Daily Archives

ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଦିବଂଗତ ଡେମୋଷ୍ଟ୍ରେଟରଙ୍କ ବିୟୋଗରେ ଶୋକସଭା

ଆଗଲପୁର, (ସୁଶିଲ କୁମାର ମିଶ୍ର) : ରୋତ୍‌ ସ୍ଥିତ ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଦିବଂଗତ ପଦାର୍ଥ ବିଜ୍ଞାନ ଡେମୋଷ୍ଟ୍ରେଟର ରକ୍ଷା ନାଗଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ
Read More...

ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ୍‌କୁ ଏବେ ଅମୃତ ଉଦ୍ୟାନ କୁହାଯିବ, ଜାନୁୟାରୀ ୩୧ରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ…

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ନିର୍ମିତ ବିଭିନ୍ନ ପ୍ରକାରର ଫୁଲ ପାଇଁ ପ୍ରସିଦ୍ଧ ମୋଗଲ ଗାର୍ଡେନ୍‌ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି । ଆଜିଠାରୁ ଏହା ଏହି ନାମରେ ପରିଚୟ ଅର୍ଜନ କରିବ । ସୂଚନା
Read More...

ଶିକ୍ଷକ ଏବଂ ଅଭିଭାବକ ସଭା ଅନୁଷ୍ଠିତ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଏବଂ ଅଭିଭାବକଙ୍କ ସମ୍ମିଳିତ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ବିଷୟରେ ମତବ୍ୟକ୍ତ କରିଥିବା ବେଳେ ପ୍ରାଧ୍ୟାପକ
Read More...

୩୮ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍‌ବି ହାଇସ୍କୁଲ ପଡିଆରେ ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୮ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ ହୋଇଯାଇଛି । ଜନକଲାଲ ମେହେର ସମ୍ପାଦକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିବା ପରେ ଧ୍ୱଜ ଆରୋହଣ କରି ଉଦ୍‌ଘାଟନ
Read More...

ସଂଚାର କର୍ମଶାଳା ଏକ ଅନନ୍ୟ ପ୍ରୟାସ

ଜୟଶ୍ରୀ ସାହୁ ପିଲାବେଳେ ଗାଁରେ ନାଟକ, ଦଣ୍ଡ, ସଂଚାର, ପାଲା ବା ଦାସକାଠିଆ ହେଲେ ଦିନବେଳୁ ଆମେ ବସ୍ତା, ପଟି ଆଦି ପକେଇ ନିଜ ପାଇଁ ଜାଗା ସୁରକ୍ଷିତ ରଖୁଥିଲୁ । ସଂରକ୍ଷିତ ଜାଗାଟା ମୁକ୍ତ ମଂଚର ଏତେ ପାଖରେ ଥିଲା ଯେ ଖଳନାୟକ ବା ଖଳନାୟିକାକୁ ଗୋଡି, ଖପରା ଆଦି ନିରାପଦରେ ମାରି ହେଉଥିଲା
Read More...

ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ନବୀନ ପ୍ରତିଷ୍ଠାନର ଶୋକ ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ସାହିତ୍ୟିକ, ରାଜ୍ୟ ସାହିତ୍ୟ ଏକାଡେମୀର ସଭାପତି, ରାଜନେତା ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ନବୀନ ପାଠାଗାର ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ନବୀନ ଭବନ ଠାରେ ଏକ ଶୋକ ସଭା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ମଧୁବନ ଶ୍ରୀ ଶ୍ରୀ ଲୋକନାଥେଶ୍ୱର ମହାଦେବ ମନ୍ଦିରରେ ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗଡ଼ମୁଠା ଅଞ୍ଚଳର ମଧୁବନ ଠାରେ ପୁରାତନ ଓ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଲୋକନାଥେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ଶାନ୍ତି ଶ୍ରୀ ବିଷ୍ଣୁ ପଞ୍ଚାୟତନ ପଞ୍ଚ ମହାଯଜ୍ଞ ଫେବୃଆରୀ ୨୯ ତାରିଖରୁ ମାର୍ଚ୍ଚ ୫ ତାରିଖ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ, ୫ ଗୁରୁତର

କେନ୍ଦୁଝର : କେନ୍ଦୁଝର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବସନ୍ତପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପରିବା ବିକାଳିଙ୍କୁ ନେଇ ଯାଉଥିବା ଏକ ଅଟୋକୁ ସାମ୍ନାପଟୁ ଦ୍ରୁତଗତିରେ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ
Read More...

ଜଣେ ଭଲ ମଣିଷଙ୍କୁ ହରାଇଲା ଓଡ଼ିଶା ମାଟି : ଡକ୍ଟର ହୁସେନ ରବି ଗାନ୍ଧୀ ଆଉ ନାହାନ୍ତି

ଭୁବନେଶ୍ୱର : ଜଣେ ଭଲ ମଣିଷଙ୍କୁ ହରାଇଲା ଓଡ଼ିଶା ମାଟି । ଓଡ଼ିଶାର ବରପୁତ୍ର ଡକ୍ଟର ହୁସେନ ରବି ଗାନ୍ଧୀ ଆଉ ନାହାନ୍ତି । ମଣିଷପଣିଆରେ ଭରପୂର ଜଣେ ମଣିଷ । ଜାତି, ଧର୍ମ, ବର୍ଣ୍ଣ, ବର୍ଗ ନିର୍ବିଶେଷରେ ସମସ୍ତର ପ୍ରିୟ ଥି ସେ । ଜଣେ ବାଗ୍ମୀ, କବି, ପୂର୍ବତନ ସାହିତ୍ୟ ଏକାଡେମୀ ସଭାପତି,
Read More...

କୁରସୁଡ ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ

‘ଶିକ୍ଷାରେ ପ୍ରତିଯୋଗଶତା ନୁହଁ ସହଯୋଗ ଓ ସହଭାଗିତା ଆବଶ୍ୟକ’ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଶିକ୍ଷା ପ୍ରତିଯୋଗିତାମୂଳକ ହୋଇଯାଇଛି । ତେଣୁ ଛାତ୍ରଛାତ୍ରୀ କେବଳ ପ୍ରଥମ ହେବାର ନିଶା ରଖି ଅହଂକାରୀ ହେଉଛନ୍ତି । ଏହା ସମାଜ ପାଇଁ ମଙ୍ଗଳକର ହେଉନାହିଁ । ବରଂ ଏହା ପରେ ତାଙ୍କୁ
Read More...