Monthly Archives

February 2023

ସୋନପୁର ସହରାଞ୍ଚଳସ୍ଥିତ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟସ ଉପରେ ଅଚାନକ ଚଢ଼ାଉ

ହୋଟେଲ ଓ ରେଷ୍ଟୁରାଣ୍ଟସଗୁଡିକର ଆନୁସଙ୍ଗିକ ବ୍ୟବସ୍ଥାର ଯାଞ୍ଚ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ପରାମର୍ଶ କ୍ରମେ ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନିର୍ଦ୍ଦେଶରେ ସୋନପୁର ସହରାଞ୍ଚଳ ସ୍ଥିତ
Read More...

କୁଆଁରଗାଁରେ ଭାଗବତ ପାରାୟଣ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଆଁରଗାଁ ବିଶେଶ୍ଵର ବାବା ପୀଠରେ ମହାଶିବ ରାତ୍ରୀ ଉପଲକ୍ଷେ ଶ୍ରୀମଦ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ଭାବେ ପପୁନ କୁମାର ପଣ୍ଡା ପୂରାଣ ପଠନ କରିଥିବା ବେଳେ କର୍ତ୍ତା ଭାବେ ଭୋଜରାଜ ମାଝୀ ଓ
Read More...

ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ଟିଟିଲାଗଡ଼ ଶାଖା ତରଫରୁ ପୁରୁଣା ପେନସନ୍‌ ଯୋଜନା ଲାଗୁ କରିବାକୁ ନେଇ ଦାବୀପତ୍ର…

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଏନ୍‌ସିଜେଏ ଏବଂ ଜେଏଫଆ୍‌ଓପିଏସ୍‌ (ଓଡିଶା)ର ଆବାହକ ପି. କେ. ପାଟଶାଣୀଙ୍କ ଆହ୍ୱାନ କ୍ରମରେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ଟିଟିଲାଗଡ଼ ଶାଖା ତରଫରୁ ପୁରୁଣା ପେନସନ୍‌ ଯୋଜନା ଲାଗୁ କରିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ନିମନ୍ତେ ଏକ ଦସ୍ତଖତ ଅଭିଯାନ
Read More...

ଚୋରି ସାମଗ୍ରୀ ରଖି ଚଢା ଦରରେ ବିକିବା ମହଙ୍ଗା ପଡିଲା ଢାବା ମାଲିକଙ୍କୁ : ସଦର ପୁଲିସ ହାତରେ ଧରାପଡି ଜେଲ ଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୋରି ସାମଗ୍ରୀ ରଖି ଚଢା ଦରରେ ବିକ୍ରି କରି ଅନେକ ଲାଭ ପାଉଥିଲେ ଜଣେ ଢାବା ମାଲିକ । କଥାରେ ଅଛି, 'ଅନ୍ୟାୟର ଧନ ବଢେ ବହୁତ, ଗଲା ବେଳେ ଯାଏ ମୂଳ ସହିତ' । ତେବେ ଏହି ଘଟଣାଟି ଘଟିିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଭାନପୁର ଗ୍ରାମରେ ଥିବା ମାହେଶ୍ୱରୀ
Read More...

ବିଶ୍ଵକପ୍ ହକି ଟ୍ରଫିର ସଫଳ ପରିକ୍ରମା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶଂସିତ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରରେ ହକି ଖେଳର ବହୁଳ ପ୍ରଚାର ପ୍ରସାର ତଥା ଲୋକାଭିମୁଖୀ କରିବା ପାଇଁ ବିଶ୍ଵକପ ହକି ଟ୍ରଫିର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କ ସହଯୋଗରେ ସଫଳ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର
Read More...

କାମ ହେବାର ଏକ ମାସ ମଧ୍ୟରେ ଦବିଲା ପୋଲ ଓ ରାସ୍ତାରୁ ଉଠିଲା ପିଚୁ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କାମ ହେବାର ଏକ ମାସ ମଧ୍ୟରେ ଦବିଲା ପୋଲ ଓ ରାସ୍ତାରୁ ଉଠିଲା ପିଚୁ । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟେମରୀ ଗ୍ରାମରୁ ଟେମରୀ ହାଇସ୍କୁଲ ପର୍ଯ୍ୟନ୍ତ
Read More...

ଆସନ୍ତାକାଲି ଅନୁଷ୍ଠିତ ହେବ ୧୦୮ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟିର ପବିତ୍ର ସୁକତେଲ ନଦୀ କୂଳରେ ୧୦୮ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା କାଲି ୧୦.୦୦ଟା ସମୟରେ ଭକ୍ତମାନଙ୍କ ଦ୍ୱାରା ମହାସମାବେଶରେ କଳସ ଯାତ୍ରା ହେବ । ସନ୍ଧ୍ୟା ୫.୩୦ରେ ନାମାରମ୍ଭର
Read More...

ଦିବାରାତ୍ରି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମରେ ଦିବାରାତ୍ରି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପଲସଦା ୟଙ୍ଗଷ୍ଟାର ବ୍ୟାଟମିଣ୍ଟନ କ୍ଲବ ପଲସଦା ଆନୁକୂଲ୍ୟରେ ଚାଲିଥିବା ଏହି ଦିବାରାତ୍ରି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ
Read More...

ତାଳଚେର ଜିଲ୍ଲା ଦାବୀ ନେଇ ଭୁବନେଶ୍ୱର ଚାଲ କାର୍ଯ୍ୟକ୍ରମ ଆୟୋଜିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଇଲା ନଗରୀ ତାଳଚେରକୁ ଜିଲ୍ଲାର ମାନ୍ୟତା ଦେବା ନିମନ୍ତେ ଦୀର୍ଘ ୨ ମାସରୁ ଅଧିକ ହେଲା ତାଳଚେର ଜିଲ୍ଲା କ୍ରିୟା ଅନୁଷ୍ଠାନ କମିଟି ସଭ୍ୟ ବୃନ୍ଦ ସ୍ଥାନୀୟ ଉପଖଣ୍ଡ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣ ଧାରଣା ଦେଇ ଆସୁଥିବା ଅବସରରେ ଏହି ଦାବୀକୁ ବଳ ଦେବା
Read More...

ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ମହୀମୁଣ୍ଡା, (କେପିଏନ୍‌ଏସ୍‌) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମହୀମୁଣ୍ଡାଠାରେ ମହାସମାରୋହରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଲିଲି ପଟେଲ ଯିଏ କି ମାତୃଭାଷା ଦିବସ
Read More...