Monthly Archives

February 2023

ଖପ୍ରାଖୋଲଠାରେ ୨୪ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ପ୍ରହରୀ ମଣ୍ଡପ ଠାରେ ଖପ୍ରାଖୋଲ ଗ୍ରାମବାସୀଙ୍କ ପକ୍ଷରୁ ୨୪ ପ୍ରହର ନାମଯଜ୍ଞ ଓ ସଂକୀର୍ତ୍ତନ ମହାଆଡମ୍ବର ସହ ବୈଦିକ ରୀତିନୀତି ଅନୁଯାୟୀ ଫେବୃଆରୀ ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ରବିବାର ଏକ ବିଶାଳ କଳସ ଯାତ୍ରା
Read More...

ବିଦ୍ୟୁତ କର୍ମଚାରୀଙ୍କ ବନ୍ଧୁ ମିଳନ

ବିନିକା, (କେପିଏନ୍‌ଏସ୍‌) : ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସୋନପୁର ଶାଖା ତରଫରୁ ନିକଟସ୍ଥ ନନ୍ଦନମାଲ ପମ୍ପ ହାଉସଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲଳିତ ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରଣୟ ନାୟକ, ଉପସଭାପତି ପବିତ୍ର ଖୁଣ୍ଟିଆ, ଯୁଗ୍ମ
Read More...

ଦୁଇ ମହଲା ଉପରେ ପାଣିଟାଙ୍କି ବସାଉଥିବା ବେଳେ ଖସିପଡିଲେ ଯୁବକ, ୨ ଗୁରୁତର

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘଷିପୁରା ଗାଁରେ ଘଟିଛି ଅଘଟଣ । ଦୁଇ ମହଲା ଛାତ ଉପରେ ପାଣିଟାଙ୍କି ବସାଉଥିବା ସମୟରେ ହଠାତ୍ ପାରାପିଟ୍ ଭାଙ୍ଗି ପଡିବାରୁ ୨ ସମ୍ପକୀୟ ଭାଇ ଛାତରୁ ତଳକୁ ଖାସିପଡିଲେ । ୨ ଜଣଙ୍କୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଉପେନ୍ଦ୍ର ସାହୁ ଓ ବୃନ୍ଦାବନ ସାହୁଙ୍କୁ
Read More...

ଶୌଚ ହେବାକୁ ‌ଯାଇଥିବା ବେଳେ ଦଳିଦେଲା ଦନ୍ତା

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଭାପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୁହାଳଡିହି ଗ୍ରାମରେ ଜଣେ ବୃଦ୍ଧଙ୍କୁ ହାତୀ ଦଳି ମାରିଦେଇଥିବା ଜଣାପଡିଛି । ମୃତକ ଜଣଙ୍କ ସେହି ଗ୍ରାମର ୬୦ ବର୍ଷୀୟ ଦୟାନନ୍ଦ ସୁତାର ବୋଲି ସୂଚନା ମିଳିଛି । ଗତ କିଛିଦିନ ଧରି ଏହି ଅଞ୍ଚଳରେ ଏକ
Read More...

କୂଅରେ ପଡ଼ି ନାବାଳକ ମୃତ

ଜଙ୍କିଆ : ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲି ଗାଁ ନିକଟରେ କୂଅରେ ପଡ଼ି ଜଣେ ୯ ବର୍ଷ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ଜଙ୍କିଆ ଗ୍ରାମର ବାୟା ବେହେରାଙ୍କ ନାତି ବବୁଲ ବୋଲି ଜଣାପଡିଛି । ସୂଚନା ଅନୁସାରେ, ନାବାଳକ ଜଣଙ୍କ ନିଜ ପରିବାର ଲୋକଙ୍କ ସହ ଜାଗର ଲାଗି ଦୀପ
Read More...

ଛେଲିଆମାଲ ଶୈବପୀଠଠାରେ ମହାଆଡମ୍ବର ସହିତ ଜାଗର ଯାତ୍ରା ଓ ନାମଯଜ୍ଞ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପ୍ରତ୍ୟେକ ଶୈବପୀଠମାନଙ୍କରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତ ନିକଟସ୍ଥ ଗଞ୍ଜାଧାର ପ୍ରକଳ୍ପ ନିକଟରେ ଥିବା ଛେଲିଆମାଲ ଶୈବପୀଠଠାରେ ବହୁ ଆନନ୍ଦ
Read More...

୨ ବାଇକ୍ ମଧ୍ୟରେ ଧକ୍କା, ୧ ମୃତ

ପୁରୁଣାକଟକ : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତ ବ୍ରାହ୍ମଣ ଗାଁ ଛକ ନିକଟରେ ୨ ବାଇକ୍ ମଧ୍ୟରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଭଙ୍ଗା ଥାନା ଭେଜିଗୋରା ଗ୍ରାମର ରାଜନ ଭୋକ୍ତା(୪୮) ।
Read More...

ଜମିବାଡି ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ବୀରମହାରାଜପୁର/ସୁବଲୟା : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅଞ୍ଚଳରେ ଜମିବାଡି ବିବାଦକୁ ନେଇ ଘରୁ ଡାକି ଆଣି ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସୁବଳୟା ଥାନା ଅନ୍ତର୍ଗତ କମିରା ଗାଁର ଅରୁଣ ବିଶ୍ୱାଳଙ୍କ ଏକମାତ୍ର ପୁଅ ପ୍ରକାଶ ବିଶ୍ୱାଳ ।
Read More...

ଡେଲାଙ୍ଗରେ ମହାଶିବରାତ୍ରି ଓ ଜାଗର ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାଶିବ, ମହାଶକ୍ତି, ମହାଦେବ, ମହାଯୋଗୀ ଓ ମହାମୃତ୍ୟୁଞ୍ଜୟ ସେ ନିତ୍ୟ ମଙ୍ଗଳକାରୀ, ସମଗ୍ର ବିଶ୍ୱର କଲ୍ୟାଣକାରୀ ରକ୍ଷକ ଓ ବିଧେୟକ ଅଟନ୍ତି । ପବିତ୍ର ମହାଶିବରାତ୍ରି ଓ ଦେବଦେବ ମହାଦେବଙ୍କର ଜାଗର ଯାତ୍ରାରେ ଶୈବପୀଠଗୁଡିକରେ ଭକ୍ତ, ଶ୍ରଦ୍ଧାଳୁଙ୍କ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ଛକଠାରେ ଶନିବାର ସନ୍ଧ୍ୟାରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ତିଳେଶ୍ୱର ପଟରୁ ଭେଜିଗୋରା ଗ୍ରାମର ସୁଧାଂଶୁ
Read More...