Monthly Archives

February 2023

ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣାଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ଫାସଡ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପହିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଜଣକ ତ୍ରିଲୋଚନ
Read More...

ପଶ୍ଚିମ ଓଡ଼ିଶା ସନ୍ଥ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଝାରବାହାଲି ରଘୁନାଥ ମଠ ପରିସରରେ ପଶ୍ଚିମ ଓଡ଼ିଶା ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସମ୍ବଲପୁର ଗୋପାଳଜୀ ମଠର ମହନ୍ତ ସଭାପତିତ୍ୱ କରିଥିବା ବେଳେ ପଶ୍ଚିମ ଓଡିଶାର ଅନେକ ମଠର ମହନ୍ତ ଓ ସାଧୁ ସମାଜ ଏହି ସମ୍ମିଳନୀରେ ଯୋଗଦାନ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ତାତିଲା ପୋଲିସ, ଛୋଟ ମାଛକୁ ଧରି କୋର୍ଟ ଚାଲାଣ କରିଥିବା…

ପଦ୍ମପୁର, (ନିରୋଜ କୁମାର ପାଣୀ) : 'କୋଶଳ ପ୍ରବାହ'ର ପ୍ରଭାବ । ଖବର ପ୍ରସାରଣ ପରେ ତାତିଛି ପଦ୍ମପୁର ପୋଲିସ । ଛୋଟ ମାଛକୁ ଧରି କୋର୍ଟ ଚାଲାଣ କରିଥିବା ବେଳେ ବଡ଼ ମାଛକୁ ଗିରଫ କରିବ କେବେ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ପଦ୍ମପୁର ସହରରେ ମାତ୍ରାଧିକ
Read More...

ବଣିବନ୍ଧ ସଂରକ୍ଷିତ ଜଙ୍ଗଲରୁ ୨ ଗଳିତ ମୃତଦେହ ଉଦ୍ଧାର

ଚୌଦ୍ୱାର/ଗୁରୁଡ଼ିଝାଟିଆ : ଗୁରୁଡ଼ିଝାଟିଆ ପୁଲିସ ଖୁଣ୍ଟୁଣୀ ରେଂଜର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ଦୁଇ ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ହେଲେ ସେମାନଙ୍କ ପରିଚୟ ଜଣା ପଡ଼ିନାହିଁ । ସୂଚନା ଅନୁସାରେ ଘଟଣାସ୍ଥଳରୁ ପୁଲିସ ଦୁଇଟି ମୋବାଇଲ ଜବତ କରିବା ସହ ମଦ ବୋତଲ ଓ ବିଷ
Read More...

ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଓ ସ୍ମାରକୀ ସଂଗ୍ରହାଳୟର ଲୋକାର୍ପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଓ ସ୍ମାରକୀ ସଂଗ୍ରହାଳୟର ଲୋକାର୍ପଣ କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

କିଡ୍‌ନୀ ରୋଗ ପ୍ରତି ସଚେତନତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କିଡ୍‌ନୀ ରୋଗରୁ ଦୂରେଇ ରହିବା ପାଇଁ କେତେକ ସଚେତନତା ବାର୍ତ୍ତା ନିମ୍ନରେ ଦିଆଗଲା : କିଡ୍‌ନୀ ରୋଗରୁ ରକ୍ଷା ପାଇବା ପାଇଁ ଲୁଣ, ତେଲମସଲା ଓ ଆମୀଷ ଖାଦ୍ୟ କମ୍‌ ଖାଆନ୍ତୁ ।ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।ପାଣିକୁ ଫୁଟାଇ ଛାଣି ପିଅନ୍ତୁ ।କୀଟନାଶକ
Read More...

ଆଦିବାସୀ ମେଳାରେ ପ୍ରାଚୀନ ଜନଜାତିଙ୍କ ମଡେଲ୍ ଘର ପ୍ରଦର୍ଶିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଦିବାସୀ ମେଳାରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ତଥା ସଂଗୃହୀତ ବନଜାତ ଦ୍ରବ୍ୟର ସ୍ୱତନ୍ତ୍ର ହାଟ ପ୍ରଦର୍ଶିତ ହେଉଛି । ଏଥି ସହିତ ପ୍ରାଚୀନ ଜନଜାତିଙ୍କ ୧୦ ଗୋଟି ମଡେଲ୍ ଘରର ପ୍ରଦର୍ଶନ କରାଯାଇଛି । ମେଳା ପରିସରରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ
Read More...

ଆଦିବାସୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ୟୁନିଟ୍-୧ ଆଦିବାସୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩ ପରିଦର୍ଶନ କରି ଜନଜାତିଙ୍କ ମହାନ୍ ସାମାଜିକ ଜୀବନର ଝଲକ ପ୍ରାପ୍ତ କରନ୍ତୁ । ଏହି ମେଳାରେ ମହୁ, ହଳଦୀ, ମାଣ୍ଡିଆ, ଝୁଣା, ମୁଗ, ବିରି, ପାଳୁଅ, ବାସନା ଚାଉଳ, ଫୁଲ ଝାଡୁ, ସବାଇ ଘାସ
Read More...

ବଣ ପାହାଡ ଘେରା ଦୁର୍ଗମ ଅଂଚଳରେ ପିଡିଏସ୍‌ ଚାଉଳ ବଣ୍ଟନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଦୁର୍ଗମ ପାହାଡିଆ ଅଂଚଳ ସୁନାବେଡା ଓ ଶୋଷେଙ୍ଗ ଗ୍ରାମ ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା ଯୋଗଦାନ କରି ଉଦ୍‌ଘାଟନ କରିଥିଲେ
Read More...

୨୫ରେ ଉଦ୍‌ଘାଟିତ ହେବ ଜୁଡିସିଆଲ୍‌ ମ୍ୟୁଜିୟମ୍‌

କଟକ : କଟକରେ ଉଦ୍‌ଘାଟିତ ହେବ ଜୁଡିସିଆଲ୍‌ ମ୍ୟୁଜିୟମ୍‌ । ୨୫ତାରିଖ ଦିନ ଗଡଖାଇ ନିକଟରେ ରାଜ୍ୟପାଳ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମ୍ୟୁଜିୟମ୍‌ରେ ରହିବ ବିଚାର ବିଭାଗ ଇତିହାସ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ଠାରୁ ଆରମ୍ଭ କରି ବ୍ୟବହୃତ ହେଉଥିବା
Read More...