Monthly Archives

March 2023

ଜାତୀୟ ରାଜପଥ କଡରେ ଡ୍ରାଇଭର ସଙ୍ଘ ସଦସ୍ୟଙ୍କ ଧାରଣା

ନିମବାହାଳି : ୫୫ ନମ୍ବର ଜାତୀୟ ରାଜପଥ ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ମୋଟଙ୍ଗା ବାଇପାସ୍ ଛକରେ ଜାତୀୟ ରାଜପଥ କଡରେ ଧାରଣା ଦେଲେ ଡ୍ରାଇଭର ସଙ୍ଘ । ବିଭିନ୍ନ ଦାବୀ ନେଇ ଡ୍ରାଇଭର ମାନେ ଷ୍ଟିୟରିଙ୍ଗ ଛାଡ଼ କରିବା ସହିତ ଜାତୀୟ ରାଜପଥ କଡରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା
Read More...

ଗଡ ଖୋର୍ଦ୍ଧା ଛକଠାରେ ଓଡ଼ିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଆନ୍ଦୋଳନ

ଖୋର୍ଦ୍ଧା : ଓଡ଼ିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ୧୦ ଦଫା ଦାବୀ ନେଇ ୧୬ ନମ୍ବର ଜାତୀୟ ରାଜପଥର ଗଡ ଖୋର୍ଦ୍ଧା ଛକଠାରେ ଧାରଣା ଓ ଆନ୍ଦୋଳନ ଜାରି ରହିଛି । ସଙ୍ଘର ସଭ୍ୟମାନେ ମାଲ ପରିବହନ ଗାଡ଼ିକୁ ଅଟକାଇଥିବା ଦେଖାଯାଇଛି । ଜରୁରୀ ଯାନବାହନ ଓ ଅନ୍ୟ ଗାଡ଼ି ଗୁଡିକ ଚକାଚଳ ସ୍ଵାଭାବିକ ରହିଛି ।
Read More...

ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବରଗଡ଼, (ନିରୋଜ କୁମାର ପାଣୀ) : ଆସନ୍ତା ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ୧୨ ୱାର୍ଡ ବିଶିଷ୍ଟ ଅତାବିରା ଏନ୍‌ଏସି ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ଅବସରରେ ବିଜେଡି ଶକ୍ତି ପ୍ରଦର୍ଶନ
Read More...

ସିକ୍ୟୁରିଟି ଗାର୍ଡଙ୍କ ମହାନତା : ପାଇଥିବା ପର୍ସ ଫେରାଇଲେ ରୋଗୀଙ୍କ ପରିଜନଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାକେଶ ନାୟକ ପାଇଥିବା ଜଣେ ରୋଗୀଙ୍କ ଟଙ୍କା ଭର୍ତ୍ତି ପର୍ସ ଫେରାଇ ମହାନତାର ପରିଚୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ରାକେଶ ଅସ୍ଥି ଶଲ୍ୟ ୱାର୍ଡରେ କାର୍ଯ୍ୟରତ ଥିବା
Read More...

ସିଡବ୍ଲୁଏସ୍‌ ପକ୍ଷରୁ ମହିଳାଙ୍କ ଆନୁଷ୍ଠାନିକ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : କମ୍ୟୁନିଟି ୱେଲଫେୟାର ସୋସାଇଟି (ସିଡବ୍ଲୁଏସ୍‌) ପକ୍ଷରୁ ମହିଳାଙ୍କ ଆନୁଷ୍ଠାନିକ ସଭା ସେକ୍ଟର ୧୫ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ସିଷ୍ଟର କୁସୁମ ଓ ରୀନାରାଣୀ ଲେଙ୍କାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରମିଳା
Read More...

ଜମା ଟଙ୍କା ଫେରସ୍ତ କରିବାକୁ ସାହାରା ଇଣ୍ଡିଆ ଜମାକାରୀଙ୍କ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ୪ ଲକ୍ଷ ଜମାକାରୀଙ୍କ ୨୫ ଶହ କୋଟି ଟଙ୍କା ସାହାରା ଇଣ୍ଡିଆରେ ଜମା ଅର୍ଥ ଗଚ୍ଛିତ ଥିବା କୁହାଯାଇଛି । ଜମାକାରୀଙ୍କ ଜମା ଟଙ୍କା ସୁଧ-ମୂଳ ସହିତ ଫେରସ୍ତ କରିବାକୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ
Read More...

ବେଆଇନ ପଥର ଖାଦାନରେ ଚଢ଼ାଉ, ଜରିମାନା ଆଦାୟ

ଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଚାଲିଥିବା ବେଆଇନ ପଥର ଖାଦାନରେ ମଙ୍ଗଳବାର ଖୁଣ୍ଟା ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଖୁଣ୍ଟା ଥାନା ଅନ୍ତର୍ଗତ ସପନଚୁଆ ପଞ୍ଚାୟତ ଅଧିନସ୍ଥ ତଥା ଶିମିଳିପାଳ ସଂଲଗ୍ନ
Read More...

ରାସ୍ତାରେ ଯାଉଥିବା ବେଳେ ବସରୁ ବାହାରିଗଲା ଚକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋଣାର୍କ : ପୁରୀରୁ କୋଣାର୍କ ଅଭିମୁଖେ ପର୍ଯ୍ୟଟକ ବସ ଆସୁଥିବା ବେଳେ ରାସ୍ତାରେ ଗାଡିର ଚକ ବାହାରି ଯାଇଥିବା ଜଣାପଡିଛି । ତେବେ ଏକ ଦୁର୍ଘଟଣାରୁ ଅଳ୍ପକେ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ ଆନ୍ଧ୍ରର ଏକ ପର୍ଯ୍ୟଟକ ବସ ପୁରୀରୁ କୋଣାର୍କ ଅଭିମୁଖେ ଆସୁଥିଲା । କୋଣାର୍କ
Read More...

ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ପାଇଁ ସଚେତନତା ଶୋଭାଯାତ୍ରା

ପ୍ରାକୃତିକ କାରଣ ଅପେକ୍ଷା ମନୁଷ୍ୟକୃତ ଅଗ୍ନିକାଣ୍ଡ ଘଟଣା ଅଧିକ ବୋଲି ଚର୍ଚ୍ଚା ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ତରଫରୁ ଖପ୍ରାଖୋଲ ବନ ବିଭାଗ ରେଞ୍ଜ କାର୍ଯ୍ୟଳୟଠାରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲରେ ନିଆଁ
Read More...

ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା କଲା ବନବିଭାଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥିତ ସାଲିମ, ମହୁପଦର ଆଦି ଜଙ୍ଗଲରେ କେନ୍ଦୁ, ମହୁଲ, ଟୋଲ ମଞ୍ଜି ସଂଗ୍ରହ ପାଇଁ ଓ ପୋଡ଼ୁ ଚାଷ ପାଇଁ କିଛି ଲୋକ ନିଆଁ ଲଗାଇ ଦେଇଥିଲେ । ସେହି ନିଆଁ ପ୍ରକୋପ ସହି ନପାରି ଗୋଟିଏ ହରିଣ ନିକଟସ୍ଥ କେନ୍ଦୁଗୁଡା ଗ୍ରାମକୁ ପଶିଆସିଥିଲା । ହଠାତ
Read More...