ଭକ୍ତ ଦାସିଆ ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ପର୍ବର ପ୍ରସ୍ତୁତି ବୈଠକ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲାର ପିପିଲି ବ୍ଲକ ଅର୍ନ୍ତଗତ ବାଲିଗାଁଠାରେ ଭକ୍ତ ଦାସିଆ ଆଂଚଳିକ କମିଟିର ସଦସ୍ୟମାନଙ୍କୁ ନେଇ ଅନୁଷ୍ଠାନର ବରିଷ୍ଠ ଟ୍ରଷ୍ଟି ଅର୍ଜ୍ଜୁନ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର!-->…
Read More...
Read More...