Daily Archives

ଖଡ଼ିଆଳ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ

ଖଡ଼ିଆଳ, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଓକିଲ ସଂଘର ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଯାଇଛି । ଖଡ଼ିଆଳ ବାର ହଲ୍‌ଠାରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଗୋବର୍ଦ୍ଧନ ସୁନା ସଭାପତି ରୂପେ ୨୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ
Read More...

ଲୋଇସିଂହାରେ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଆରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠ ଆନୁକୂଲ୍ୟରେ ସ୍ଥାନୀୟ ଦୁର୍ଗାମଣ୍ଡପ ନିକଟରେ ଗତ ୨୧ ତାରିଖଠାରୁ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ପୀଠର ମୁଖ୍ୟ ପୃଷ୍ଠପୋଷକ ତଥା ଅଧ୍ୟକ୍ଷ ମୂରଲୀ ଭୋଇଙ୍କ ଅଧ୍ୟକ୍ଷତାରେ ମା'ଙ୍କ ଦଶ
Read More...

ଆଜି ୨୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ୨୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର
Read More...

୧୩ କେଜି ଗଞ୍ଜେଇ ସହ ୨ ବାଇକ ଜବତ, ୨ ଗିରଫ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ ବ୍ରାହ୍ମଣୀ ବିଲେଇ ଛକ ନିକଟରୁ ୧୩ କିଲୋ ୭୦୦ ଗ୍ରାମ ଗଞ୍ଜେଇ ସହ ଦୁଇଟି ବାଇକ୍‌କୁ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ବାଉଁଶୁଣୀ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବଘିଅପଡା ଗ୍ରାମ ପଞ୍ଚାୟତ ବବଡା ଗ୍ରାମର ଧିରଜ କଂହର, କରୁଣାକର ନାଏକ ବୋଲି
Read More...

ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳର ମାନ୍ୟତା

ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାର ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବ୍ୟପ୍ତ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳର ମାନ୍ୟତା । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦୁଇଟି ଜିଲ୍ଲାକୁ ଲାଗି ରହିଥିବା ଏହି ପାହାଡ଼ରେ ନାନା ଔଷଧୀୟ ବୃକ୍ଷ ସହ
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗୋପାଳଜୀ ମନ୍ଦିର ପରିସରରେ ସଭାପତି ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ୱରେ ସଂସ୍କୃତ ପରିଷଦ, ବଲାଙ୍ଗିରର ମାସିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ମଙ୍ଗଳାଚରଣ ପଠନ ଏବଂ ଆଦିଶକ୍ତିର ଆବିର୍ଭାବ ପ୍ରସଙ୍ଗ ସହିତ ମଧୁମାସର ବୈଶିଷ୍ଟ୍ୟ ବିଷୟରେ
Read More...

ଆମେରିକା ଓ ୟୁରୋପରେ ବ୍ୟାଙ୍କ ବ୍ୟବସ୍ଥାରେ ଦେଖାଦେଇଥିବା ସଙ୍କଟ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ…

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ନିର୍ଦ୍ଧାରିତ ନୀତି ନିୟମ ଓ ନିର୍ଦ୍ଦେଶାବଳୀର ଉପଯୁକ୍ତ ପରିପାଳନ ସହିତ ନିୟାମକ ବ୍ୟବସ୍ଥା, ବିପଦ ପରିଚାଳନା (ରିସ୍କ ମ୍ୟାନେଜମେଣ୍ଟ), ଡିପୋଜିଟ୍ ଡାଇଭରସିଫିକସେନ ଓ ସମ୍ପତ୍ତି ଭିତ୍ତି ଉପରେ ଗୁରୁତ୍ୱ ପ୍ରଦାନ
Read More...

ଛତିଶଗଡର ଜଗଦଲପୁର ଠାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ (ସିଆରପିଏଫ୍)ର ୮୪ ତମ ସ୍ଥାପନା ଦିବସ ଉତ୍ସବରେ ମୁଖ୍ୟ ଅତିଥି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସୁରକ୍ଷା ବାହିନୀ ଗତ ୯ ବର୍ଷ ଧରି ବାମପନ୍ଥୀ ଉଗ୍ରବାଦ ବିରୋଧରେ ଦୃଢ଼ ଭାବରେ ଲଢ଼ି ନିର୍ଣ୍ଣାୟକ ବିଜୟ ହାସଲ କରିଛିବାମପନ୍ଥୀ ଉଗ୍ରବାଦୀର କେନ୍ଦ୍ରସ୍ଥଳ ଛତିଶଗଡର ବସ୍ତର ଠାରେ ସିଆରପିଏଫ୍ ପ୍ରଥମ ଥର ପାଇଁ ଏହାର ସ୍ଥାପନା ଦିବସ ପ୍ୟାରେଡ
Read More...

କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ଓଡ଼ିଶା ଗସ୍ତ

ମତ୍ସ୍ୟପାଳନ ଇକୋସିଷ୍ଟମକୁ ସୁଦୃଢ଼ କରିବା ସହିତ ଜୀବିକା ସୃଷ୍ଟି ଲକ୍ଷ୍ୟ ନେଇ କଲେ ସମୀକ୍ଷା ବୈଠକ ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ମତ୍ସ୍ୟପାଳନ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଓଡ଼ିଶା ଗସ୍ତ କରି ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର
Read More...

ବରପାଲିପଡାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରପାଲିପଡାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଅଙ୍କିତ ସାହୁ ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଅଙ୍କିତ ଗୁରୁତର ଅବସ୍ଥାରେ ଏବେ
Read More...