Monthly Archives

February 2023

ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର : ଭୁବନେଶ୍ୱର ମୈତ୍ରୀବିହାର ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସେମାନେ ହେଲେ ଗିରିଶ କୁମାର ନାୟକ ଏବଂ ଦୀପକ ସାହୁ । ସେମାନଙ୍କ ନିକଟରୁ ହାତୀ ଦାନ୍ତ ସହିତ ବାଇକ୍ ଓ ୧୬୦ ଟଙ୍କା ଜବତ କରିଛି ।
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଖୋଲିଲା ଲେଣ୍ଡ୍ରିଗାଁ ପ୍ରାଥମିକ ବିଦ୍ୟାଳୟର ତାଲା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡିଁଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଅଶାନ୍ତି ଲାଗି ରହିଥିଲା । ଗତ କିଛି ଦିନ ପୂର୍ବରୁ ବିଦ୍ୟାଳୟରେ ଅଭିଭାବକ,
Read More...

ଏଲ୍‌ବିସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରଖୋଲ, (ପୁସ୍ତମ୍ ଯୁଆଡି) : ସ୍ଥାନୀୟ ବେନ୍ଦେର ହାଇସ୍କୁଲ ଖେଳପଡ଼ିଆରେ ଗତ ପାଞ୍ଚ ଦିନ ଧରି ଚାଲିଥିବା ଆଞ୍ଚଳିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ମୁକାବିଲା ତୁରେକେଲା ଓ ବନମାଲ ଦଳ ମଧ୍ୟରେ ହୋଇଥିବା ବେଳେ ତୁରେକେଲା ଚାମ୍ପିୟନ ହୋଇଥିଲା । ଏହି ଅବସରରେ
Read More...

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ଆଉ ଏକ ଟ୍ରକ୍ : ଡ୍ରାଇଭର ଓ ହେଲପର୍‌ ଗୁରୁତର

ଭୁବନେଶ୍ୱର : ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ଡ୍ରାଇଭର ଓ ହେଲପର୍‌ ଗୁରୁତର । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ତମାଣ୍ଡୋ ଥାନା ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ତମାଣ୍ଡୋ ଥାନା ଜାତୀୟ
Read More...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିବା ଜଣାପଡିଛି । ଭୂକମ୍ପ ବିଷୟରେ ପିଟିଆଇ ରିପୋର୍ଟ କରିଛି । ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା
Read More...

କୋହଲା ଲଗାଇ ଜାଗର ପାଳିଲେ ଦାସୁଡୁ ସତ୍ୟମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା କଳାକେନ୍ଦ୍ର ଛତ୍ରପୁରର ଘଡ଼ଘଡାପଲ୍ଲୀର ଏକ ଆଧ୍ୟାତ୍ମିକ ସଂସ୍ଥା ପକ୍ଷରୁ କୋହଲା ପ୍ରଦୀପ ଶିଖା ଜାଳି ପ୍ରଭୁଙ୍କ ନାମ ଗାନକରି ଜାଗର ପାଳିଛନ୍ତି । ମଲ୍ଲିକେଶ୍ୱର ମନ୍ଦିରରୁ ଶ୍ରୀ ନୃସିଂହ
Read More...

ଚୈତନ୍ୟ ମଟାରୀଙ୍କୁ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବରିଷ୍ଠ ଅଭିନେତା, ନୃତ୍ୟ ନିର୍ଦ୍ଦେଶକ ତଥା ବେଶ ପୋଷାକ ସଜ୍ଜା କରି ଚୈତନ୍ୟ ମଟାରୀଙ୍କୁ ବର୍ଷ ୨୦୧୯ ପାଇଁ ଚଳଚ୍ଚିତ୍ର ଶଳାବୁଢାର ବଦଲାରେ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜା କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା ଚଳଚ୍ଚିତ୍ର
Read More...

ସତନାମିପଡାରୁ ଗୋ ମାଂସ ଚାଲାଣ ବେଳେ ଟେମ୍ପୁ ଜବତ : ୪ ଅଟକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ୱାର୍ଡ ନଂ.୧୫ ରେଲବାଇ ସତନାମିପଡାରୁ ଏକ ଟେମ୍ପୁରେ ଗୋ ମାଂସ ଚାଲାଣ ହେଉଥିବା ଖବର ପାଇ ରବିବାର ଅପରାହ୍ନ ପ୍ରାୟ ୪ଟା ବେଳେରାମସେନା ତରଫରୁ ଟେମ୍ପୁ ସହ ମାଂସ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ
Read More...

ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ମହାଶିବରାତ୍ରି ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରୁ ନୃସିଂହନାଥ ଯିବା ରାସ୍ତାରେ ଥିବା ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଶନିବାର ମହାଶିବରାତ୍ରି ମହାସମାରୋହରେ କୁଲୁତା ଯୁବ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଥିବା କୁଲୁତା ଜାତିର ଆରାଧ୍ୟ ଦେବୀ ମା' ରଣେଶ୍ୱର ରାମଚଣ୍ଡୀ ଓ ଭଗବାନ
Read More...

ଜିଲ୍ଲା ପରିଷଦଙ୍କ ତାଗିଦ୍ ପରେ ମାତ୍ର ୧୦ ଦିନରେ ସୁଧୁରିଗଲା ରାସ୍ତାର ଅବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ପ୍ରତିନିଧି ରାସ୍ତାକୁ ଓହ୍ଲାଇଲେ କିଭଳି ପରିବର୍ତ୍ତନ ହୁଏ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ନାଥପାଲିରୁ ଲେବିଡି ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ । ସୂଚନା ଅନୁସାରେ ସେ ଗତ ବର୍ଷ
Read More...