ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ହସ୍ତତନ୍ତ ମଲ ନିର୍ମାଣ କାର୍ଯ୍ୟ ଅଗ୍ରଗତିର ପରିଦର୍ଶନ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜି ଅପରାହ୍ନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଜିଲ୍ଲା ଗସ୍ତରେ ଆସି ସୋନପୁର ସହର ନିକଟବର୍ତ୍ତୀ ଝିଙ୍କିଠାରେ ଡବ୍ଲୁଓଡିସି ଅର୍ଥ ଅନୁଦାନରେ ନିର୍ମାଣାଧୀନ ଡବ୍ଲୁଓଡିସି ହସ୍ତତନ୍ତ ମଲ୍ର ନିର୍ମାଣ କାର୍ଯ୍ୟର ପରିଦର୍ଶନ!-->…
Read More...
Read More...