Monthly Archives

February 2023

ବୈତାଳି କ୍ଲଷ୍ଟର ସିଆରସିସିଙ୍କ ନିଆରା ପ୍ରୟାସ : ଶହୀଦ ଦିବସ ଅବସରରେ ୫ଟି ବିଦ୍ୟାଳୟରେ ଲୋକାର୍ପିତ ହେଲା ଶହୀଦ ଉଦ୍ୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁଙ୍କ ଉଦ୍ୟମ କ୍ରମେ କ୍ଲଷ୍ଟର ଅଧୀନସ୍ଥ ୫ଟି ବିଦ୍ୟାଳୟରେ ପୁଲୱାମା ଶହୀଦ ଯବାନମାନଙ୍କର ସ୍ମୃତିରେ ଆଜି ଶହୀଦ ଉଦ୍ୟାନ ଲୋକାର୍ପିତ କରାଯାଇଛି । ବିଦ୍ୟାଳୟ ଗୁଡ଼ିକ ହେଲା
Read More...

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ତଥା ବଲାଙ୍ଗିର ଜିଲ୍ଲାରେ ଅପରାଧ ଏବେ ଚରମ ସୀମା ଡେଇଁଛି । ଭିନ୍ନ ଭିନ୍ନ ପ୍ରକାରର ଅପରାଧ ଏଠି ପ୍ରତ୍ୟେକ ଦିନରେ ଦେଖିବାକୁ ମିଳୁଛି । ତେବେ ଏହି ବଢୁଥିବା ଅପରାଧକୁ ନେଇ ସାରା ରାଜ୍ୟବାସୀ ତଥା ଜିଲ୍ଲାବାସୀ ଭୟରେ ଥରୁଥିବା ବେଳେ ବଢୁଥିବା
Read More...

ଅସହାୟ ଶବ ସତ୍କାର କଲା ସ୍ୱେଚ୍ଛାସେବୀ ସଂଗଠନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ କମସରା ଗ୍ରାମ ପଞ୍ଚାୟତର ବଡଯୋର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହି ଗ୍ରାମର ଜଣେ ୨୯ ବର୍ଷୀୟା ଅବିବାହିତା ମହିଳା ଚିକେନପକ୍ସ ରୋଗରେ ପୀଡିତ ହେବା ପରେ ପରିବାର ସଦସ୍ୟ ରୋଗୀକୁ ଘରେ ରଖି
Read More...

ଜେଆରସିର ଜିଲ୍ଲାସ୍ତରୀୟ ତାଲିମ ଶିବିର ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତର ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜେଆରସିର ତିନି ଦିନିଆ ତାଲିମ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ତାଲିମ ଶିବିରରେ
Read More...

ଶିକ୍ଷକ ଚନ୍ଦ୍ରଶେଖର ଧାଉଡିଆଙ୍କ ଅକାଳ ବିୟୋରରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ଅନ୍ତର୍ଗତ ଘୋରଡିଆ ଗ୍ରାମର ଶିକ୍ଷକ ଚନ୍ଦ୍ର ଶେଖର ଧାଉଡିଆ(୫୦)ଙ୍କ ବୁଧବାର ପ୍ରାତଃକାଳରେ ହୃଦଘାତରେ ପରଲୋକ ଘଟିଛି । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ପ୍ରାତଃକାଳରେ ହୃଦଘାତ୍ ଯୋଗୁଁ ସେ ଅସୁସ୍ଥ
Read More...

ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାିଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜଳନ୍ଧର
Read More...

ଗଞ୍ଜାମ ବ୍ଲକରେ ୫ମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଶିକ୍ଷା, ପାନୀୟ ଜଳ, ବ୍ଲକ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତି ନେଇ ଜନ ପ୍ରତିନିଧିଙ୍କ ଉଦ୍‌ବେଗ ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କନଫରେନ୍ସ ହଲ୍‌ରେ ପଞ୍ଚାୟତ ସମିତିର ୫ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ ଅଧ୍ୟକ୍ଷତା କରିଥିବା
Read More...

ଦାଦନଗଡ଼ ଅଞ୍ଚଳରେ ମନରେଗା କାମରେ ମାଟି ବୋହିଲେ ସମିତି ସଭ୍ୟ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀର ଉନ୍ନତିକରଣ କାମ କରି ମାଟି ବୋହିଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତର ସମିତି ସଭ୍ୟ କେଦାର ଭୋଇ । ଗାଁରେ ଲୋକେ ମନରେଗା ଯୋଜନାରେ କାମ ପାଉ ନଥିବା
Read More...

ଓଡିଶା ସରକାରୀ ହାଇସ୍କୁଲର ନୂତନ ପେନସନ ଯୋଜନା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନ ଯୋଜନା ଶିକ୍ଷକ ସଂଘର ଏକ ର‍୍ୟାଲି ସ୍ଥାନୀୟ ରାମ ଗୋପାଳ ହିନ୍ଦୀ ହାଇସ୍କୁଲରୁ ବାହାରି ଥିଲା । ଶିକ୍ଷକମାନେ ଶୋଭାଯାତ୍ରା ମାଧ୍ୟମରେ ବାହାରି ବଲାଙ୍ଗିର ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କଲା ପରେ ଜିଲ୍ଲାପାଳ
Read More...

କୁଟୁମଡୋଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ କହଁର-୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ କହଁର-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁରୁବାଳା ଦେବୀ ଅଧ୍ୟକ୍ଷତା କରିଥିବା ବେଳେ ବଲାଙ୍ଗିର ବ୍ଲକ
Read More...