Monthly Archives

March 2023

ସରିଲା କ୍ୟାବିନେଟ ବୈଠକ : ୧୨ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ରାଜସ୍ୱ, ପଂଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି ।
Read More...

ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରବଚନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପ୍ରସିଦ୍ଧ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଦୋଳ ପୂର୍ଣ୍ଣମୀ ଦିନ ସନ୍ଧ୍ୟାରେ ଦୋଳଗୋବିନ୍ଦଙ୍କ ପାରମ୍ପରିକ ଝୁଲଣ ଯାତ୍ରା, ସନ୍ଧ୍ୟା ଆରତୀ, ବେଢ଼ା ପରିକ୍ରମଣ ଆଦି ଅନୁଷ୍ଠିତ ହେବାପରେ ଅତିଥି ଦେବ ଭାବେ ଯୋଗ ଦେଇଥିବା
Read More...

ଆଜି ରାଉରକେଲା ଗସ୍ତ ଯିବେ ମୁଖ୍ୟମନ୍ତ୍ରୀ

ଉଦ୍‌ଘାଟନ କରିବେ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ୍ ରାଉରକେଲା, (ସସ୍ମିତା ପ୍ରଧାନ) : ଆଜିିଠୁ ଦୁଇ ଦିନିଆ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ
Read More...

ଚନ୍ଦନଭାଟିର ୧୦୮ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୩ ଦିନ ଧରି ଚନ୍ଦନଭାଟିର ସୁକତେଲ ନଦୀକୂଳରେ ଚାଲିଥିବା ୧୦୮ ପ୍ରହର ନାମଯଜ୍ଞ ୮ ତାରିଖ ବୁଧବାର ସକାଳ ୬.୦୦ ଘଣ୍ଟା ସମୟରେ ଉଦ୍‌ଯାପିତ ହୋଇଯାଇଛି । ଏହି ଧର୍ମ ଯଜ୍ଞରେ ସତ୍ୟ ନାରାୟଣ ମେହେର ସସ୍ତ୍ରୀକ ନିଷ୍ଠାର ସହିତ କର୍ତ୍ତା ଦାୟିତ୍ୱ ନିର୍ବାହ
Read More...

ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ

୩୨୧୮ ସେଣ୍ଟର୍‌ରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ କଟକ : ରାଜ୍ୟର ସବୁଠାରୁ ବଡ଼ ପରୀକ୍ଷା କୁହାଯାଉଥିବା ମାଟ୍ରିକ୍‌ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ସମ୍ମେଟିଭ୍‌ ଆସେସମେଣ୍ଟ୍‌-୨ ପରୀକ୍ଷା ୨୦ ତାରିଖ
Read More...

ବଲାଙ୍ଗିର ଟାଉନ ଥାନାରେ ନୂତନ ଆଇଆଇସି ବିଶ୍ୱଜିତ ମନବୋଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନାରେ ନୂତନ ଆଇଆଇସି ଭାବେ ବିଶ୍ୱଜିତ ମନବୋଧ ଯୋଗଦାନ କରିଥିବା ସୂଚନା ମିଳିଛି । ସେ ପୂର୍ବରୁ ବରଗଡ ଜିଲ୍ଲା ପାଇକମାଲ ଥାନାରେ ଥିବା ବେଳେ ଏବେ ବଲାଙ୍ଗିର ଟାଉନ ଥାନାକୁ ଆସି ଆଇଆଇସି ଭାବେ ଯୋଗଦାନ କରିଛନ୍ତି । ତାଙ୍କ ଯୋଗ ଦାନ ପରେ
Read More...

ବ୍ରହ୍ମପୁର ନିଷ୍ଟ କଲେଜର ଯୁବ ଅଧ୍ୟାପକ ନିଲେସ ଦଳାଇଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ନିଷ୍ଟ କଲେଜର ଯୁବ ଅଧ୍ୟାପକ ନିଲେସ ଦଳାଇଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ପ୍ରକାଶ ଥାଉକି, ଗୁରୁବାର ପ୍ରତ୍ୟୁଷରୁ ଅର୍ଥାତ ଭୋର ୩ଟାରେ ନିଷ୍ଟ କଲେଜର ମେକାନିକାଲ ଶାଖା ଆସିଷ୍ଟାଣ୍ଟ ପ୍ରଫେସର ନିଲେସ ଦଳାଇ(୩୬)ଙ୍କ ହୃଦ୍‌ଘାତରେ
Read More...

ବିଦ୍ୟୁତ ସାମଗ୍ରୀ ଚୋରି କରି ଧରାପଡ଼ିଲେ ୩ ଜନ ଟାଟା ପାୱାର କର୍ମଚାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କିଛିଦିନ ତଳେ ପାଇକମାଲ ସ୍ଥିତ ଟାଟା ପାୱାର କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲା । ଇତି ମଧ୍ୟରେ କେତେ ଜଣ କର୍ମଚାରୀ ବିଦ୍ୟୁତ ସାମଗ୍ରୀ ପ୍ରାଇଭେଟ ଏଲ୍‌ଆଇ ପଏଣ୍ଟରୁ ଚୋରି କରି ପୋଲିସ ହାତରେ
Read More...

ଖରା ଦିନିଆ ଜଳ ସମସ୍ୟା ନେଇ ସମୀକ୍ଷା ବୈଠକ

ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱାରୋପ ଭୁବନେଶ୍ୱର : ଖରା ଦିନିଆ ଜଳ ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ
Read More...

ଜିଲ୍ଲାସ୍ତରୀୟ ଉଦ୍ୟେଗୀ ସପ୍ତାହ ଉଦ୍‌ଯାପିତ – ସବୁଜ ଶକ୍ତିର ଭବିଷ୍ୟତ, ରପ୍ତାନୀ ଓ ଶିଳ୍ପନୀତି ସମ୍ପର୍କରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପକେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ମାର୍ଚ୍ଚ ୫ ତାରିଖଠାରୁ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସ
Read More...