Daily Archives

ମହାପ୍ରଭୁ ଲୋକନାଥ ପୀଠରେ ସରନ୍ତି ସୋମବାର ପାଳନ

ପୁରୀ : ଆଜି ବୈଶାଖ ମାସ ଶେଷ ସୋମବାର । ମହାପ୍ରଭୁ ଲୋକନାଥଙ୍କ ପୀଠରେ ସରନ୍ତି ସୋମବାର ଭାବେ ପାଳନ କରାଯାଏ । ଶ୍ରୀଲୋକନାଥ ମନ୍ଦିରରେ ମହାପ୍ରଭୁଙ୍କ ପିଠା, ମଙ୍ଗଳା ଆଳତୀ, ଅବକାଶ ସହ ବେଶ ଶେଷ ହେବା ପରେ ଭକ୍ତମାନଙ୍କୁ ଦର୍ଶନ କରିଥାନ୍ତି । ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ
Read More...

‘ଆନ୍ତର୍ଜାତିକ ଶ୍ରମ ଦିବସ’ରେ ନୂତନ ପ୍ରଯୁକ୍ତି ସେବାର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : 'ଆନ୍ତର୍ଜାତିକ ଶ୍ରମ ଦିବସ' ରାଜ୍ୟସ୍ତରୀୟ ସମାରୋହ ପାଳନ ଅବସରରେ ଆମ ଶ୍ରମିକ ଭାଇ ଓ ଭଉଣୀମାନଙ୍କ ପାଇଁ ନୂତନ ପ୍ରଯୁକ୍ତି ସେବାର ଶୁଭାରମ୍ଭ କରାଯିବ । "ପରିଶ୍ରମ ପୋର୍ଟାଲ" ମାଧ୍ୟମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ୧୫ଟି ନୂତନ ସେବା ଆରମ୍ଭ
Read More...

୨ ଜଣ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଓ ୩ ଜଣ ହାଇସ୍କୁଲର ଶିକ୍ଷକଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ୨ ଜଣ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ୩ ଜଣ ହାଇସ୍କୁଲ ଶିକ୍ଷକ ରବିବାର ଦିନ ଅବସର ଗ୍ରହଣ କରିଛନ୍ତି । ପରୁଆଭାଡ଼ି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧିର ଦେଓ, ସାଗରପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ
Read More...

ସୁପର ସ୍ପେସାଲିଟି ହସ୍ପିଟାଲକୁ ଏମ୍ସ ଦ୍ୱାରା ପରିଚାଳନା ଓ ଅନ୍ୟାନ୍ୟ ଦାବୀରେ କୋଏଲନଗରଠାରେ ଆଲୋଚନା ସଭା : ବ୍ୟାପକ…

ରାଉରକେଲା, (ସସ୍ମିତା ପ୍ରଧାନ) : ସୁପର ସ୍ପେସାଲିଟି ହସ୍ପିଟାଲକୁ ଏମ୍ସ ଦ୍ୱାରା ପରିଚାଳନା ଓ ଅନ୍ୟାନ୍ୟ ଦାବୀରେ କୋଏଲନଗର ଠାରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ମତ ପ୍ରକାଶ ପାଇଛି ଯେ, ଦେଶର ପ୍ରଧାନମନ୍ତ୍ରୀ ରାଉରକେଲା ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାଉରକେଲାରେ ଏକ
Read More...

ଶ୍ରୀ ଶାଳେଶ୍ୱର ସପ୍ନେଶ୍ୱର ବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହ ୨୦୨୩ ଅନୁଷ୍ଠିତ

ଖୋର୍ଦ୍ଧା : ଚଳିତ ମାସ ୨୯ ଓ ୩୦ ତାରିଖରେ ଶ୍ରୀ ଶାଳେଶ୍ୱର ସପ୍ନେଶ୍ୱର ବିଦ୍ୟାପିଠ ଅଣ୍ଡାଗ୍ରାମର ରଜତ ଜୟନ୍ତୀ ପାଳିତ ହୋଇଯାଇଛି । ଗତକାଲି ପ୍ରଥମ ଅଧିବେଶନରେ ରଞ୍ଜନ ଦାସ, ମଧୁସୁଦନ ଦେ, ରମାକାନ୍ତ ମହାପାତ୍ର, ଅମ୍ବିକା ପ୍ରସାଦ ପଲେଇ, ନରହରି ନନ୍ଦ, ବିରୋଜିନି ସାମନ୍ତରାୟ, ସୁଧିର
Read More...

ବଜ୍ରାଘାତରେ ଯୁବକ ମୃତ

ଭଦ୍ରକ : ଭଦ୍ରକ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ କାଣ୍ଡଗରଡ଼ି ପଞ୍ଚାୟତ ତେନ୍ତୁଲିଦା ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛନ୍ତି ଉପେନ୍ଦ୍ର ଦାସଙ୍କ ପୁଅ ସୁବାସ ଦାସ । ସୂଚନା ଅନୁସାରେ ସୁବାସ ନିଜର ଚିଙ୍ଗୁଡ଼ି ପ୍ଲାଣ୍ଟରୁ କାମ ସାରି ଘରକୁ
Read More...

ହିନ୍ଦୁସ୍ତାନ ଗ୍ରୁପର ନିର୍ଦ୍ଦେଶକ ଗୋପାଳ ଚନ୍ଦ୍ର କେଜ୍ରିୱାଲଙ୍କ ଦେହାନ୍ତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ନିବାସୀ ଗୋପାଳ ଚନ୍ଦ୍ର କେଜ୍ରିୱାଲଙ୍କ ଗତକାଲି ରାତି ୧୦ରେ ନିଜ ବାସ ଭବନରେ ଦେହାନ୍ତ ହୋଇଛି ବୋଲି ପରିବାର ପକ୍ଷରୁ ସନ୍ତୋଷ କୁମାର କେଜ୍ରିୱାଲ ସୂଚନା ପ୍ରଦାନ କରିଛନ୍ତି । ହିନ୍ଦୁସ୍ତାନ ଗ୍ରୁପ ଅଫ କମ୍ପାନୀର ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ
Read More...

ଅବସର ଗ୍ରହଣ କଲେ କନଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଦାମ ବାରିକ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ କନଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଦାମ ବାରିକ ଦୀର୍ଘ ୩୪ ବର୍ଷ ଶିକ୍ଷାଦାନ କରି ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସଭାରେ ଡା ଶିଶିର କୁମାର ସାହୁ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିଦ
Read More...

ଅଟେଇ ସଂରକ୍ଷିତ ଜଙ୍ଗଲରେ ବୁଲୁଛି ମହାବଳ ବାଘ : ୩ଟି ପଞ୍ଚାୟତକୁ ନୋଟିସ୍‌ ଦେଇ ସତର୍କ କଲା ବନ ବିଭାଗ

ଘଟଗାଁ : ଘଟଗାଁ ରେଞ୍ଜ ଅଧୀନ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ବୁଲୁଥିବାରୁ ସ୍ଥାନୀୟ ୩ଟି ପଞ୍ଚାୟତର ସରପଞ୍ଚଙ୍କୁ ନୋଟିସ୍ ଦେଇ ସତର୍କ କଲା ବନ ବିଭାଗ । ସଂରକ୍ଷିତ ଜଙ୍ଗଲ ଭିରତରକୁ ସର୍ବସାଧାରଣଙ୍କ ପ୍ରବେଶ ବାରଣ ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ନଛାଡିବାକୁ ଆଲର୍ଟ କରିଛି ବନ ବିଭାଗ ।
Read More...

ଆଜି କୋଟିଆ ଆସିବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

କୋରାପୁଟ : ଆଜି କୋଟିଆ ଆସିବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ ପୂର୍ବରୁ ଶେଷ ମୁହୂର୍ତ୍ତରେ କୋଟିଆ ଗସ୍ତ ବାତିଲ କରିଥିବା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା ଆଜି ଆସୁଥିବା ସୂଚନା ମିଳିଛି । କୋଟିଆ ଗ୍ରାମପୁଞ୍ଜର ଫଗୁଣସେନେରୀ ଓ ଫାଟୁସେନେରୀଠାରେ
Read More...