Monthly Archives

February 2023

ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଝରିଡି ରାଧା ଗୋବିନ୍ଦପୁରଠାରେ ଏକ ପରିତ୍ୟକ୍ତ କୂଅରୁ ଗତ ମଙ୍ଗଳବାର ରାତ୍ରରେ ଜଣେ ବୃଦ୍ଧଙ୍କୁ ଅଗ୍ନିଶମ ବିଭାଗ ଗ୍ରାମବାସୀଙ୍କ ସାହାୟତାରେ ଉଦ୍ଧାର କରିଥିବା ଜଣାପଡିଛି । ବୃଦ୍ଧ ଜଣକ ଧୋବା ନାହାକ (୮୦) ବୋଲି ଜଣାପଡିଛି । ମିଳିଥିବା
Read More...

ଆନ୍ତର୍ଜାତିକ ବେସାମରିକ ଉଡାଣ (ଚିକାଗୋ ଚୁକ୍ତି) ରାଜିନାମା ୧୯୪୪ର ତିନିଟି ସଂଶୋଧିତ ନିୟମକୁ ଅନୁମୋଦନ କରିବା…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତକାଲି କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୪୪ର ଆନ୍ତର୍ଜାତିକ ବେସାମରିକ ଉଡାଣ ରାଜିନାମା (ଚିକାଗୋ ଚୁକ୍ତି)ର ତିନିଟି ସଂଶୋଧିତ ନିୟମ (ପ୍ରୋଟୋକଲ)କୁ ଅନୁମୋଦନ କରିବା ସଂକ୍ରାନ୍ତ
Read More...

ନୂଆପଡାକୁ ଦିନିକିଆ ଗସ୍ତରେ ଆଇଜି ଅପରେସନ ଅମିତାଭ ଠାକୁର

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ଜିଲ୍ଲା ଦିନିକିଆ ଗସ୍ତରେ ଆଇଜି ଅପରେସନ ଅମିତାଭ ଠାକୁର । ଏନେଇ ତାଙ୍କ ସହିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ଆଇଜି ସିଆର୍‌ପିଏଫ୍‌ ଭିକେ ବିରଡି ଜିଲ୍ଲାର ମାଓପ୍ରବଣ ସୁନାବେଡା ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ ।
Read More...

ଟିଟିଲାଗଡ ବିଦ୍ୟୁତ ବିଭାଗର ଗ୍ରାହକ ସେବା କେନ୍ଦ୍ର ଓ ନିଜସ୍ଵ କାର୍ଯ୍ୟାଳୟ ଉଦ୍‌ଘାଟିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବିଦ୍ୟୁତ ବିଭାଗର ଗ୍ରାହକ ସେବା କେନ୍ଦ୍ର ଓ ନିଜସ୍ଵ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟୁତ ବିଭାଗର ବିଭିନ୍ନ କାର୍ଯ୍ୟାଳୟ ବିଭିନ୍ନ ସ୍ଥାନରେ ଥିବା ଯୋଗୁଁ ଲୋକେ ହଇରାଣ ହେଉଥିଲେ । ଏହାକୁ ଆଖି ଆଗରେ ରଖି ଲୋକଙ୍କ ନିମନ୍ତେ ହିନ୍ଦୀ
Read More...

୪୧ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୧୩ଟି ରାଜ୍ୟରେ ଥିବା ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି ଯାହାର ମୂଲ୍ୟ ୪୧,୫୦୦ କୋଟି ଟଙ୍କାରୁ ଅଧିକଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତରେ ପିଏମ ଗତିଶକ୍ତି ପୋର୍ଟାଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ
Read More...

ନୂଆଦିଲ୍ଲୀର ଆଦି ମହୋତ୍ସବରେ କନ୍ଧମାଳ ଓ ନବରଙ୍ଗପୁରର ଜୈବିକ କୃଷି ଉତ୍ପାଦର ଚାହିଦା

କନ୍ଧମାଳ କଫି ଓ ପାମ୍ପଡ଼ କିଣିଲେ ପ୍ରଧାନମନ୍ତ୍ରୀକଫିକୁ ପସନ୍ଦ କରିବା ସହିତ ଖୁସିବ୍ୟକ୍ତ କଲେ ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହେଉଛି ଚଳିତବର୍ଷର ଆଦିମହୋତ୍ସବ ସମାରୋହ । ଏଥିରେ ଓଡ଼ିଶାର ଦୁଇଟି କୃଷକ ଉତ୍ପାଦକ ସଂଗଠନ - କନ୍ଧମାଳ
Read More...

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି : ଝୋଟ ବସ୍ତାରେ ହେବ ଖାଦ୍ୟ ଶସ୍ୟ ଓ ଚିନିର ବାଧ୍ୟତାମୂଳକ ପ୍ୟାକେଜିଂ

ସରକାରଙ୍କ ନିଷ୍ପତ୍ତି ଫଳରେ ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଝୋଟ ଉତ୍ପାଦନକାରୀ ରାଜ୍ୟର ଚାଷୀ, ଶ୍ରମିକ ଓ ଝୋଟ କଳମାନେ ହେବେ ଉପକୃତଝୋଟ ପ୍ୟାକେଜିଂ ସାମଗ୍ରୀ ଆଇନ, ୧୯୮୭ ଅଧୀନରେ ଝୋଟ ବର୍ଷ ୨୦୨୨-୨୩ ଲାଗି ଝୋଟ ପ୍ୟାକେଜିଂ ସାମଗ୍ରୀ ପାଇଁ ସଂରକ୍ଷଣ ମାନଦଣ୍ଡ ଜାରିଝୋଟ ବର୍ଷ ୨୦୨୨-୨୩ ଆର୍ଥିକ
Read More...

ଆଭାସୀ ଶୁଣାଣି କାର୍ଯ୍ୟକ୍ରମରେ କିନ୍ନରମାନଙ୍କୁ ଜାଗା ଦେବା ପାଇଁ ପ୍ରତିଶ୍ରୁତି ଦେଲେ ତହସିଲ୍‌ଦାର୍‌

ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ଗତକାଲି ଏକ ଆଭାସୀ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ କିନ୍ନରମାନଙ୍କୁ ଜାଗା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ତହସିଲ୍‌ଦାର୍‌ ଲକ୍ଷ୍ମଣ ମାଝି । ଏହି କାର୍ଯ୍ୟକ୍ରମରେ ପ୍ରଥମେ
Read More...

ଜଳିଗଲା କୋଇଲା ବୋଝେଇ ଟ୍ରକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୧୬ ନମ୍ବର ଜାତୀୟ ରାଜପଥ ଉପରେ କୋଇଲା ବୋଝେଇ ଟ୍ରକ ହୁ ହୁ ହୋଇ ଜଳୁଥିବା ଗତକାଲି ରାତ୍ରରେ ଦେଖିବାକୁ ମିଳିଛି । ଏହାଦେଖି ଲୋକ ମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଖଲ୍ଲିକୋଟ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଟ୍ରକରେ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବରଗଡ଼ ଜିଲ୍ଲା ଗସ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ନିର୍ମାଣାଧିନ ପ୍ରକଳ୍ପକୁ ବୁଲି ଦେଖିବା ସହ ଡେବ୍ରିଗଡ ଅଭୟାରଣ୍ୟ ମଧ୍ୟରେ ଥିବା ବାରବଖରା ଇକୋ ପାର୍କର
Read More...