ଜବତ ହେଲା ୨ କେଜି ସୁନା
ଭୁବନେଶ୍ୱର : ହାଇଦ୍ରାବାଦର ଡି.ଆର.ଆଇ ଅଧିକାରୀ ଗତ ତିନି ଦିନ ତଳେ ସିକଣ୍ଡରାବାଦ ରେଳ ଷ୍ଟେସନରେ ଫାଲକନୁମା ଏକ୍ସପ୍ରେସ ଦ୍ୱାରା କୋଲାକାତା ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଉକ୍ତ ବ୍ୟକ୍ତିଙ୍କଠାରୁ ୨ କେଜିରୁ ଉର୍ଦ୍ଧ୍ୱ ସୁନା ଜବତ ହୋଇଥିବା ବେଳେ!-->…
Read More...
Read More...