଣ ଧରାପଡ଼ିଥିବା ସୂଚନା ମିଳିଛି । ସଂପତ୍ତି ଲୋଭରୁ ସଂପର୍କୀୟ ଭଣଜା ହତ୍ୟା କରିଥିଲା
Read More...

ଅଘରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଘରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ
Read More...