Monthly Archives

February 2023

ଏକତା ମହିଳା ମଂଚ ତରଫରୁ ସହିଦ ଓ ପିତୃମାତୃ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତା ମହିଳା ମଂଚ ତରଫରୁ କୋଏଲନଗର ସ୍ଥିତ ସି' ବ୍ଲକ ପାର୍କ ଠାରେ ସହିଦ ଓ ପିତୃମାତୃ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତି ମହାନ୍ତିଙ୍କ ସଭାପତିତ୍ୱ ଓ ସଂପାଦିକା ଅଂଶୁପା ଦଳେଇଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ
Read More...

ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଂପର୍କିତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ତରଫରୁ ମହାବିଦ୍ୟାଳୟର ହଷ୍ଟେଲ ନମ୍ବର ୩ ଠାରେ ରହୁଥିବା ଅନ୍ତେବାସୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହ ଡାକ୍ତରଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ କରାଯାଇଥିଲା ।
Read More...

ରେଲୱେ ସ୍କୁଲର ବାର୍ଷିକ ଉତ୍ସବ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସ୍ଥାନୀୟ ସରକାରୀ ରେଲୱେ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଣ୍ଟାବାଞ୍ଜି ନଗରପାଳ ବରିୟମ୍ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଣ୍ଟାବାଞ୍ଜି ଉପନଗରପାଲ ଶ୍ରୀମତି ମନୋରମା ରାଉତ, କଣ୍ଟାବାଞ୍ଜ
Read More...

ଧନଞ୍ଜୟ ମହାନ୍ତିଙ୍କ ପୂଣ୍ୟତିଥି ଓ ସ୍ମୃତି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସିଭିଲ ଟାଉନସିପ ସ୍ଥିତ ସ୍ମୃତି ଉଦ୍ୟାନ ଠାରେ ଧନଞ୍ଜୟ ମହାନ୍ତି ମେମୋରିଆଲ ଟ୍ରଷ୍ଟ, ରାଉରକେଲା ତରଫରୁ ଧନଞ୍ଜୟ ମହାନ୍ତିଙ୍କ ୩୨ତମ ପୂଣ୍ୟତିଥି ଓ ସ୍ମୃତି ସଭା ପାଳିତ ହୋଇଯାଇଛି । ଟ୍ରଷ୍ଟର ସଂପାଦିକା ପୁଷ୍ପା ଲେଙ୍କାଙ୍କ ଆବାହକତ୍ୱରେ ଆୟୋଜିତ
Read More...

ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ବିକାଶ ତାଲିମ ଶିବିର ଅନୁଷ୍ଠିତ

ଭବାନୀପାଟଣା, (ପି.କେ.ସାହୁ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ପଲିଟେକନିକ୍‌ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୩ ଦିନିଆ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ
Read More...

ମହୁଲପାଲିରେ ଶହୀଦ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲିଠାରେ ନେତାଜୀ ଯୁବକ ସଂଘ ତରଫରୁ ଶହୀଦ ଦିବସ ପାଳିତ ହୋଇଯାଇଛି । ପୁଲୱାମା ଘଟଣାର ଚତୁର୍ଥ ବାର୍ଷିକୀ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନାଗରିକ ଜଗଦୀଶ ସାହୁ, ମୁରାରୀ ସାହୁ, ମୀନକେତନ ସାହୁ, ଉଗ୍ରସେନ ସାହୁ,
Read More...

କୁମ୍ଭାରଖୁନ ଓ ବନମାଲ ଗ୍ରାମର ମଝି ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହେଲେ ବାଇକ ଆରୋହୀ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର କୁମ୍ଭାରଖୁନ ଓ ବନମାଲ ଗ୍ରାମର ମଝି ରାସ୍ତାରେ ଏକ ସଡକ ଦୁର୍ଘଟଣା ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୂସାରେ ଏକ ସିଟି ୧୦୦ ବାଇକ ଯୋଗେ ଜଣେ ବ୍ୟକ୍ତି ଆସୁଥିବା ସମୟରେ କୁମ୍ଭାରଖୁନ
Read More...

ନିଆରା ପ୍ରକ୍ରିୟାରେ ଲୋକଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ସଚେତନ କରିଲେ ‘ଜୟ ଓଡ଼ିଶା’ର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ସଡ଼କ ସୁରକ୍ଷା ସଚେତନତା ନିମନ୍ତେ, ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ 'ଜୟ ଓଡ଼ିଶା' ଓ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ୍ ଅଥରିଟି ତଥା କମିଶନରେଟ ପୋଲିସ ଭୁବନେଶ୍ଵର-କଟକର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଏକ ନିଆରା
Read More...

ଭିନ୍ନକ୍ଷମ ବୃଦ୍ଧା ରାସନ ପାଇବାରୁ ବଞ୍ଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଅଗଲାପାଲି ଗାଁର ଭିନ୍ନକ୍ଷମ ବିଧବା ଟୁଲ ବାଗ(୬୦) ଦୀର୍ଘଦିନ ହେଲା ପଞ୍ଚାତରୁ ରାସନ ସାମଗ୍ରୀ ପାଉଥିଲେ । ଚଳିତ ମାସ ହିତାଧିକାରୀ ତାଲିକାରୁ ତାଙ୍କ ନାମ କାଟି ଦିଆଯାଇଛି । କେବଳ ଟୁଲ ନୁହନ୍ତି ଟୁଲଙ୍କ ପରି
Read More...

‘ଦଣ୍ଡପାଣି ସ୍ମୃତି ସମ୍ମାନ’ ପାଇବେ କୈଳାସ ଚନ୍ଦ୍ର ନାଏକ

ଶତବାର୍ଷିକୀ ସମାରୋହରେ ହେବେ ସମ୍ବର୍ଦ୍ଧିତ ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ମାଟିରେ କାମନା ଦଣ୍ଡର ଅୟମାରମ୍ଭକୁ ଏକଶହ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏହି ଗୌରବମୟ ଅଧ୍ୟାୟକୁ ଆହୁରି ଗୌରବାନ୍ୱିତ କରିବା ପାଇଁ ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଚଳିତ ମାସ ୧୬
Read More...