Monthly Archives

May 2023

କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଖୋଲିଲା ଆଉ ୫ଟି ନୂଆ ପିଜି ପାଠ୍ୟକ୍ରମ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଖୋଲିଲା ଆଉ ପାଞ୍ଚଟି ନୂଆ ପିଜି ପାଠ୍ୟକ୍ରମ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରିଛି । ୨୦୨୩-୨୪ ଶିକ୍ଷା ବର୍ଷରେ ଖୋଲିଥିବା ଏହି ନୂଆ ବିଷୟ ଗୁଡ଼ିକ ହେଉଛି ଉଦ୍ଭିଦ ବିଜ୍ଞାନ,
Read More...

ପାହାଡ ଧସିବା ଯୋଗୁଁ ବଦ୍ରିନାଥ ଜାତୀୟ ରାଜପଥ ଅବରୋଧ

ଉତ୍ତରପ୍ରଦେଶ : ପାହାଡ ଧସିବା ଯୋଗୁଁ ବଦ୍ରିନାଥ ଜାତୀୟ ରାଜପଥ ଅବରୋଧ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ପାହାଡ ହଠାତ୍‌ ଧସିବା ଯୋଗୁଁ ଚାମୋଲି ଜିଲ୍ଲାର ହେଲଙ୍ଗ ଗ୍ରାମ ନିକଟରେ ବଦ୍ରିନାଥ ଜାତୀୟ ରାଜପଥ ଅବରୋଧ ହୋଇଛି ।
Read More...

ଭାଲୁ ଆକ୍ରମଣରେ କେନ୍ଦୁପତ୍ର ତୋଳାଳୀ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ରେଞ୍ଜ ଅଧୀନ ଟାନୱାଟ ଗାଁରେ ଭାଲୁ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ କେନ୍ଦୁପତ୍ର ତୋଳାଳୀ ହେଲେ ଟାନୱାଟ ଗାଁର ରମେଶ ଶବର(୪୦) । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା
Read More...

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : କେସିଙ୍ଗା ଏସ୍‌ଡିପିଓ ଏବଂ ମ. ରାମପୁର ଆଇଆଇସିଙ୍କ ଦ୍ଵାରା ତଦନ୍ତ ଆରମ୍ଭ

କଳାହାଣ୍ଡି, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତେନ୍ତୁଳିକୁପା ଗ୍ରାମର ଜଣେ ବିବାହିତ ଯୁବକ ସୁଦାମ ଭୋଇ(୨୬)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ
Read More...

ସର୍ବଭାରତୀୟ ପ୍ରତିଯୋଗିତାରେ ଅଶ୍ୱନୀ-ଅବନୀଙ୍କ କାର୍ଟୁନ୍‌ ପୁରସ୍କୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତିଶଗଡ ସରକାରଙ୍କ ସଂସ୍କୃତି ବିଭାଗ, ଛତିଶଗଡ଼ ପର୍ଯ୍ୟଟନ ବୋର୍ଡ ଏବଂ ରାୟପୁର (ଛତିଶଗଡ଼)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡ଼ିଶାର
Read More...

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କୀର୍ତ୍ତନମଣ୍ଡଳୀଙ୍କ ଗାଡ଼ି : ୨୦ରୁ ଅଧିକ ଆହତ

କାମାକ୍ଷାନଗର : କାମାକ୍ଷାନଗର ଥାନା ମହୁଲପାଳ ରେକୁଳା ସ୍ଥିତ ରାମିଆଳ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ତଳକୁ କୀର୍ତ୍ତନମଣ୍ଡଳୀଙ୍କ ଟାଟା ଏସି ଗାଡ଼ି ତଳକୁ ଖସିପଡିଥିବା ଜଣାପଡିଛି । ଏହାଫଳରେ ଗାଡ଼ିରେ ଥିବା ୨୦ରୁ ଅଧିକ କୀର୍ତ୍ତନିଆ ଆହତ ହୋଇଛନ୍ତି । ଆହତମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର
Read More...

ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ୬ ଲକ୍ଷ ଟଙ୍କା ଦେବେ ରାଜ୍ୟ ସରକାର । ପୂର୍ବରୁ ଏହି ରାଶି ୪ ଲକ୍ଷ ଥିଲା । ଏବେ ଏହି ସହାୟତା ରାଶିକୁ ଆଉ ୨ ଲକ୍ଷ ବଢାଇ ଦେଇଛନ୍ତି । ଏହି ଅନୁକମ୍ପା ରାଶି ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ମହାନ୍ ଦାର୍ଶନିକ କାର୍ଲମାର୍କସ୍‌ଙ୍କ ୨୦୬ତମ ଜନ୍ମ ଜୟନ୍ତୀ ସିଆଇଟିୟୁ ପକ୍ଷରୁ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵର ମହାନ୍ ଦାର୍ଶନିକ, ବୈଜ୍ଞାନିକ ସମାଜବାଦର ସ୍ରଷ୍ଟା କାର୍ଲମାର୍କସ୍‌ଙ୍କ ୨୦୬ତମ ଜନ୍ମ ଜୟନ୍ତୀ ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର ୧୬ଠାରେ ସିଆଇଟିୟୁ ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରାଙ୍କ
Read More...

ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଶ୍ରମିକ ମୃତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ରାତି ୮.୩୦ରୁ ୯ ଟା ସମୟ ମଧ୍ୟରେ ଘଟିଯାଇଛି ଗୋଟିଏ ଅଘଟଣ । ଯମୁନା ଜୋର କଡ଼ରେ ଥିବା ପୌର ପରିଷଦର ନୂତନ ଭାବେ ନିର୍ମାଣ ହୋଇଥିବା ମାଂସ ଦୋକାନ ପାଖରେ ଗୋଟିଏ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି । ସେହି ଟ୍ରାକ୍ଟର ତଳେ ଚାପି ରହିଥିଲେ
Read More...

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସନ୍ଥ କବି ଭୀମ ଭୋଇ ଜୟନ୍ତୀ ପାଳିତ

ଭୀମ ଭୋଇ ଏକାଧାରରେ ଥିଲେ ସନ୍ଥ ଓ କବି ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ପ୍ରାକ୍ ସୁବର୍ଣ୍ଣ ଜୟନ୍ତୀ ବର୍ଷ କ୍ରମରେ ସନ୍ଥ କବି ଭୀମ ଭୋଇ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ ଭୀମ
Read More...