Monthly Archives

February 2023

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ହାଟପଦାପଡ଼ାବାସୀଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ମାଟିର ଗର୍ବ ଓ ଗୌରବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ଗତକାଲି ଟିଟିଲାଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଭବ୍ୟ ସ୍ଵାଗତ ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମା' ଘଣ୍ଟାଶୁଣି ସିଟିଜେନ ଫୋରମର
Read More...

ଓଡିଶା କଳାକାର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା କଳାକାର ପ୍ରିମିୟର ଲିଗ୍ ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଓଡିଶାର ସମସ୍ତ କଳାକାରମାନଙ୍କୁ ନେଇ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଏହା ଯେ
Read More...

ରୁଗୁଡିପଡା ସ୍ଥିତ ମାଛ ବଜାରରୁ ସଟ୍ଟା ଲେଖୁଥିବା ଯୁବକକୁ ଗିରଫ କଲା ବଲାଙ୍ଗିର ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ପୁଲିସ ସଟ୍ଟା ଲେଖୁଥିବା ଜଣେ ଯୁବକକୁ ଗିରଫ କରିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଟାଉନ ଥାନା ପୁଲିସ ସହରର ରୁଗୁଡିପଡା ସ୍ଥିତ ମାଛ ବଜାରରେ ଚଢାଉ କରି ସଟ୍ଟା ଲେଖୁଥିବା ଯୁବକ ପରବେଜ
Read More...

ରିଷିଡା ଶିଶୁ ମନ୍ଦିରରେ ମାତୃଭାଷା ଦିବସ ପାଳିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ରିଷିଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ ମୁଖ୍ୟ ଅତିଥି, ରିଷିଡା ସମିତି ସଭ୍ୟ ନିମାଇଁ ଚରଣ ବେହେରା, ସମାଜସେବୀ ପ୍ରଦୀପ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ
Read More...

କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଚାରପାଣି ଦଳ ଚାମ୍ପିୟାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ପଂଚାୟତ ଚାରପାଣି ଗ୍ରାମରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଆୟୋଜକ ଏମ୍‌ବିସିସିଙ୍କ ଦ୍ୱାରା ଆୟୋଜିତ ଏହି କ୍ରିକେଟ ଖେଳରେ ସମୁଦାୟ ୧୬ ଗୋଟି ଦଳ ଭାଗ ନେଇଥିଲେ ।
Read More...

ବିଶ୍ୱ ମାତୃଭାଷା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାରେ ପ୍ରାୟ ସାହିତ୍ୟାନୁଷ୍ଠାନଗୁଡିକ ଆମ୍ବାଗାନ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିଠାରେ ମିଳିତ ହୋଇ ବିଶ୍ୱ ମାତୃଭାଷା ଦିବସ ପାଳନ କରିଥିଲେ । ଏହି ଅବସରରେ ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ମାତୃଭାଷା
Read More...

ଡବ୍ଲୁଓଡିସି ଅଧ୍ୟକ୍ଷଙ୍କ ରିଷିଡା ଗସ୍ତ : ପରିଦର୍ଶନ କଲେ ଷ୍ଟାଡିୟମ ଓ ପୋଖରୀ

ଜିଲ୍ଲାପାଳ, ବିଧାୟକଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ କଳାହାଣ୍ଡି, (ନରୋତ୍ତମ ସେଲମା) : ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡାକୁ ଗସ୍ତରେ ଆସି ବାପୁଜୀ ମିନି ଷ୍ଟାଡିୟମ ପରିଦର୍ଶନ କରି ଉନ୍ନତମାନର
Read More...

ନୃସିଂହନାଥରେ ଯାଦବ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସମଲେଶ୍ୱରୀ ମନ୍ଦିରଠାରେ ଯାଦବ ସମାଜର ଏକ ବୈଠକ ସୁବାଷ ଚନ୍ଦ୍ର ହଂସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡୋଲାମଣି ମାହାର ସଭା ପରିଚାଳନା କରିଥିଲେ
Read More...

ସଇଁନ୍ତଲାରେ ଆମ ପୋଲିସ ସମିତି ବୈଠକ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଅବନୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଏସ୍‌ଆଇ ଶଙ୍କର ଲାଲ ମିର୍ଦ୍ଧା, ଏଏସ୍‌ଆଇ ସର୍ବେଶ୍ଵର ସାହୁ ଓ ଥବିର
Read More...

ଜର୍ଜଗଡ଼ ଗ୍ରାମର ମୃତ ନମିତାଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସାହାଯ୍ୟର ପ୍ରତିଶୃତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମର ନମିତା ଶତନାମୀ(୨୧)ଙ୍କୁ ଗତ ୧୬ ତାରିଖ ଦିନ ସକାଳ ପ୍ରାୟ ୯ଟା ସମୟରେ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଆଗରୁ ଲୁଚି ରହିଥିବା ଇନ୍ଦ୍ର ଧରୁଆ ନମିତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରିଥିଲା ।
Read More...