ସମୁଦ୍ର ବେଳାଭୂମିରେ ଋଷିକୂଲ୍ୟା ସଙ୍ଗମ ସ୍ଥଳରେ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଋଷିକୂଲ୍ୟା ମୁହାଣ ସାମୁଦ୍ରିକ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ । ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସାମୁହିକ ଗଣ ଅଣ୍ଡାଦାନ ହୋଇଥିବା ଗୁରୁବାର ଦିନ ଦେଖିବାକୁ ମିଳିଛି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମ ନିକଟସ୍ଥ ସମୁଦ୍ର!-->…
Read More...
Read More...