Monthly Archives

February 2023

ମଙ୍ଗଳବାର ବିଧାନସଭା ଅଧିବେଶନ : ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ

ଭୁବନେଶ୍ୱର : ରାଜ୍ୟପାଳଙ୍କ ଅଭିଭାଷଣ ସହ ମଙ୍ଗଳବାର ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଦ୍ୱାଦଶ ତଥା ବଜେଟ ଅଧିବେଶନ । ଅପରାହ୍ନ ୧୧ଟାବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିବେ । ତା'ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ସମେତ ଅନ୍ୟ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦିବାସୀ ମେଳା-୨୦୨୩ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ଵର ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩ର ଶୁଭ ଉଦ୍‌ଘାଟନ କରିଛନ୍ତି । ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୧୨୧ଗୋଟି ଷ୍ଟଲ୍‌ରେ ଜନଜାତିଙ୍କ
Read More...

କାହ୍ନୁ ଚରଣ ସାହୁଙ୍କୁ ‘ଫଲଶାଫୁଲ ଇ-ପତ୍ରିକା ସମ୍ପାଦକ ସମ୍ମାନ’

ମ. ରାମପୁର, (ହେମନ୍ତ ସାହୁ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରା ଠାରେ କୋଶଲି ଭାଷା କବିତା, ଫଲଶାଫୁଲ କଳାପଟାର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ସ୍ଥିତ ପଣ୍ଡକାମାଳ ଗ୍ରାମର କାହ୍ନୁ ଚରଣ ସାହୁଙ୍କୁ
Read More...

ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବୈଦିକ ପରମ୍ପରା ନୀତିରେ ଇଷ୍ଟ ଦେବତାଙ୍କୁ ପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡକ୍ଟର ସୁବାସ
Read More...

ଶ୍ରୀ ଜଗନ୍ନାଥ ମନ୍ଦିରରେ ୫ ବର୍ଷରେ ୭୫ଟି ମରାମତି କରିଛି ଏଏସ୍‌ଆଇ

ନାଟ ମଣ୍ଡପ ଅସୁରକ୍ଷିତ - ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମେଘନାଦ ପାଚେରୀ ଅନ୍ତର୍ଗତ ସମସ୍ତ ପାର୍ଶ୍ଵ ଦେବାଦେବୀ ମନ୍ଦିର ଓ ଢାଞ୍ଚାରେ ଗତ ୫ ବର୍ଷ ମଧ୍ୟରେ ୭୫ଟି ମରାମତି କାର୍ଯ୍ୟ କରାଯାଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା
Read More...

ସିନାପାଲି ଜଗନ୍ନାଥ ମନ୍ଦିରରୁ ଚୋରି ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଦାନ ବାକ୍ସରୁ ଦାନ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିର ପୂଜକ ବସନ୍ତ ପତିଙ୍କ କହିବା ଅନୁସାରେ ଗତକାଲି ସନ୍ଧ୍ୟା ଆଳତୀ ପରେ ମନ୍ଦିର କବାଟ ବନ୍ଦକରି ପୂଜକ ତାଙ୍କ ଆବାସରେ ରାତ୍ରି
Read More...

ପରାମର୍ଶ ଓ ଦକ୍ଷତା ମେଳା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ପରିସର ନୂତନ ଗୃହରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ବୈଷୟିକ ଶିକ୍ଷା ଓ ତାଲିମ ନିମନ୍ତେ ପରାମର୍ଶ ଓ ଦକ୍ଷତା ମେଳା ଗଞ୍ଜାମ ବ୍ଲକ ଗୋଷ୍ଠୀ
Read More...

କଂଟାବାଂଜି ଥାନାରେ ପୋଲିସ ସମିତି ବୈଠକ

ଟ୍ରାଫିକ ଓ ଉଠା ଦୋକାନୀ ଯୋଗୁଁ ଟ୍ରାଫିକ ସମସ୍ୟା ଅଧିକ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନାରେ ସୋମବାର ସଂଧ୍ୟାରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,
Read More...

ନରସିଂହଙ୍କ ପ୍ରେସ୍‌ ବିବୃତିି : ଗରିବର ଶତ୍ରୁ ମୁଁ ନୁହେଁ, ଗରିବର ଶତ୍ରୁ ରାଜ ପରିବାର

ଧନୀ ଜମି ଜବର ଦଖଲକାରୀଙ୍କ ସ୍ୱାର୍ଥ ପାଇଁ ଗରିବଙ୍କୁ ଅସ୍ତ୍ର କରିଛି ସ୍ଥାନୀୟ ବିଜେଡି - ନରସିଂହସରକାରର ଜମି ଜବର ଦଖଲକାରୀ ବିଲ କେବଳ ମୋର ବିରୋଧ ଯୋଗୁଁ ଆଇନରେ ପରିଣତ ହୋଇ ପାରିଲା ନାହିଁ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜେଡି ପକ୍ଷରୁ ରେଲି କରାଯାଇ ବିଧାୟକ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ "ଘର ହିଁ ବିଦ୍ୟାଳୟ"ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ଏବଂ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟଅତିଥି ଭାବେ
Read More...