Monthly Archives

April 2023

ଟିଟିଲାଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧୁବାର ଦିନ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କେତୋଟି ପଞ୍ଚାୟତର ଜଳ ସମସ୍ୟାର ସମାଧାନ ନିମନ୍ତେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଜଗୁଆ ଗ୍ରାମ
Read More...

ବାସନ୍ତିକ ରାମଚଣ୍ଡୀ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତ ପାଦ ଦେଶରେ ଥିବା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ବିଷା ଶହେ କୁଳ କୁଲତା ସମାଜର ଇଷ୍ଟ ଦେବୀ ମା' ରଣେଶ୍ୱରୀ ରାମଚଣ୍ଡୀ ମନ୍ଦିର ଅବସ୍ଥିତ । ଏହି ପ୍ରସିଦ୍ଧ ମନ୍ଦିର ପରିସରରେ ବୁଧବାର ବାସନ୍ତିକ ଚଣ୍ଡୀ
Read More...

ଆକ୍ସିସ ବ୍ୟାଙ୍କ ନିକଟରୁ ଟଙ୍କା ଲୁଟ୍‌ ଘଟଣା : କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ, ୬ ଜଣ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ଘଟଣାରେ କନ୍ଧମାଳ ଜିଲ୍ଲା ପୋଲିସ କଳାହାଣ୍ଡି ପୋଲିସ ସହାୟତାରେ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ କେସିଙ୍ଗା ନିକଟରୁ ଧରିଛି । ଏହି ଘଟଣାରେ ମୋଟ ୬ ଜଣଙ୍କୁ
Read More...

ବେଆଇନ ବାଲି ଚୋରାଚାଲାଣ ବେଳେ ଚଢ଼ାଉ

୧୦,୧୧୧ ଟଙ୍କାର ଜରିମାନା ଆଦାୟ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଲଙ୍କ ନିର୍ଦ୍ଦେଶରେ ବଡବନ୍ଧ ଆର୍ ଆଇ ଅଧିର ନାଏକ ବୁଧବାର ଦିନ ସାଢେ ୧୧ଟାରେ ଦେଓଗାଁ ତହସିଲ ବଡ଼ବନ୍ଧ ସର୍କଲ ଅନ୍ତର୍ଗତ ସିକୁଆଁ ମୌଜା ଅଞ୍ଚଳରେ ଟ୍ରାକ୍ଟର (ଓଡ଼ି ୦୩କେ ୧୪୦୧)ରେ
Read More...

ବଲାଙ୍ଗିର ସିଭିଲ କୋର୍ଟର ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ନାରାୟଣ ଦାସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ବଲାଙ୍ଗିର ସିଭିଲ କୋର୍ଟ ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ନାରାୟଣ ଦାସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର ନେପାକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି
Read More...

ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ
Read More...

କର୍ଲାମୁଣ୍ଡାରେ ସବ୍‌ରେଜେଷ୍ଟ୍ରି ଅଫିସ ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜି କର୍ଲାମୁଣ୍ଡା ତହସିଲ ଅଫିସ ପରିସରରେ ନୂତନ ଭାବେ ସବ୍‌ରେଜେଷ୍ଟି ଅଫିସ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତହସିଲଦାର ମିଳନ କୁମାର ଝାଙ୍କରଙ୍କ
Read More...

୮୪ ଘର ଅଘରିଆ ସମାଜର ମହାସମ୍ମିଳନୀ ଉଦ୍‌ଯାପିତ

ସଭାପତି ହେଲେ ଶୁଭ୍ରାଂଶୁ ପଟେଲ ଏବଂ ଉପସଭାପତି ହେଲେ ଲିଲି ପଟେଲ ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୪ ଘର ଅଘରିଆ ସମାଜର ଚାରିଦିନିଆ ଆଞ୍ଚଳିକ କମିଟି ବଲାଙ୍ଗିର ଜିଲ୍ଲାର ଚତୁର୍ଦ୍ଦଶ ମହାସଭା ଓ ଅଷ୍ଟମ ରାଜ୍ୟ ମହାସମ୍ମିଳନୀ ମହା ଆଡମ୍ବରରେ ଉଦ୍‌ଯାପିତ ହୋଇଯାଇଛି । ଗତ ୩୧ ତାରିଖରୁ
Read More...

ବଲାଙ୍ଗିର କୋର୍ଟ ଶାଖା ସବ୍‌ ପୋଷ୍ଟ ଅଫିସ ଉଠାଇ ଦେବାକୁ ମସୁଧା : ଜନ ସାଧାରଣରେ ତୀବ୍ର ଅସନ୍ତୋଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କୋର୍ଟ ଶାଖା ସବ୍‌ ପୋଷ୍ଟ ଅଫିସ୍ ଦୀର୍ଘ ବର୍ଷରୁ କାର୍ଯ୍ୟ କରିଆସୁଛି । ତିନି ଦଶନ୍ଧି ପୂର୍ବେ ଜିଲ୍ଲା ମୁଖ୍ୟ ଡାକଘର ଜଙ୍ଗଲ ଡିଭିଜନ ଅଫିସ୍ ସମ୍ମୁଖକୁ ସ୍ଥାନାନ୍ତର ହେବା ପରେ କୋର୍ଟ ଶାଖା ସବ୍ ପୋଷ୍ଟ ଅଫିସ୍ ତହସିଲ କାର୍ଯ୍ୟାଳୟ ନିକଟସ୍ଥ
Read More...

ଶେରଗଡ଼ରେ ସପ୍ତାହବ୍ୟାପି ଚାଲିଥିବା ଶ୍ରୀମଦ୍‌ ଭାଗବତ କଥାମୃତ ଉଦ୍‌ଯାପିତ

ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କ ଦୀକ୍ଷାନ୍ତ ପ୍ରବଚନ ଶେରଗଡ଼, (କେପିଏନ୍‌ଏସ୍‌) : ଈଶ୍ୱରଙ୍କୁ ଜାଣିବା ଏବଂ ନିଷ୍ଠାର ସହିତ ଉପାସନା କଲେ ଭଗବତ ପ୍ରାପ୍ତ ହୋଇପାରିବ ବୋଲି ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡା ମତ ଦେଇଛନ୍ତି । ସ୍ଥାନୀୟ କଳିଙ୍ଗ ବୈଶ୍ୟ ସମାଜ ଗୃହଠାରେ ସପ୍ତାହବ୍ୟାପି
Read More...