Monthly Archives

February 2023

ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର

ଭଦ୍ରକ : ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ତେସିଗାଁ ଗ୍ରାମ ପଞ୍ଚାୟତ ବିଶୋଳଶାସନରେ ଗତକାଲି ରାତିରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ କାର୍ତ୍ତିକ ଦାସଙ୍କ ପରିବାର
Read More...

ପୁରୀ ପ୍ରବେଶ ପଥରେ ଉଡ଼ିବ ଐତିହ୍ୟ ସମ୍ପନ୍ନ ପତାକା

ପୁରୀ : ଫ୍ଲାଗ୍‌ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ (ଏନଏଚ୍‌ଏ) ସଂଯୋଜନାରେ ପୁରୀ ପ୍ରବେଶ ପଥ ବାଟଗାଁ ଛକଠାରେ ଲୋକାର୍ପଣ ହେବ ୧୦୮ ଫୁଟର ଐତିହ୍ୟ ସମ୍ପନ୍ନ ଜାତୀୟ ପତାକା । ଏହାକୁ ଉନ୍ମୋଚନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଐତିହ୍ୟ ମାନ୍ୟତା ପାଇଥିବା
Read More...

ଆସାମରେ ଭୂମିକମ୍ପ

ଗୌହାଟୀ : ଆସାମାର ନାଗାଁଓ ଅଞ୍ଚଳରେ ଗତକାଲି ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ ଭୂକମ୍ପର ଝଟ୍‌କା ଅପରାହ୍ନ ୪ଟା ୮ ମିନିଟ୍‌ରେ ଅନୁଭୂତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ ।
Read More...

କୁମ୍ଵିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରି ନିଷ୍କ୍ରିୟ କଲା ସୁରକ୍ଷା ବାହିନୀ

ମାଲକାନଗିରି : କୁମ୍ଵିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରି ନିଷ୍କ୍ରିୟ କଲା ସୁରକ୍ଷା ବାହିନୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲା ଆବାପାଲି ରାସ୍ତାରୁ ତିନି କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୀତାପୁର କ୍ୟାମ୍ପରେ
Read More...

ରାଉରକେଲା ମହାବିଦ୍ୟାଳୟରେ ତିନି ଦିନିଆ ଜିଲ୍ଲାସ୍ତରୀୟ ରେଡକ୍ରସ୍ ଶିବିର ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ତଥା ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜିଲ୍ଲାସ୍ତରୀୟ ରେଡକ୍ରସ୍‌ ତାଲିମ ଶିବିର ୨୦୨୨-୨୩ ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ
Read More...

ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳ ପ୍ରକଳ୍ପ : ୬୮ କି.ମି. ରେଳ ଲାଇନ ପାଇଁ ଜଙ୍ଗଲ ଜମିକୁ ମିଳିଲା ଅନୁମତି

ଭୁବନେଶ୍ୱର : ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପରେ ଜଙ୍ଗଲ ଜମିକୁ ଫରେଷ୍ଟ କ୍ଲିଅରାନ୍ସ ବା ଜଙ୍ଗଲ ଅନୁମତି ମିଳିଥିବା ସୂଚନା ମିଳିଛି । ଏହି ପ୍ରକଳ୍ପରେ ଜଙ୍ଗଲ ଜମି ମୁଖ୍ୟ ସମସ୍ୟା ହୋଇ ରହିଥିଲା । ଏବେ ପୁରୁଣାକଟକରୁ ଦଶପଲ୍ଲା ଯାଏଁ ୬୮ କି.ମି. ଜଙ୍ଗଲ ମନ୍ତ୍ରଣାଳୟର ଅନୁମତି
Read More...

ଆଜି ବିଶ୍ୱ ରେଡିଓ ଦିବସ

ନୂଆଦିଲ୍ଲୀ : ଆଜି ବିଶ୍ୱ ରେଡିଓ ଦିବସ । ରେଡିଓର ଗୁଣବତ୍ତା ଓ ଲୋକପ୍ରିୟତାକୁ ଦେଖି ଫେବ୍ରୁଆରୀ ୧୩ରେ ବିଶ୍ୱ ରେଡିଓ ଦିବସ ପାଳନ କରାଯାଏ । ଟିଭି ପୂର୍ବରୁ ରେଡିଓ ହିଁ ସାଧାରଣଲୋକଙ୍କ ମନୋରଞ୍ଜନ ଏବଂ ସୂଚନା ପାଇବାର ସବୁଠୁ ଉତ୍ତମ ମାଧ୍ୟମ ଥିଲା । ଏବେ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା
Read More...

କେନ୍ଦୁଝର ଜଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭିନ୍ନ ପ୍ରକଳ୍ପ କରିବେ ଶୁଭାରମ୍ଭ ଓ ଶିଳାନ୍ୟାସ

କେନ୍ଦୁଝର : ସୋମବାର କେନ୍ଦୁଝର ଜଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦୁଝର । ମୁଖ୍ୟମନ୍ତ୍ରୀ ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶୁଭାରମ୍ଭ, ବୋଦାପଳସାସ୍ଥିତ ଧରଣୀଧର ସ୍ପୋର୍ଟସ କମ୍‌ପ୍ଲେକ୍ସ ଲୋକାର୍ପଣ,
Read More...

ରେଙ୍ଗଲରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଙ୍ଗଲ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଜଟଣୀ ପ୍ରେସ କ୍ଲବ ଓ ତ୍ରୟମ୍ବକଂ ହେଲ୍‌ଥ କେୟାର ମିଳିତ ଆନୁକୂଲ୍ୟରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
Read More...

ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାତୃ-ପିତୃ ପୂଜନ ହିଁ ପ୍ରେମ-ଦିବସ ପାଳନର ମହତ ଉଦ୍ଦେଶ୍ୟ ରାଉରକେଲା, (ସସ୍ମିତା ପ୍ରଧାନ) : "ପ୍ରେମ ସଦା ସର୍ବଦା ଚିରନ୍ତନ ବାସ୍ତବ ଓ ଅନନ୍ୟ" ; ଏହି ଭାବନାକୁ ଚରିତାର୍ଥ କରିବା ପୂର୍ବକ ପ୍ରତ୍ୟେକ ୧୪ ଫେବ୍ରୁଆରୀରେ "ମାତୃ-ପିତୃ ପୂଜନ" କରିବା ଉଦ୍ଦେଶ୍ୟ ନେଇ ଶ୍ରୀ ଯୋଗ ବେଦାନ୍ତ
Read More...