Daily Archives

ରାମ ନବମୀ ଉପଲକ୍ଷେ ବଲାଙ୍ଗିର ସହର ଶାନ୍ତିପଡାରେ ବିରାଟ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ସାରା ଭାରତରେ ଆନନ୍ଦ ଉଲ୍ଲାସର ସହ ରାମ ନବମୀ ପର୍ବ ପାଳନ କରାଯାଉଛି । ବଲାଙ୍ଗିର ଶାନ୍ତିପଡାରେ ମଧ୍ୟ ରାମ ନବମୀ ଅବସରରେ ଆଜି ସନ୍ଧ୍ୟାରେ ଶହ ଶହ ଭକ୍ତ ଓ ଶଦ୍ଧାଳୁଙ୍କ ସମାଗମରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ
Read More...

ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହେଲେ ଓଡିଆ ପୁଅ ନାରାୟଣ ଚୌଧୁରୀ

କୋକସରା : କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାରେ ସମ୍ମାନିତ ହେଲେ ଓଡିଆ ପୁଅ ନାରାୟଣ ଚୌଧୁରୀ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାର ୯ମ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସାମର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନ ମିଜୋରାମ, ନାଗାଲାଣ୍ଡର ରାଜ୍ୟପାଳ ଥିବା ପ୍ରଫେସର
Read More...

ଗଡିଲା ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌

ଭୁବନେଶ୍ୱର : ଭଦ୍ରକ-ନୟାଗଡକୁ ଗଡିଲା ମେମୁ ଟ୍ରେନ୍‌ । କଟକ ରେଳ ଷ୍ଟେସନରୁ ଗୁରୁବାର ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି । ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।
Read More...

ବରପାଲିପଡା ଚନ୍ଦ୍ରାସେନୀ ମନ୍ଦିରରେ ସୁନ୍ଦରାକାଣ୍ଡ ପାରାୟଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ରାମନବମୀ । ଚୈତ୍ରମାସ ଉପଲକ୍ଷେ ବରପାଲିପଡାର ମା’ ଚନ୍ଦ୍ରାସେନୀ ଦେବୀପୀଠରେ ଗତ ତିନିଦିନ ହେଲା ପୂଜାର୍ଚ୍ଚନା ଚାଲିଛି । ଆଜି ଶେଷଦିନ ଉପଲକ୍ଷେ ସୁନ୍ଦରାକାଣ୍ଡ ପାରାୟାଣ କରାଯାଇଛି । ବ୍ୟାସ ଭାବରେ ବ୍ରାହ୍ମଣୀଡୁଙ୍ଗୁରୀର ସୁଶ୍ରୀ ପ୍ରୀତିନନ୍ଦା
Read More...

କମ୍ୟୁନିଟି ରେଡିଓ ସଂଦେଶ ଷ୍ଟେସନ ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ କମ୍ୟୁନିଟି ରେଡିଓ ସଂଦେଶ ଷ୍ଟେସନ ଶୁକ୍ରବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ମଦର ଟେରେସା ମହିଳା ସେବା ସଂଗଠନ ଟିଟିଲାଗଡ ଦ୍ୱାରା ଏହି ରେଡିଓ ସଂଦେଶ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ
Read More...

ସୂଚନା ଅଧିକାରକର୍ମୀଙ୍କୁ ହତ୍ୟା ଧମକ ସହ ଜାତିଆଣ ଆକ୍ଷେପ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୂଚନା ଅଧିକାରକର୍ମୀ ମଙ୍ଗନ ରାଏଙ୍କୁ ହତ୍ୟା ଧମକ ତଥା ଜାତିଆଣ ଆକ୍ଷେପ କରାଯାଇଥିବା ନେଇ ଦୁଇ ଦିନ ତଳେ ଏହି ବିଷୟରେ ସେ ଦେଓଗାଁ ଥାନା ଅଧିକାରୀ ତଥା ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କୁ ଏ ବିଷୟରେ ଅଭିଯୋଗ କରିଥିଲେ । କିନ୍ତୁ ଉକ୍ତ ବ୍ୟକ୍ତି ଆଜି ସକାଳୁ
Read More...

ଶିକ୍ଷକ ନିରୋଜ କୁମାର ପାଢ଼ୀଙ୍କ ବିୟୋଗରେ ଶୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ମୂଳ ବାସିନ୍ଦା ଓ ଗାଇସିଲେଟ ବ୍ଲକର ଡାଙ୍ଗବାହାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନିରୋଜ କୁମାର ପାଢ଼ୀଙ୍କ ଅକାଳ ବିୟୋଗରେ ସମଗ୍ର ବରଗଡ଼ ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ ତଥା ଅଧ୍ୟାପକ ମହଲରେ ଶୋକର ଛାୟା ଖେଳିଯାଇଛି । ଜିଲ୍ଲାର ଶିକ୍ଷକ ମହାସଂଘ
Read More...

ରାଜୀବନଗରରେ ଭଡ଼ାଘରେ ଡାକ୍ତରଙ୍କ ସଂଦେହଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଜୀବନଗରରେ ଭଡ଼ାଘରେ ଜଣେ ଡାକ୍ତରଙ୍କ ସଂଦେହଜନକ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସ୍ଥାନୀୟ ରାଜୀବନଗରରେ ରାଧାଗୋବିନ୍ଦ ପଟ୍ଟନାୟକଙ୍କ ଘରେ ଭଡ଼ା ରହୁଥିବା ଆୟୁର୍ବେଦିକ ଡାକ୍ତର ରାଜ ଭରଦ୍ୱାଜଙ୍କ ସଂଦେହଜନକ ଭାବେ
Read More...

ଶ୍ରୀମନ୍ଦିରରେ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ହେଉଛି ପବିତ୍ର ରାମନବମୀ । ଚୈତ୍ର ଶୁକ୍ଲ ତିଥିରେ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ । ମଧ୍ୟାହ୍ନଧୂପ ପରେ ଏହି ନୀତି ପାଳନ କରାଯିବା ନେଇ ସୂଚନା ରହିଛି । ତେବେ ଏହି ରାମ ଜନ୍ମ ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କାରଣ
Read More...

ଆଜି ଠାରୁ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌

ଭୁବନେଶ୍ୱର : ଆଜି ରାମ ନବମୀ । ଆଜି ଠାରୁ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌ । ସବୁଜ ପତାକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ରେଳଷ୍ଟେସନରୁ ଆଜି ଏହି
Read More...