Monthly Archives

February 2023

ଚାଉଳ କାଟ ପ୍ରତିବାଦରେ କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି, (ନରୋତ୍ତମ ସେଲମା) : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଚାଉଳରୁ ୫କେଜି କାଟିଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ଆଜି କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବନେତା ଦଳଜିତ ସିଂ, ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ବ୍ଲକ
Read More...

କୃଷି ଓଡିଶା-୨୦୨୩ ଉଦ୍‌ଘାଟିତ

କୃଷି ଯାନ୍ତ୍ରିକୀକରଣ, ଚାଷୀମାନଙ୍କ ରୋଜଗାର ବୃଦ୍ଧି ଉପରେମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପଟେକ୍‌ନୋଲୋଜି ହେଉଛି ବିକାଶର ଆଧାରନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବାକୁ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି
Read More...

ବିଜେଡି ପକ୍ଷରୁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ

ପାଟଣାଗଡ଼, (ସଦାଶିବ ସରାଫ୍‌) : ୫ କେଜି ଚାଉଳ କାଟିବା ପରେ ତାତିଛି ବିଜେଡି । ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ଲୋକମାନଙ୍କ ପାଇଁ
Read More...

ଦୀପକ ଫର୍ଟିଲାଇଜର ପ୍ଲାଣ୍ଟ ବସାଇବାକୁ ବିରୋଧ କରି କାଳୀପଲ୍ଲୀ ଗ୍ରାମବାସୀଙ୍କ ସହ ପୋଲିସର ଧସ୍ତାଧସ୍ତି

ପୋଲିସର ଲାଠିପାହାର ଘେନି କାଳୀପଲ୍ଲୀ ଗ୍ରାମ ଉତ୍ତେଜନା ପ୍ରବଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିନା ସରକାରୀ ବିଜ୍ଞପ୍ତି ସୂଚନାରେ ପାଚେରୀ ନିର୍ମାଣ କାର୍ଯ୍ୟକୁ ବିରୋଧ କଲେ ଗାଁ ଲୋକ । ପାଚେରୀ ବସାଇବାକୁ ନେଇ ପୋଲିସ ସହ ଗ୍ରାମବାସୀ ଧସ୍ତାଧସ୍ତି ହୋଇଥିଲେ । ପୋଲିସ ପକ୍ଷରୁ
Read More...

ଟ୍ରକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ

କୋରାପୁଟ : କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥର କଫି ବୋର୍ଡ ନିକଟରେ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକମାନେ ହେଲେ କୋରାପୁଟ ସଦର ମାଛରା ଗ୍ରାମର ମଦନ ଭୋଇ ଓ ଶିବୋ ଭୋଇ । ସୂଚନା ଅନୁସାରେ କୋରାପୁଟ ସହରରୁ ମାଛରା
Read More...

ବିଧାନସଭାର ବଜେଟ୍‌ ଅଧିବେଶନ : ୨୦ରେ ସର୍ବଦଳୀୟ ବୈଠକ, ୨୧ରୁ ବଜେଟ୍‌ ଅଧିବେଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଧାନସଭାର ବଜେଟ୍‌ ଅଧିବେଶନ ଚଳିତ ମାସ ୨୧ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ ହେବ । ବଜେଟ୍‌ ଅଧିବେଶନ ପୂର୍ବରୁ ବିଧାନସଭାର ସର୍ବଦଳୀୟ ନେତାଙ୍କର ଏକ ବୈଠକ ଆସନ୍ତା ୨୦ ତାରିଖ ସକାଳ
Read More...

୫ଟି ବିକାଶ ନାମରେ ରାଜ୍ୟର ପୁରାତନ କୀର୍ତ୍ତିରାଜିକୁ ଭଙ୍ଗା ନଯାଉ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୫ଟିର ବିକାଶ ନାମରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି, ମନ୍ଦିରର ସୌନ୍ଦର୍ୟ୍ୟିକରଣ କରାଯାଉ କିନ୍ତୁ ପୁରାତନ କୀର୍ତ୍ତିରାଜିକୁ ଭଙ୍ଗା ନ ଯାଉ ବୋଲି ପଦ୍ମପୁରର ପୂର୍ବତନ ବିଧାୟକ ତଥା ଓଡିଶା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଭାଜପା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଦୁର୍ନୀତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା, ରାଜ୍ୟରେ ଅରାଜକତା ଓ ଜନସାଧାରଣଙ୍କ ଅସୁରକ୍ଷିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ ଗଞ୍ଜାମ ଜିଲ୍ଲା ଓ
Read More...

ମାଲବାହୀ ଟ୍ରେନରେ ଚଢ଼ି ସେଲଫି ନେବା ବେଳେ ଜଳିଗଲେ ନାବାଳକ

ରାୟଗଡ଼ା : ଭାଲୁମସ୍କା ରେଳ ଷ୍ଟେସନରେ ଅଟକି ରହିଥିବା ମାଲଗାଡି ଉପରେ ଠିଆହୋଇ ସେଲଫି ନେଉଥିବା ବେଳେ ଜଳିଗଲେ ଜଣେ ନାବାଳକ । ମୃତ ବାଳକ ଜଣକ ହେଲେ ଦେବେନ୍ଦ୍ର ନାଏକ । ତାଙ୍କ ଘର କାଶୀପୁର ବ୍ଲକ ବର୍ତିବାଲି ଗ୍ରାମରେ ବୋଲି ଜଣାପଡିଛି । ସୂଚନା ଅନୁସାରେ ଦେବେନ୍ଦ୍ର ବୁଧବାର ଏକ ବିବାହ
Read More...

ଛତ୍ରପୁର ଶ୍ରୀ ସତ୍ୟସାଇ ବିଦ୍ୟାଭବନର ୩୬ତମ ବାର୍ଷିକ ଉତ୍ସବ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀ ସତ୍ୟସାଇ ବିଦ୍ୟାଭବନ ପରିସରରେ ବିଦ୍ୟାଳୟର ୩୬ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଗୋଷ୍ଠୀ
Read More...