Daily Archives

ଗଞ୍ଜେଇ ଜବତ, ୧ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଓର୍କେଲ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ୩୨୦କେଜି ଗଞ୍ଜେଇ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଓର୍କେଲ ଥାନା ସ୍ଥିତ ଧାଉଡ଼ାଗୁଡା ଗ୍ରାମର ଜଣେ ବ୍ୟକ୍ତି
Read More...

ଚାବରିପାଲି ଗାଁରେ ଅଭାବନୀୟ ଘଟଣା, ଜ୍ୱାଇଁଙ୍କୁ ପିଟିପିଟି ମାରିଦେଲେ ଶ୍ଵଶୁର ଘର ଲୋକେ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଅନ୍ତର୍ଗତ ଚାବରିପାଲି ଗ୍ରାମରେ ଜ୍ୱାଇଁଙ୍କୁ ଶ୍ଵଶୁର ଘର ଲୋକେ ପିଟି ପିଟି ମାରିଦେବା ପରେ ଘଟଣାକୁ ଚପାଇ ଦେବା ଉଦ୍ୟମ ବିଫଳ ହୋଇଥିବା ଜଣାପଡିଛି । ଖପ୍ରାଖୋଲ ପୋଲିସ ଜରି ବସ୍ତାରେ ଭର୍ତ୍ତି କରାଯାଇଥିବା
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୨ ଆହତ

ବିଞ୍ଝାରପୁର : ଯାଜପୁର ବରପଦା-କପିଳା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଞ୍ଝାରପୁର ପ୍ରୀତିପୁର ଗ୍ରାମ ପଞ୍ଚାୟତର ଚନ୍ଦନ ଦାସ, ଦିବ୍ୟଜ୍ୟୋତି ମହାନ୍ତି, ବିତନା ପଂଚାୟତର ଧନେଶ୍ୱର ବେହେରା
Read More...

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ଚାନ୍ଦବାଲି : ପୋଖରୀରେ ବୁଡ଼ି ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ଚାନ୍ଦବାଲି ବଡ଼ଓସ୍ତିଆ ପଞ୍ଚାୟତ କିମିରପଡା ଗ୍ରାମର ବାନାମ୍ବର ଦାସ । ବୃଦ୍ଧ ଜଣକ ଘର ପାଖରେ ଥିବା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ତାଙ୍କ ମୁଣ୍ଡ ବୁଲାଇବାରୁ ସେ
Read More...

ବେଆଇନ କଫ୍‌ ସିରଫ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରୀକୁ ଧରିଲା ବଲାଙ୍ଗିର ଟାଉନ୍‌ ପୁଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଉପରମୁହାଁ ବେଆଇନ ଦେଶୀ ବିଦେଶୀ ମଦ କାରବାର ତଥା ବେଆଇନ କଫ୍‌ ସିରଫ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରକୁ ଦମନ କରିବା ପାଇଁ ବଲାଙ୍ଗିର ପୁଲିସ ରୀତିମତ ଚଢ଼ାଉ ଜାରି ରଖିଛି । ପ୍ରତ୍ୟହ ଚାଲିଛି ଧରପଗଡ଼, ଚଢ଼ାଉ । କିନ୍ତୁ ତଥାପି ଆହୁରି ଆହୁରି
Read More...

ଦୁମଦୁମି ଗ୍ରାମରେ ପାଣିଦଣ୍ଡର ଶୁଭାରମ୍ଭ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଦୁମଦୁମି ଗ୍ରାମରେ ପଟୁଆ ଦଣ୍ଡ ବା ପାଣିଦଣ୍ଡ ମହାସମାରୋହରେ ଶୁଭାରମ୍ଭ ହୋଇଯାଇଛି । ମାନସିକ ଧାରି ଦଣ୍ଡପାଟୁଆମାନେ ସେମାନଙ୍କ ଛତର ବଏରଖ ଧରି ଗ୍ରାମର ପ୍ରତ୍ୟେକ ଘରକୁ ପରିକ୍ରମା କରିଥିଲେ । ଗ୍ରାମର ପ୍ରତ୍ୟେକ
Read More...

ବୌଦ୍ଧ ଜିଲ୍ଲା ସମସ୍ତ ବ୍ଲକର ବିଭିନ୍ନ ପୁରପଲ୍ଲୀରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳିତ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ, କଣ୍ଟାମାଲ ବ୍ଲକର ସମସ୍ତ ପୁରପଲ୍ଲୀରେ ଆନନ୍ଦର ପର୍ବ ହୋଲି ଉତ୍ସବକୁ ଗତକାଲି ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଗ୍ରାମ ଓ ସହରବାସୀ । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ଫିକା ପଡିଥିଲା ରଙ୍ଗର ପର୍ବ ହୋଲି । ତେଣୁ
Read More...