Monthly Archives

February 2023

ସିରିସ୍‌-କୁତୁର୍ଲା ବ୍ରିଜ୍‌ ଭିତ୍ତିପ୍ରସ୍ତର ଦେଲେ ନରସିଂହ

ଏହି ପୋଲ ଅଂଚଳ ପାଇଁ ଆଶୀର୍ବାଦ ସଦୃଶ ହେବ : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ କୁଡାସିଂହାର ସିରିସ-କୁତୁର୍ଲା ବ୍ରିଜର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା
Read More...

ଦୁର୍ଗମ ବଣ୍ଡା ଘାଟି ବାଉଁଶପଡା ଗ୍ରାମରେ ଜଙ୍ଗଲ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ସଭା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଦୁଲିପଡା ପଞ୍ଚାୟତ ଦୁର୍ଗମ ବଣ୍ଡାଘାଟି ବାଉଁଶପଡା ଗ୍ରାମରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ମାଥିଲି ବନାଞ୍ଚଳ ବିଭାଗ ପକ୍ଷରୁ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ବଣ୍ଡା ଘାଟିରେ ପୋଡୁ
Read More...

ଜଙ୍ଗଲ ଓ ରାଜସ୍ୱ ବିଭାଗର ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ନେଇ ଡିଜିଟାଲ ପ୍ରଶିକ୍ଷଣ ଶିବିର

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଥିବା ରାଜସ୍ୱ ବିଭାଗ ଓ ବନ ବିଭାଗର ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ନେଇ ଡିଜିଟାଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବନ ବିଭାଗ ସମ୍ମିଳନୀ କକ୍ଷରେ ବନଖଣ୍ଡୀୟ ଅଧିକାରୀ ପ୍ରତାପ କୋତାପଲିଙ୍କ ଅଧ୍ୟକ୍ଷତାରେ
Read More...

ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ : ଓଡ଼ିଶା ହାଇକୋର୍ଟରେ ପୂର୍ବତନ ବିଚାରପତି ତଥା ଉତ୍ତରାଖଣ୍ଡ ହାଇକୋର୍ଟର ବର୍ତ୍ତମାନର ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଶୁକ୍ରବାର ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ହାଇୱାକୁ ପଛରୁ ଧକ୍କା ଦେଲା ୧୨ ଚକିଆ ଟ୍ରକ୍

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଛକରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଏକ ଘଣ୍ଟା କାଳ ଗାଡ଼ି ଭିତରେ ଫସି ରହିଥିଲେ । ପରେ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ମିଳିତ ଭାବେ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଭଦ୍ରକ
Read More...

ଜାଗର ଭିଡର ଫାଇଦା ଉଠାଇ ଲୁଟ କରୁଥିବା ବେଳେ ମହିଳା ଲୁ‌ଟେରାକୁ ଧରିଲା ପୋଲିସ

ପୁରୀ : ବାବା ଲୋକନାଥ ମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ମାତିଲେ ସୁନା ଲୁଟେରା । ଭିଡର ଫାଇଦା ଉଠାଇ ଲୁଟୁଥିଲେ ସୁନା ଚେନ୍ । ଜଣେ ମହିଳାଙ୍କ ଠାରୁ ସୁନା ଚେନ ଲୁଟ କରି ଧରାପଡିଲେ ମହିଳା ଲୁଟେରା । ଅଭିଯୁକ୍ତ ମାଡିବସିଲେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ।
Read More...

ଟିପର ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ସାନଖେମୁଣ୍ଡି : ହିଂଜିଲି ଥାନା ଆଡ଼ପଡା ଜଗନ୍ନାଥପୁର ମୁଖ୍ୟ ରାସ୍ତା ଆଡ଼ପଡା ଇଶାଣେଶ୍ଵର ମନ୍ଦିର ନିକଟରେରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ମାଟି କାମ ପାଇଁ ଯାଉଥିବା ଟିପର ନଂ (ଓଆର ୧୬ ସି ୧୦୪୫) ଗାଡିଟି ଏକ୍ସଲ ଚାଳକଙ୍କୁ ପଛ ପଟୁ ଧକ୍କା ଦେଇଥିଲା ଯାହା
Read More...

ମହାଶିବରାତ୍ରି ପାଇଁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଚଳଚଞ୍ଚଳ

ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଦେବଗିରି ପାହାଡ଼ ଉପରେ ଥିବା ଝରଣା ଭିତରେ ବିରାଜମାନ ବାବା ପଞ୍ଚଲିଙ୍ଗେଶ୍ୱର । ମହାଶିବରାତ୍ରି ପାଇଁ ଆଜି ଭୋର ୪ଟା ୧୫ ମିନିଟ ସମୟରେ ମଙ୍ଗଳ ଆଳତୀ,
Read More...

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି ବା ଜାଗରଯାତ୍ରା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜାଗରର ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍‌ କରି ସେ ଜଣାଇଛନ୍ତି, ପବିତ୍ର ମହାଶିବରାତ୍ରି ତଥା ଜାଗର ଅବସରରେ ଓଡ଼ିଶାବାସୀଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି
Read More...

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପସିଦ୍ଧ ଶିବ ମନ୍ଦିର ହରିଶଙ୍କରଠାରେ ଶହ ଶହ ଭକ୍ତଙ୍କ ସମାଗମ

ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଆଜି ଶହଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ । ବିଶେଷ କରି ସମଗ୍ର
Read More...