Monthly Archives

February 2023

ନୀଳଗିରି କ୍ରିକେଟ ଲିଗ୍ : ଫାଇନାଲରେ ମହାବୀର ୟୁନାଇଟେଡ଼ ସହ ଭୁଧାରଚଣ୍ଡୀର ମୁକାବିଲା

ନୀଳଗିରି : ନୀଳଗିରି କ୍ରିକେଟ୍ ଲିଗ୍ ସିଜିନ-୩ର ଫାଇନାଲକୁ ମହାବୀର ୟୁନାଇଟେଡ଼ ଓ ଭୁଧାରଚଣ୍ଡୀ-୧୧ ଫାଇନାଲକୁ ଉନ୍ନୀତ ହୋଇଛି । ଏହି ଚିତାକର୍ଷକ ଖେଳ ରବିବାର ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସେମିଫାଇନାଲର ପ୍ରଥମ ମ୍ୟାଚ ଭୁଧାରଚଣ୍ଡି ଏବଂ ଅନ୍ନପୂର୍ଣ୍ଣା ସହ ଅନୁଷ୍ଠିତ ହୋଇଥିଲା ।
Read More...

ଦୀପ ନିଆଁରେ ୨ ମହିଳା ଆହତ

ନିମାପଡ଼ା : ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା । ତେବେ ଚାରିଛକ ନିକଟସ୍ଥ ଅମରେଶ୍ୱର ଶୈବପୀଠରେ ଜଣେ ମହିଳା ଭକ୍ତ ଦୀପ ଜାଳୁଥିବା ବେଳେ ଅସାବଧାନତା ଯୋଗୁ ନିଆଁ ଲାଗି ପିନ୍ଧାଲୁଗା ଜଳିଯାଇଥିଲା । ଉକ୍ତ ମହିଳା ଜଣକ ଗହଳି ଭିତରେ ଏଣେତେଣେ ଦୌଡ଼ୁଥିବା
Read More...

ବାବା ଧବଳେଶ୍ଵର ପୀଠରେ ରାତି ୧ଟାରେ ଉଠିଲା ମହାଦୀପ

ଚୌଦ୍ୱାର : ଜାଗର ଯାତ୍ରା ପାଇଁ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଥିଲା । ପ୍ରାୟ ୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ରୁଦ୍ରାଭିଷେକ କରାଯାଇ ରାତ୍ର ୧୨ଟା ୩୦ରୁ ତୃତୀୟ ପ୍ରହରରେ ହରିହର ମିଳନ ପରେ ରାତି ୧ଟାରେ ମହାଦୀପ ଉଠିଥିଲା ।
Read More...

ଭୟାବହ ଅଗ୍ନିକାଣ୍ଡ : ଅଧଘଣ୍ଟାରେ ଜଳିଗଲା ଘର

ନୀଳଗିରି : ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ ଅଧିନ ପ୍ରତାପପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଅଧଘଣ୍ଟାରେ ଜଳିଗଲା ଘର । ସୂଚନା ମୁତାବକ, ଶନିବାର ରାତ୍ର ପ୍ରାୟ ୮ଟା ସମୟରେ ପ୍ରତାପପୁର ଗାଁର ଗୁନି କୁଅଁରଙ୍କ ଚାଳ ଘରଟି ହଠାତ ଜଳି ଉଠିଥିଲା । ଶିବରାତ୍ରି ପାଇଁ ଗ୍ରାମବାସୀ ନିଜନିଜ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନୁରାଧା ପୌଡ଼ୱାଲ

ଭୁବନେଶ୍ୱର : ମହାଶିବରାତ୍ରି ଉପଲକ୍ଷେ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରକୁ ଭଜନ ପରିବେଷଣ ପାଇଁ ଆସିଥିବା ବଲିଉଡର ପ୍ରଖ୍ୟାତ ଗାୟିକା ଅନୁରାଧା ପୌଡ଼ୱାଲ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ
Read More...

ଅଜଣାଗାଡ଼ି ଧକ୍କାରେ ଓଲଟିଲା ଅଟୋ, ୩ ମୃତ

ବନ୍ତଳା : ଶଙ୍ଖପୁର ଛକ ନିକଟରେ ଅଟୋକୁ ଧକ୍କା ଦେଲା ଅଜଣାଗାଡ଼ି । ଦୁର୍ଘଟଣାସ୍ଥଳରେ ଅଟୋ ଓଲଟି ପଡିବାରୁ ତିନିଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟୋ ଜବତ କରିବା ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତକାଲି ଦିନ ୩ଟା ସମୟରେ
Read More...

ଡି. କର୍ଲାଖୁଣ୍ଟା ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଧୁମାଭଟା ଦଳ ଚାମ୍ପିୟନ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଡି. କର୍ଲାଖୁଣ୍ଟା ଠାରେ ୟୁଥ୍ କ୍ଲବ ତରଫରୁ ପଞ୍ଚାୟତସ୍ତରୀୟ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମ. ରାମପୁର ରାଜ ପରିବାରର ଯୁବ ଓ ଉଦିୟମାନ
Read More...

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ମେଳା ଆରମ୍ଭ ହୋଇଯାଇଛି । ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ୍‌ ରାଜିନ ଏକ୍କା ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମେଳା ପଡ଼ିଆରେ ଉପସ୍ଥିତ ରହି ବେଦବ୍ୟାସ ମେଳା ଓ
Read More...

ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ଦୀର୍ଘଦିନ ଧରି ଅବହେଳିତ ପାଇକମାଲ ନବୋଦୟ ବିଦ୍ୟାଳୟ ରାସ୍ତା ହେବ ମରାମତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ସଦାସର୍ବଦା ତତ୍ପର ରହୁଥିବା ସ୍ୱେଚ୍ଛାସେବୀ ଦୀପା ବାରିକ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ପରିପ୍ରେକ୍ଷୀରେ ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ଦୀର୍ଘଦିନ ଧରି ଅବହେଳିତ ପାଇକମାଲ
Read More...

ବଲାଙ୍ଗିରରେ ମାଇନିଂ ବେଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩କୁ ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକ ସ୍ଥିତ ମାଇନିଂ ଅଫିସରେ ରାଜ୍ୟସ୍ତରୀୟ ମାଇନିଂ ବେଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ଏହି ଚାମ୍ପିୟନସିପ୍‌କୁ ବଲାଙ୍ଗିର ମାଇନିଂ
Read More...