Monthly Archives

February 2023

ଫାଇଲେରିଆ ନିରାକରଣ ଅଭିଯାନ

ସାର୍ବଜନୀନ ବାତଜ୍ୱର ଔଷଧ ସେବନ ଦିବସ ପାଳନ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀନଗର ମଧ୍ୟରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ ଦିବସ ପାଳନ କରାଯାଇଛି । ଯାହା ମାଧ୍ୟମରେ ସର୍ବତ୍ର ଜିଲ୍ଲାରେ
Read More...

ବନବିଭାଗର ଚଢ଼ାଉ : କେନ୍ଦୁ ଏବଂ ଖଇର କାଠ ବୋଝଇ ଟ୍ରକ ଜବତ, ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ବନବିଭାଗ ମହୁଲପାଟି ଶଙ୍କରପଡାଠାରେ ଚଢାଉ କରି ଗୁରୁବାର ବିଲମ୍ବିତ ରାତିରେ ଖଇର ଏବଂ କେନ୍ଦୁ କାଠ ବୋଝେଇ ଏକ ଟ୍ରକ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଲାଠୋର ବନବିଭାଗ ମହୁଲପାଟି ଗ୍ରାମର ଶଙ୍କରପଡାଠାରେ ବାହାର ରାଜ୍ୟ ଛତିଶଗଡକୁ
Read More...

ରାଜେନ୍ଦ୍ର ୟୁନିଭର୍ସିଟି ଛାତ୍ରଙ୍କୁ ଆକ୍ରମଣ ଘଟଣା : ୩ ଦଫା ଦାବୀରେ ଛାତ୍ର କଂଗ୍ରେସର ବିକ୍ଷୋଭ ଓ ଦାବାପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଛାତ୍ରୀଙ୍କ ବାରମ୍ବାର ଦାବୀ ସତ୍ୱେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଉଛି । ଫଳରେ ପ୍ରତ୍ୟହ ଅନେକ ଛାତ୍ରଛାତ୍ରୀ ଅଣଛାତ୍ରଙ୍କ ଅସଦାଚରଣ ଓ ଆକ୍ରମଣର ଶିକାର ହେଉଛନ୍ତି । ଗୁରୁବାର ସନ୍ଧ୍ୟାରେ ଦୁଇ ଜଣ ହଷ୍ଟେଲ ଛାତ୍ର
Read More...

କୋଇଲା ଖଣି କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟାକୁ ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେପି ନେତୃମଣ୍ଡଳୀ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସଂସଦ ଭବନଠାରେ ତାଳଚେର ଏମ୍‌ସିଏଲ୍‌ କ୍ଷତିଗ୍ରସ୍ତ ପ୍ରଜାମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଛନ୍ତି । ବିଜେପି
Read More...

ଶ୍ରୀ ଭୀମଶଙ୍କର ମହାଦେବଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ଅବସ୍ଥିତ ଅଗସ୍ତି ନୂଆଁଗାଁ ଓଡିଶା ସ୍ୱତନ୍ତ୍ର ଆରକ୍ଷୀ ବାହିନୀ ଅଷ୍ଟମ ବାଟାଲିୟନ ପରିସରରେ ଶ୍ରୀ ଭୀମଶଙ୍କର ମହାଦେବଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ସୋମବାର ଠାରୁ ୪ ଦିନ ବ୍ୟାପି
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ରଙ୍କ ଆକ୍ରମଣର ଶିକାର ହେଲେ ୨ ଜଣ ଛାତ୍ର : ଜୋର ଧରିଛି ଅଶାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସଂଧ୍ୟାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଅସାମାଜିକ ଅଣଛାତ୍ର ବ୍ଲେଡ୍‌ ସାହାଯ୍ୟରେ ଦୁଇ ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଦୁଇଜଣ ଛାତ୍ର ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି
Read More...

ବଲାଙ୍ଗିର ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୦ ଗୋଟି ବ୍ଲକ ଓ ୪ ଗୋଟି ସହରାଞ୍ଚଳରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ସିନ୍ଧେକେଲାରେ ବିଜେଡିର କର୍ମୀ ସମ୍ମିଳନୀ : ବିଜେଡି ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଜିଲ୍ଲା ପରିଷଦ ଜୋନ ନଂ ୨୧ର ସିନ୍ଧେକେଲା ଗ୍ରାମରେ ନବ ନିଯୁକ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ଓଡିଶା ହଂସରାଜ ଜୈନଙ୍କ ଆହ୍ୱାନ କ୍ରମେ ଓ
Read More...

ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ମଲ୍ଲାଡ଼ ଆଶ୍ରମର ୪୩ତମ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲ୍ଲାଡ଼ ଗ୍ରାମ ଆଶ୍ରମର ୪୩ତମ ବାର୍ଷିକ ଉତ୍ସବ ବିବିଧ ସମାରୋହରେ ଆୟୋଜିତ ହୋଇଯାଇଛି । ତିନିଦିନ ଧରି ପାଳିତ ହେଉଥିବା ଠାକୁରଙ୍କ
Read More...

ଖରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସତର୍କବାଣୀ

ଜରୁରି ନଥିଲେ ୧୧ଟାରୁ ୩ ଘରୁ ବାହାରନ୍ତୁ ନାହିଁ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖୁବ୍‌ଶୀଘ୍ର ଆସିପାରେ ଖରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପଦକ୍ଷେପ ନେଇଛି । ଆଗତ ପ୍ରାୟ ହିଟୱେଭ୍‌ ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛି । ଜରୁରି
Read More...