Daily Archives

ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଅବସରରେ ବଜରଙ୍ଗ ଦଳ ତରଫରୁ ସେବା କାର୍ଯ୍ୟର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ(ବୈଶାଖ ମେଳା) ଅବସରରେ ବଜରଙ୍ଗ ଦଳ ପଦ୍ମପୁର ଜିଲ୍ଲା ତରଫରୁ ସେବା କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଓମ ପ୍ରକାଶ ମେହେର ଦୀପ ପ୍ରଜ୍ୱଳନ କରି ବଜରଙ୍ଗ ଦଳର ସେବା ମନୋଭାବ ଉପରେ
Read More...

ଗ୍ରୀଷ୍ମ ଋତୁ ବାତ୍ୟା (Summer Cyclone)ର ଗତି ଜଟିଳ ସେଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ…

ଭୁବନେଶ୍ୱର : ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ । ଫନି ବାତ୍ୟା ସମ୍ପର୍କରେ ସ୍ମରଣ
Read More...

ନାଳ ପାଣି ନିସ୍କାସନ ପାଇଁ ୱାର୍ଡ ନମ୍ବର ୧୪,୧୫ ବୁଲି ସ୍ଥିତି ଅନୁଧ୍ୟାନ କଲେ ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ୨ ଦିନ ପୂର୍ବରୁ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୪,୧୫ରେ ଅସରାଏ ବର୍ଷାରେ ନାଳ ପାଣି ନିସ୍କାସନ ନ ହୋଇ ଲୋକଙ୍କ ଘରେ ପାଣି ପଶି ଯାଇଥିଲା । ସୋମବାର ଦିନ ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ୱାର୍ଡ ନମ୍ବର ୧୪ରେ ହେଉଥିବା ଅସୁବିଧା
Read More...

ହରିଶଙ୍କର ବୈଶାଖ ମେଳାରେ ମହୁମାଛି ଆକ୍ରମଣରେ ୨ ଆହତ

ଖପ୍ରାଖୋଲ, (ଅଶୋକ ବାଗ) : ହରିଶଙ୍କର ପୀଠରେ ଧୁମ୍‌ଧାମ୍‌ରେ ଆରମ୍ଭ ହୋଇଛି ବୈଶାଖ ମେଳା । ମେଳାରେ ଧୀରେ ଧୀରେ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଏହି ମହୋତ୍ସବରେ ସରକାରୀ କର୍ମଚାରୀ ଏବଂ ବିଭିନ୍ନ ସଂଗଠନମାନେ ଡେରା ପକାଇଛନ୍ତି । ସେହିପରି ହରିଶଙ୍କର କୃଷି ଉଦ୍ୟାନଠାରେ ରନ୍ଧାବଢ଼ା
Read More...

ହରିଶଙ୍କର ଚତୁର୍ଦ୍ଦଶୀ ମେଳା ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ତୀର୍ଥପୀଠ ହରିଶଙ୍କରଠାରେ ନୃସିଂହ ଚତୁର୍ଦ୍ଦଶୀ ମେଳା ତଥା ହରିଶଙ୍କର ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି । ପବିତ୍ର ବେଦଧ୍ୱନି ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞର ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶୁଭାରମ୍ଭ
Read More...

ଦୁର୍ଘଟଣାରେ ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ

ସାଲେପୁର : ବାହାଘର ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ସାଲେପୁର ମଖରାଖିଆ ଅଞ୍ଚଳରେ ଘଟିଥିବା ଜଣାପଡିଛି । ଯୁବ ଇଞ୍ଜିନିୟରଙ୍କ ଘର ରାଇସୁଙ୍ଗୁଡ଼ା ପଞ୍ଚାୟତ ଅଞ୍ଚଳରେ ବୋଲି ଜଣାପାଡିଛି । ସେ କିଶୋର ଚନ୍ଦ୍ର
Read More...

ବେଲପଡା କାର୍ଯ୍ୟାଳୟଠାରେ ବିଶ୍ୱ ଶ୍ରମିକ ଦିବସ ପାଳିତ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା କାର୍ଯ୍ୟାଳୟଠାରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ବେଲପଡା ବିଡିଓ, ଏବିଡିଓ, ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।
Read More...

ନକଲି ସାର୍ଟିଫିକେଟ କାରବାରର ଖୋଲତାଡ କରିବା ପାଇଁ ପୁଣି ଥରେ ବଲାଙ୍ଗିର ଫେରିଲା କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସାର୍ଟିଫିକେଟ କାରବାରର ଖୋଲତାଡ ପାଇଁ ପୁଣି ଥରେ ବଲାଙ୍ଗିର ଆସିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଗତ ଅପ୍ରେଲ ୧ ତାରିଖରେ ନକଲି ସାର୍ଟିଫିକେଟର ଖୋଲତାଡ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବଲାଙ୍ଗିର ୧୫ ଦିନ ଧରି ଖୋଲତାଡ କରିଥିଲେ । ନକଲି
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଲବାହାଲି ଛକ ନିକଟରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଥିବା ଖବର ମିଳିଛି । ଗୁରୁତର ଜଣକ ବଙ୍ଗୋମୁଣ୍ଡା ଅନ୍ତର୍ଗତ ରୁଷିବନ୍ଧ ଗ୍ରାମର ବିଶ୍ୱରଞ୍ଜନ ମହାନନ୍ଦିଆ(୨୯) ବୋଲି ଜଣାପଡିଛି । ସୂଚନା ଅନୁସାରେ ସେ କୌଣସି ଏକ କାମରେ ନିଜ
Read More...

ଜମିବାଡି ମାପକୁ ନେଇ ବୃଦ୍ଧଙ୍କୁ ଧମକ୍‌ ଦେଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲିପଡାରେ ଜମିମାପକୁ ନେଇ ବୃଦ୍ଧଙ୍କୁ ଧମକ୍‌ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧ ଜଣକ । ସୂଚନା ଅନୁସାରେ ଜମିମାପକୁ ନେଇ ତାଙ୍କ ପଡୋଶୀ ବୃଦ୍ଧଙ୍କ ସହ ଝଗଡା କରିଛନ୍ତି
Read More...