Daily Archives

ଆଦିବାସୀ, ଦଳିତ, ନିଷ୍ପେସିତ ଏବଂ ଅବହେଳିତ ଜନତାଙ୍କ ସାମାଜିକ, ଆର୍ଥିକ, ଥଇଥାନ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ…

-୪୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ଦାଶରଥୀ ଗମାଙ୍ଗ, ନାରାୟଣ ରାଓ, ସିପିଏମ୍‌ ନେତା ଅଳି ପଟ୍ଟନାୟକ, ନବୀନ ସମ୍ପାଦକ ରବି ରଥ, ସଭାପତି ଡ଼. ଜାକୋବ୍‌ ଥୁଣ୍ଡ୍ରିଲଙ୍କ ବକ୍ତବ୍ୟ ମୋହନା/ଗଜପତି, (କେପିଏନ୍‌ଏସ୍‌) : ଆଦିବାସୀ
Read More...

ଭତ୍ତାକୁ ଚାହିଁ ଚାହିଁ ଗିରିଧାରୀ ତାଣ୍ତିଙ୍କ ଗଡ଼ିଗଲା ଦିନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଗିରିଧାରୀ ତାଣ୍ତି ଜଣେ ଭିନ୍ନକ୍ଷମ ବ୍ୟକ୍ତି । କିଛି ମାସ ପୂର୍ବେ ବୁର୍ଲା ଡାକ୍ତରଖାନାରେ ତାଙ୍କ
Read More...

ମେଟର୍‌ନିଟି ଏସିଷ୍ଟେନ୍ସ ପଇସା ଖାତାରେ ପଡିବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ସିଂହନପୁର ଗ୍ରାମର ପଙ୍କଜିନୀ ଝାଙ୍କର ଓ ସ୍ୱାମୀ ଜୟଦେବ ଝାଙ୍କର ଜଣେ ଗରିବ ଖଟିଖିଆ ପରିବାରର ଅଟନ୍ତି । ସୂଚନା ଅନୁସାରେ ଆଜକୁ ୪ ମାସ ପୂର୍ବେ ସେ ପଞ୍ଜାବ ନେସନାଲ ବ୍ୟାଙ୍କର ଏକ ୧୦ ହଜାର ଟଙ୍କାର
Read More...

ବଲାଙ୍ଗିର ରେଞ୍ଜ ପକ୍ଷରୁ ଚଢ଼ାଉ, ବିପୁଳ ପରିମାଣର ଶାଗୁଆନ୍‌ କାଠ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ୍‌ କାଠ ଜବତ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ନିକଟସ୍ଥ ହର୍ଡାଟାଲ୍‌ ବିଭାଗର କଇଣ୍ଡାପାଲି ଗାଁ ନିକଟରେ ୫୦ଟି ଶାଗୁଆନ୍‌ ସାଇଜ୍‌, ୬ଟି ଶାଗୁଆନ୍‌ ଗଣ୍ଡି ଏବଂ
Read More...

ସମାପିତ ହେଲା ଓସବା ଜାତୀୟ ପ୍ରଶିକ୍ଷଣ ଶିବିର

ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଦଳ ହେଲା ଘୋଷଣା ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିଆର୍‌ ହାଇସ୍କୁଲ ବ୍ୟାଡମିଣ୍ଟନ ଷ୍ଟାଡିୟମରେ ଅନୁଷ୍ଠିତ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ଓସବା ଜାତୀୟ ପ୍ରଶିକ୍ଷଣ ଓ ଚୟନ ଶିବିରର ଆଜି ସମାପନ ହୋଇଯାଇଛି । ବରିଷ୍ଠ ବର୍ଗରେ
Read More...

ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ଗର୍ଜିଲା ବିଜେଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ଗର୍ଜିଛି ବିଜେଡି । ଆଜି ଜିଲ୍ଲାପାଳ ଅଫିସ ଘେରାଉ କରି ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ପ୍ରବଳ ଆରୋପ ଲଗାଇ ବିଜେଡି କହିଛି ଯେ, ବଲାଙ୍ଗିର ପୌରପାଳିକାରେ ବିଜେଡି କାଉନସିଲ୍‌ ଆସିବା ପରେ ନରସିଂହ ଓ କାଉନସିଲ୍‌ ମଧ୍ୟରେ
Read More...

ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ସଂଜୟ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ମାଟିର ସନ୍ତାନ ଜଷ୍ଟିସ ସଂଜୟ କୁମାର ମିଶ୍ର ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ନିକଟକୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସହ ଶୁଭକାମନାର ସୁଅ ଛୁଟୁଛି ।
Read More...

ଧୁଙ୍ଗିଆମୁଣ୍ଡାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ

ପାଟଣାଗଡ, (ସଦାଶିବ ସରାଫ୍‌) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ପଞ୍ଚାୟତର ଧୁଙ୍ଗିଆମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୪୭ ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ର ତୃତୀୟ ସେମିଷ୍ଟାରର ପରୀକ୍ଷା ଫଳକୁ ନେଇ ଜୋର୍‌ ଧରିଲା ଛାତ୍ର ଅଶାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ର ତୃତୀୟ ସେମିଷ୍ଟାରର ପରୀକ୍ଷା ଫଳକୁ ନେଇ ଜୋର୍‌ ଧରିଛି ଛାତ୍ର ଅଶାନ୍ତି । ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ କଲେଜଗୁଡିକର ଯୁକ୍ତ ୩ର ତୃତୀୟ ସେମିଷ୍ଟାରର ପରୀକ୍ଷା ଫଳ ପ୍ରକାଶ ହୋଇଥିବା ବେଳେ ଏଥିରେ ୩୦୦୦ରୁ
Read More...