Monthly Archives

March 2023

ଟିମନ୍‌ ଗଡ଼ରେ ଲାଗିଲା ବଲାଙ୍ଗିର ପୁଲିସ ଜେସିବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସ୍‌ର କ୍ଲିନ୍‌ କ୍ରିମିନାଲ୍‌ ମିଶନ୍‌ ଜାରି ରହିଥିବା ବେଳେ ଆଜି ଜମି ମାଫିଆ ବହୁଚର୍ଚ୍ଚିତ ଅପରାଧୀ ଟିମନ୍‌ର ଗଡ଼ ଭାଙ୍ଗିଛି ବଲାଙ୍ଗିର ପୁଲିସ । ସ୍ଥାନୀୟ ପଥରଚେପାରେ ରହିଥିବା ଟିମନ୍‌ର କାର୍ଯ୍ୟାଳୟ ଓ ଲର୍କିପାଲି ସ୍ଥିତ ଟିମନ୍‌ର
Read More...

ମାଛ ଧରିବାକୁ ପୋଖରୀ ଶୁଖାଇବା ବେଳେ ନରକଙ୍କାଳ ଉଦ୍ଧାର

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ଖାଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଥିବା ଜଣାପଡିଛି । ଗାଁ ପୋଖରୀରୁ ବସ୍ତାରେ ଭର୍ତ୍ତି ହୋଇଥିବା ନରକଙ୍କାଳ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଗ୍ରାମର
Read More...

ଗିନିଜ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଷ୍ଟାଡିୟମ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି । ପୁରସ୍କାର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ମାଟି ବୋଳି ହୋଇ ହୋଲି ପର୍ବ ପାଳିଲେ ଭାଲୁପାଲି ଗ୍ରାମବାସୀ

ଲୋଇସିଂହା, (କେପିଏନ୍‌ଏସ୍‌) : ନିଆରା ପରମ୍ପରା ଅବଲମ୍ବନ କରି ଦେହରେ ମାଟି ବୋଳି ହୋଇ ହୋଲି ପର୍ବ ପାଳିଛନ୍ତି ଭାଲୁପାଲି ଗ୍ରାମବାସୀ । ସୂଚନା ଅନୁସାରେ ଗତ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ଭାଲୁପାଲିରେ ପଂଚଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଓ ମାଟି ଚିକିତ୍ସା
Read More...

୮ଟି ସୁନା ବିସ୍କୁଟ୍ ଜବତ

ଭୁବନେଶ୍ୱର : ବିଶାଖାପାଟଣା ଡି.ଆର.ଆଇ ଅଧିକାରୀ ଗତ ଗୁରୁବାର କୋଲକାତାରୁ ଶ୍ରୀକାକୁଲମ ରେଳ ଷ୍ଟେସନରେ ଟ୍ରେନ ନଂ ୧୨୮୩୯ ଚେନ୍ନାଇ ମେଲ (ହାୱଡ଼ାରୁ ଚେନ୍ନାଇ)ରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ । ଉକ୍ତ ବ୍ୟକ୍ତିଙ୍କ ଟ୍ରଲି ବ୍ୟାଗର ଜିପ୍ ଲାଇନ୍ ପକେଟରୁ ୭ କେଜିରୁ ଉର୍ଦ୍ଧ୍ୱ
Read More...

ପୁରୀ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଗ୍ନିକାଣ୍ଡ

ପୁରୀ : ପୁରୀ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଆର୍‌ପିଏଫ୍‌ ଓ ଡିଆର୍‌ପି ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପୁରୀ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଥିବା ଅଳିଆ ଗଦାରେ ନିଆଁ ଲାଗିଛି । ଅଳିଆ ଗଦା ହୁତୁହୁତୁ ହୋଇ
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ : ୧ ମୃତ, ୧ ଗୁରୁତର

ଖଜୁରିପଡା/ଫୁଲବାଣୀ : ସଦର ଥାନା ଅନ୍ତର୍ଗତ ତୁଡିପାଜୁ ଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତାହତମାନେ ହେଲେ ଖଜୁରିପଡା ବ୍ଲକ ଅନ୍ତର୍ଗତ ବିଲାବାଡି ପଞ୍ଚାୟତ ସମାପାଯୁ ଗ୍ରାମର ରୋହିତ କହଁର ଏବଂ ସାଇବନ
Read More...

ଅଗ୍ନିକାଣ୍ଡ ଘଟି ୪ଟି ଘର ଜଳିପୋଡି ଛାରଖାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ନିକାଣ୍ଡ ଘଟି ୪ଟି ଘର ଜଳିପୋଡି ଛାରଖାର ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଚାମୁଣ୍ଡା ଗ୍ରାମରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ଅଗ୍ନିକାଣ୍ଡ ଘଟି ଛାମୁଣ୍ଡା ଗ୍ରାମର ବୁଲୁ
Read More...

ଜବତ ହେଲା ୨ କେଜି ସୁନା

ଭୁବନେଶ୍ୱର : ହାଇଦ୍ରାବାଦର ଡି.ଆର.ଆଇ ଅଧିକାରୀ ଗତ ତିନି ଦିନ ତଳେ ସିକଣ୍ଡରାବାଦ ରେଳ ଷ୍ଟେସନରେ ଫାଲକନୁମା ଏକ୍ସପ୍ରେସ ଦ୍ୱାରା କୋଲାକାତା ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଉକ୍ତ ବ୍ୟକ୍ତିଙ୍କଠାରୁ ୨ କେଜିରୁ ଉର୍ଦ୍ଧ୍ୱ ସୁନା ଜବତ ହୋଇଥିବା ବେଳେ
Read More...

୯ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, କେନ୍ଦୁଝର,
Read More...