Monthly Archives

February 2023

ସଂସ୍କୃତି ଭବନ ଉଦ୍‌ଘାଟନ ବେଳେ କଂଗ୍ରେସ ଓ ବିଜେଡ଼ି ମୁହାମୁହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆଠାରେ ଜିଲ୍ଲା ସଂସ୍କୃତି ଭବନର ଉଦ୍‌ଘାଟନ ବେଳେ ହିତାଧିକାରୀଙ୍କୁ ଏଲ୍‌ଆର୍‌ସି ବଣ୍ଟନ କଥାକୁ ନେଇ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ
Read More...

ବଲାଙ୍ଗିରରେ ସ୍କୁଲ ଯାଇ ୨ ଜଣ ଛାତ୍ର ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଂସାରୀପଡାର ବାସୁଦେବ ନାଗଙ୍କ ପୁଅ ୱାସିମ ସ୍କୁଲ ଯାଇ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏନେଇ ବାସୁଦେବ ଆଜି ଟାଉନ ଥାନାରେ ଅଭିଯୋଗ କରି ପୁଅକୁ ଖୋଜିବାକୁ ଦାବୀ କରିଛନ୍ତି । ୱାସିମ ଓ ତାଙ୍କ ସାଙ୍ଗ ବିଟୁ ପିପି ଏକାଡେମୀକୁ ଆସୁଥିଲେ । ହେଲେ
Read More...

ହାତ୍‌ଗଁଠି ପଡ଼୍‌ଲା, ବିହା ସର୍‌ଲା…. ପ୍ରେମିକର୍‌ ସାଙ୍ଗେ ଛୁ ମାରିଦେଲା କନିଆଁ ଟୁକେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାତ୍‌ଗଁଠି ପଡ଼୍‌ଲା, ବିହା ସର୍‌ଲା । ପ୍ରେମିକର୍‌ ସାଙ୍ଗେ ସୁନା ରୂପା ଧରି ଛୁ ମାରିଦେଲା କନିଆଁ ଟୁକେଲ୍‌ । ଶିଶୁପାଲ୍‌ ହେଇ ଫିରିଗଲା ବର୍‌ପିଲା । ଏନ୍‌ତା ଗୁଟେ ଘଟ୍‌ନା ଆଏଜ୍‌ ଦେଖ୍‌ବାର୍‌କେ ମିଲିଛେ ବଲାଙ୍ଗିର ସହରର୍‌ ବାହ୍ମନ୍‌ପଡ଼ା ନେ । ସୂଚନା
Read More...

ହିନ୍ଦୀ ବାଳକ କ୍ଲଷ୍ଟରସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶକ୍ତିନଗରଠାରେ ହିନ୍ଦୀ ବାଳକ କ୍ଲଷ୍ଟର ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ମହାଶୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ତପ୍ତପାଣି ଘାଟିରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟି ବେଲଗଡ଼ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ରାୟଗଡ଼ା ଜେକେ ପେପରରୁ ଓଡ଼ି ୧୮ଜି୦୩୬୮ ନଂ ଟ୍ରକ କଟକ ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟୀରେ ଏହି ଦୁର୍ଘଟଣା ଘଟିଛି । ଏହି
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା ଗ୍ରସ୍ତ : ୩ ଆହତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ମୁଖ୍ୟ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ କାର୍‌ ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ୩ ଗଡ଼ା ଓଲଟି ପଡ଼ିଥିଲା । ଏହାପରେ କାର୍‌ଟି ଏକ ପଣସ ଗଛରେ ଝୁଲି ରହିଥିଲା ।
Read More...

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି ପୁଲିସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମରେ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଖବରପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଥିବା ଜଣାପଡିଛି । ସୂଚନାନୁଯାୟୀ, କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ
Read More...

ଆରୁହାବୃତ୍ତି ନଂ୧ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଆରୁହାବୃତ୍ତି ନଂ୧ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଆରୁହାବୃତ୍ତି ନଂ୧ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବକୁ ବିଦ୍ୟାଳୟକୁ ଦାନ କରିଥିବା ସ୍ୱର୍ଗତଃ ବେଦବ୍ୟାସ ଦାସଙ୍କ ଧର୍ମପତ୍ନୀ ଶ୍ରୀମତୀ
Read More...

ଏସ୍‌ଆଇ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କମିସନରେଟ ପୁଲିସ ପକ୍ଷରୁ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଭୁବନେଶ୍ୱର ଓ କଟକ ସହରାଞ୍ଚଳ ଜିଲ୍ଲା ପୁଲିସ (ୟୁପିଡି)ରେ ଜଣେ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ୍‌ ୮୮ ଜଣଙ୍କୁ ବଦଳି କରାଯାଇଛି । ଯେଉଁଥିରେ ୬୨ଜଣ ନବନିଯୁକ୍ତ
Read More...

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗସ୍ତ, ୧ ମୃତ

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଟାଇଞ୍ଜନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେଲା ବାଇକ୍ । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବୌଦ୍ଧ ଥାନା ତେଲିବନ୍ଧ ଗ୍ରାମ ପଞ୍ଚାୟତ ଆନନ୍ଦପୁର ଗ୍ରାମର ଆର୍ତ୍ତତ୍ରାଣ
Read More...