Monthly Archives

February 2023

ଅପରାଧୀ ସୁଧୁରି ଯାଅ, ଏବେ ସୁପର ଏକ୍‌ସନ୍‌ ମୋଡରେ ବଲାଙ୍ଗିର ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ସୁଧୁରି ଯାଅ । ଏବେ ସୁପର ଏକ୍‌ସନ୍‌ ମୋଡରେ ବଲାଙ୍ଗିର ପୁଲିସ । ଅପରାଧୀଙ୍କୁ ସାବାଡ କରିବାକୁ ତାୱଡ୍‌ତୋଡ୍‌ କାର୍ଯ୍ୟାନୁଷ୍ଠାନ ଅବଲମ୍ବନ କରିଛି । କେତେବେଳେ ଅପରାଧୀଙ୍କୁ ଗୋଡେଇ ଗୋଡେଇ ଧରୁଛି ତ’ କେତେବେଳେ ବହୁ ଚର୍ଚ୍ଚିତ ଜେସିବି ଲଗାଇ ଭାଙ୍ଗି
Read More...

ରାଜ୍ୟସ୍ତରୀୟ କଲିଙ୍ଗ ହର୍ବାଲ ମେଳା-୨୦୨୩ରେ ଯୋଗଦେଲେ ଟିଟିଲାଗଡର ଆୟୁର୍ବେଦିକ ଡାକ୍ତର କବିରାଜ ତୀର୍ଥ ଗଡ଼ତିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗ ଅଧୀନରେ ଥିବା ଟିଟିଲାଗଡ ଏଫଏମୟୁର ମଥାନପଲା ଭିଏସ୍‌ଏସ୍‌ର ପାରମ୍ପାରିକ ଆୟୁର୍ବେଦିକ ଡାକ୍ତର କବିରାଜ ତୀର୍ଥ ଗଡ଼ତିଆ ୧୦ରୁ ୧୬ ଫେବୃଆରୀ ପର୍ଯ୍ୟନ୍ତ ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ୧୫ତମ ରାଜ୍ୟସ୍ତରୀୟ କଲିଙ୍ଗ ହର୍ବାଲ ମେଳା
Read More...

ରାଉରକେଲା ମହାବିଦ୍ୟାଳୟରେ ‘ବର୍ଜ୍ୟବସ୍ତୁ ପ୍ରବନ୍ଧନ ପ୍ରଶିକ୍ଷଣ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ, ପାନୀୟ ଓ ସ୍ୱଚ୍ଛତା ବିଭାଗ ତରଫରୁ ଏବଂ ଅଧ୍ୟାପକ ଅଜିତ ବେକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 'ବର୍ଜ୍ୟବସ୍ତୁ ପ୍ରବନ୍ଧନ' ଉପରେ ଏକ 'ପ୍ରଶିକ୍ଷଣ ଓ ଜାଗରୁକତା କର୍ମଶାଳା' ଅନୁଷ୍ଠିତ ହୋଇଯାଇଛି ।
Read More...

ପଦ୍ମପୁର ଉପଖଣ୍ଡସ୍ତରୀୟ ଷୁଣ୍ଢିକ ସମାଜର ମହାସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଲକ୍ଷ୍ମୀନାରାୟଣ କଲ୍ୟାଣ ମଣ୍ଡପଠାରେ ଷୁଣ୍ଢି ସମାଜ ତରଫରୁ ତିନି ଦିନ ବ୍ୟାପୀ ଏକ ମହାସଭା ଆୟୋଜିତ ହୋଇଯାଇଛି । ଏହି ମହାସଭାରେ ରାଜ୍ୟର ମୋଟ ଆଠଟି ଜିଲ୍ଲାରୁ ଷୁଣ୍ଢି ପରିବାରମାନେ ଆସି ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରାୟ ୨୨
Read More...

ରକ୍ତାକ୍ତ ପ୍ରେମ : ପ୍ରେମିକ କଥାବାର୍ତ୍ତା କରୁନଥିଲେ, ପ୍ରେମିକା ପ୍ରେମିକଙ୍କ ପଛରେ ଲଗାଇଦେଲେ ସୁପାରି କିଲର୍‌

ପାଟନା : ବିବାହରର ରାଜଧାନୀ ପାଟନାରେ ଜଣେ ପ୍ରେମିକାଙ୍କ ରକ୍ତାକ୍ତ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ପ୍ରେମିକାଟିର ନାମ ପ୍ରିୟଙ୍କା । ତାଙ୍କ ପ୍ରେମିକ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ, ଯାହା ପରେ ପ୍ରେମରେ ପାଗଳ ପ୍ରେମିକା ପ୍ରେମିକଙ୍କୁ ମାରିବା ପାଇଁ ସୁପାରି କିଲର୍‌
Read More...

ଆଜିଠୁୁ କାନାରା ବ୍ୟାଙ୍କର ୨ ଦିନିଆ ଋଣମେଳା

ଭୁବନେଶ୍ୱର : କାନାରା ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାରଠାରୁ ଏକ ୨ଦିନିଆ ମେଗା ଋଣମେଳାର ଆୟୋଜନ କରାଯାଉଛି । ଏ ସମ୍ପର୍କରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି.ଏଲ୍‌. ମୀନା ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଛନ୍ତି । କାନାରା ବ୍ୟାଙ୍କର ମୁଖ୍ୟ ହିତାଧିକାରୀ
Read More...

ପାକିସ୍ତାନରେ ଭୂମିକମ୍ପ ଅନୁଭୂତ

ଇସଲାମାବାଦ : ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ସକାଳ ୬ଟାରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
Read More...

ଶ୍ରୀଜିଉଙ୍କ ବଡମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡମହାସ୍ନାନ ହୋଇଛି । ସକାଳ ଧୂପ ପରେ ଜଣେ ଭକ୍ତ ଭିତରକାଠ ନିକଟରେ ବାନ୍ତି କରିଦେଇଥିଲେ । ତେଣୁ ସକାଳ ଧୂପ ପ୍ରସାଦ ବାହାରି ପାଣି ପଡି ଭୋଗ ମଣ୍ଡପ ଓ ମଇଲମ ପରେ ପ୍ରଭୁଙ୍କର ଦିନ ୧ଟା ବେଳେ ବଡ ମହାସ୍ନାନ ହୋଇଥିଲା । ପରେ ଧୁଆ ଧୋଇ ହୋଇ ଚୂନ ପାଣି
Read More...

ରିଲ୍‌ ଲାଇଫ୍‌ରୁ ରିଏଲ୍‌ ଲାଇଫ୍‌ରେ ଉଭୟେ ଉଭୟଙ୍କ ଜୀବନ ସାଥୀ ସାଜିଲେ ରୋଶନ୍‌ ମୁନିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିଲ୍‌ ଲାଇଫ୍‌ରୁ ରିଏଲ୍‌ ଲାଇଫ୍‌ରେ ଉଭୟେ ଉଭୟଙ୍କ ଜୀବନ ସାଥୀ ସାଜିଲେ ରୋଶନ୍‌ ମୁନିଆ । ଦୁହେଁ ସୁନାମଧନ୍ୟ କଳାକାର । ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ । ଅଗଣିତ କଳାପ୍ରେମୀଙ୍କ ହୃଦୟରେ ବସା ବାନ୍ଧିଥିବା ରୋଶନ-ମୁନିଆ ଦୁହେଁ ଦୁହିଁଙ୍କ ପାଇଁ ଏଣୁ ଏଣିକି
Read More...

ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ

ଜଟଣୀ, (ଦିଲ୍ଲୀପ କୁମାର ଧାଉଡିଆ) : ଜଟଣୀ -ଯାଆଳା ରାସ୍ତାରେ ଅଜଣା ଗାଡି ଧକ୍କା ଦେବା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ ଡେଲାଙ୍ଗ ଥାନା ମୋଟରୀ ଅଙ୍କୋଇ ଅଞ୍ଚଳର ପ୍ରଭାଷ ବେହେରା । ସୂଚନା ଅନୁସାରେ ପ୍ରଭାଷ ଆଜି ସକାଳ ୮ଟାରେ ଘରୁ ବାହାରି ନିଜ ଟମାଣ୍ଡୋ
Read More...