Monthly Archives

February 2023

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମିଶନ ଇଟାଭାଟି କ୍ଲିନ : କୁକୁଡାହାଡ ପରେ ସରଧାପୁରରେ ଦୁଇ ଇଟାଭାଟି ଉପରେ ଚଢାଉ, ୨…

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ସହରରେ ମିଶନ କ୍ଲିନ ଜରିଆରେ ଅପରାଧିମାନଙ୍କର ବେଆଇନ ଘର ଓ ଦୋକାନ ଭଙ୍ଗା ଚାଲିଥିବା ବେଳେ ସେପଟେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ପ୍ରଶାସନର ବୁଲଡୋଜର ଚାଲିଛି । ଟିଟିଲାଗଡ ଉପଜିଲ୍ଲାପାଳ ତାଙ୍କ ଟିମ୍‌
Read More...

ଗାଇସିଲେଟ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନାରେ ଆଜି ଥାନାଧିକାରୀ ବୀରବର ଭଗତଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ । ସାଧାରଣ
Read More...

ବୀମା, ଋଣଛାଡ଼, ବିଦ୍ୟୁତ୍‌ ବିଲ ଛାଡ଼ ଓ ଜିଲ୍ଲା ଘୋଷଣା ତୁରନ୍ତ କର ନଚେତ ଦୁର୍ବାର ଆନ୍ଦୋଳନ ହେବ : ରାଜବୋଡାସମ୍ବର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀମା, ଋଣଛାଡ଼, ବିଦ୍ୟୁତ୍‌ ବିଲ ଛାଡ଼ ଓ ଜିଲ୍ଲା ଘୋଷଣା ତୁରନ୍ତ କର ନଚେତ ଦୁର୍ବାର ଆନ୍ଦୋଳନ ହେବ ବୋଲି ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବୀମା, ଇନ୍‌ପୁଟ, ବିଦ୍ୟୁତ୍‌ ବିଲ ଛାଡ଼ ଆଦି
Read More...

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ : ଦଣ୍ଡ ସଂସ୍କୃତି ବିଷୟକ ଆଲୋଚନାଚକ୍ର

ମ.ରାମପୁର, (ହେମନ୍ତ ସାହୁ) : ୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଆରମ୍ଭ ହୋଇ ୨୦୨୨ ମସିହାରେ ଏକଶହ ବର୍ଷ ପୂର୍ତ୍ତି ଅବସରରେ ଶତବାର୍ଷିକ ମହୋତ୍ସବ ମହାସମାରୋହରେ ପାଳିତ ହେଉଛି । ଏହି ଅବସରରେ ଏକ ଆଲେଚନାଚକ୍ର ପରିଷଦର ଉପଦେଷ୍ଟା ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

ମ. ରାମପୁର ସବ୍ ଜେଲ୍‌ରୁ ଫେରାର୍ କଏଦୀ ନର୍ଲା ପୋଲିସ ଦ୍ୱାରା ଆଜି ଗିରଫ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ସବ୍ ଜେଲ୍‌ରୁ ଗତ ୧୧ ତାରିଖ ଦିନ ସକାଳ ସମୟରେ ବିଚାରାଧୀନ କଏଦୀ ଭାବରେ ଥିବା ନର୍ଲା ବ୍ଲକ ଅଧିନ ରୁପ୍ରାରୋଡ୍ ଗ୍ରାମର ବିଶ୍ଵାମିତ୍ର ମାଝୀ କୌଶଳ କ୍ରମେ ଫେରାର୍‌ ହୋଇଥିଲେ । ଏକ ଘରୋଇ ମାମଲାରେ ସେ ବିଚାରାଧୀନ କଏଦୀ ଭାବରେ
Read More...

ଶ୍ରୀଧର ସ୍ମୃତି ଜ୍ଞାନବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ତରଫରୁ ମାସିକ ସାହିତ୍ୟ ଆସର ଜେଲରୋଡ ସ୍ଥିତ ପଦ୍ମାବତୀ ମେମୋରିଆଲ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ଆସରର ପ୍ରଥମ ପର୍ଯ୍ୟାୟରେ ଡଃ ଉମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ସଂପାଦକ ଡଃ ସୁବାସ ଚନ୍ଦ୍ର
Read More...

ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ସର୍ବାଙ୍ଗୀନ ବିକାଶ ଦାବୀ କଲେ ବିଧାୟକ ନରସିଂହ

ମହାରାଣୀ ସାଗର, ଲକ୍ଷ୍ମୀଜୋର, ଗନ୍ଧ୍ରେଲ, ସିଭିଲ କୋର୍ଟ ଓ ଜିଲ୍ଲାପାଳ କୋଠା କାମ ଶୀଘ୍ର ଆରମ୍ଭ କରିବା ନେଇ ପ୍ରସ୍ତାବ ଗୃହିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲା ପଞ୍ଚାୟତିରାଜ କୋଠାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ବଲାଙ୍ଗିର ବିଧାୟକ
Read More...

ସୁକୁଡା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ସୁକୁଡା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାରା ବାରିକ, ଏବିଓ ଭଟିଲି ମୁଖ୍ୟ ବକ୍ତା ଭାବେ ରାଜକୁମାର ସାହୁ, ସମ୍ମାନିତ ଅତିଥି ଆନ୍ତର୍ଜାତୀୟ କ୍ରୀଡାବିତ ସନ୍ତୋଷ କୁମାର
Read More...

ନକଲି ଔଷଧର ଆନ୍ତଃ-ରାଜ୍ୟ ଲିଙ୍କ୍ ସୂଚନା

ବାରଣାସୀ ଯିବା ପାଇଁ ସ୍ୱତନ୍ତ୍ର ତଦନ୍ତ ଟିମ୍ ଗଠିତସହଯୋଗ ନିମନ୍ତେ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନକଲି ଔଷଧ କାରବାର ବିରୁଦ୍ଧରେ ଆଉ ଏକ ବଡ଼ ପଦକ୍ଷେପ ଭାବେ ଔଷଧ ପ୍ରବର୍ତ୍ତକ ସ୍କ୍ୱାର୍ଡ଼ (ଡ୍ରଗ୍ସ୍ ଏନଫୋର୍ସମେଣ୍ଟ ଟିମ୍) ଏହାର ଆନ୍ତଃ-ରାଜ୍ୟ
Read More...

ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ : ଜିଲ୍ଲାର ସମନ୍ଵିତ ବିକାଶ ଯୋଜନା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ ଓଡିଶାର ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...