Monthly Archives

May 2023

ସାପ କାମୁଡ଼ାରେ ଜଣେ ମୃତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ ପ୍ରଶାନ୍ତ କୁମାର ପଣ୍ଡା(୬୩) । ସୂଚନା ଅନୁଯାୟୀ ଭେଜିପୁଟ ଗ୍ରାମର ପ୍ରଶାନ୍ତ କୁମାର
Read More...

ଆଳି ନୂଆବଜାର କପଡା ଦୋକାନରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା : ଆଳି ନୂଆବଜାରରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ । ସୂଚନା ଅନୁସାରେ ସକାଳୁ ସକାଳୁ ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ନିଆଁ ଲାଗିଥିଲା । କ୍ଲଥ୍ ଷ୍ଟୋରଟି ଜଳୁଥିବା ଦେଖି ଲୋକେ ଦମକଳ
Read More...

ଯିବେ ନୀତିନ, ଆସିବେ ରିଷିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯିବେ ନୀତିନ, ଆସିବେ ରିଷିକେଶ । ଆଇପିଏସ୍‌ ସ୍ତରରେ ଅଦଳବଦଳ ପରେ ବଲାଙ୍ଗିର ଏସ୍‌ପି ଭାବେ ରିଷିକେଶ ଖିଲାରୀ ଯୋଗଦେବେ । ଏସ୍‌ପି ନୀତିନ କୁଶଲକରଙ୍କ ଅନ୍ୟତ୍ର ବଦଳି ହୋଇଛି । ଏସ୍‌ପି କୁଶଲକରଙ୍କ ବଲାଙ୍ଗିର ଏସ୍‌ପି ଭାବେ ରହଣି ଅବଧି ମଧ୍ୟରେ ପାଖାପାଖି ୩/୪
Read More...

କୁମ୍ବିଂ ବେଳେ ସୁରକ୍ଷାକର୍ମୀଙ୍କ ସଫଳତା : ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି : କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିବା ଜଣାପଡିଛି । ମାଲକାନଗିରି ତେଲେଙ୍ଗାନା ସୀମାନ୍ତ ଭଦ୍ରାରି କୋତ୍ତାଗୁଡେମ ଅଞ୍ଚଳରୁ ମାଓ ସାମଗ୍ରୀ ଚାଲଣ ବେଳେ ଧରିଲା ପୋଲିସ । ସୂଚନା ଅନୁଯାୟୀ, ଡୁମୁଗୁଡେମ ଥାନା ମୁଲକାନାପାଲି ଜଙ୍ଗଲରେ ସିଆରପିଏଫ ଓ
Read More...

ଅଜଣା ଗାଡ଼ି ଧକ୍କାରେ ଫାର୍ମାସିଷ୍ଟ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାରେ ଗତକାଲି ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଡ୍ୟୁଟି ପାଇଁ ମେଡିକାଲ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଫାର୍ମାସିଷ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଲୋଇସିଂହା ଥାନା ସୁଜିଆ ଗାଁର ଆନନ୍ଦ ଧରୁଆ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ କଇଁଛ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜୀବଜନ୍ତୁଙ୍କ ସୁରକ୍ଷା ହିଁ ମଣିଷ ଜୀବନ ବଞ୍ଚିବାର ଏକ ମାଧ୍ୟମ ଅଟେ ବୋଲି ଟାଟା ଷ୍ଟିଲ ସୌଜନ୍ୟରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ କଇଁଛ ଦିବସ ପାଳିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗୋପାଳପୁର
Read More...

ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା : ୨ ମୃତ, ୩ ଆହାତ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ଥାନା କମଳପୁର ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୩ଟାରେ ଏକ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ୨ ଜଣଙ୍କ ମୃତ୍ୟୁ ‌ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା
Read More...

ବଲାଙ୍ଗିର ସହରର ଦୁଇ ଯୁବକଙ୍କୁ ଛୁରାମାଡ : ୧ ମୃତ, ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପୁଣି ଏକ ବର୍ବର ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସହରର ନରସିଂ ମନ୍ଦିର ଗଳିରେ ଦୁଇ ଜଣ ଯୁବକଙ୍କ ଉପରେ ହୋଇଛି ଛୁରାମାଡ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭୀମଭୋଇ ଭୋଇ ମେଡିକାଲ କଲେଜ ଓ
Read More...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଜୟପୁର, (ଜଗନ୍ନାଥ ବିଷୋୟୀ) : କୌଣସି କାରଣରୁ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସେ ବୈପାରିଗୁଡ଼ା ଥାନା ଲିମାପୁଟର ଏମ. ଅଶୋକ କୁମାର(୪୦) ବୋଲି ଜଣାପଡିଛି । ଅଶୋକଙ୍କ ହାତ ଏବଂ ଗୋଡ଼ରେ ଆଘାତ ଲାଗିଛି । ତାଙ୍କୁ ଜିଲ୍ଲା ହସପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଟାଉନ
Read More...

ଦୁଇ ଦିନ ମଧ୍ୟରେ ପୁନଃ ଉଦ୍ଧାର ହେବ ବାଲିସାହି ପୋଖରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୭ ବାଲିସାହିରେ ଦୀର୍ଘ ବର୍ଷ ହେବ ପୋଖରୀର ପଙ୍କ କାଦୁଅ ପୁନଃ ଉଦ୍ଧାର ହୋଇନାହିଁ । ଯାହା ଫଳରେ ଉକ୍ତ ପୋଖରୀଟି ଶୁଖି ଫାଟି ପଡ଼ିରହିଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନର
Read More...