Daily Archives

ୱାନର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ): ଛୁଆଙ୍କ ଭବିଷ୍ୟତର ମୁଳଦୂଆ ଦିଆଯାଇଥାଏ ବିଦ୍ୟାଳୟରେ । ଏହି ପରିପ୍ରେକ୍ଷୀରେ ଆଜିକାଲି ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି ଛୁଆଙ୍କ ଆନ୍ତରିକ ବିକାଶ ପାଇଁ । ସେହି ପରିପ୍ରେକ୍ଷୀରେ ବିଗତ ଦୁଇ ବର୍ଷ ହେଲା ବିଦ୍ୟାଳୟ
Read More...

ସ୍ୱାମୀ ବିବେକାନନ୍ଦ ୟୁଥ୍ କ୍ଲବର ବାର୍ଷିକ ଉତ୍ସବ

ସ୍ୱାମୀଜୀଙ୍କ ଆଦର୍ଶ ଆମକୁ ପ୍ରେରିତ କରୁ ମ.ରାମପୁର, (ହେମନ୍ତ ସାହୁ) : ସ୍ୱାମୀ ବିବେକାନନ୍ଦ ଯୁବକମାନଙ୍କ ପାଖରୁ ଅନେକ କିଛି ଆଶା କରିବା ସହିତ ଯୁବକ ମାନେ ନିଜ ଭିତରେ ନିଜକୁ ଖୋଜିବା ସହିତ ରାଷ୍ଟ୍ର ଗଠନ ଉପରେ ଗୁରୁତ୍ବ ଦେବା ଉଚିତ୍ ଓ ସ୍ୱାମୀଜୀଙ୍କ ଆଦର୍ଶ ଆମକୁ ପ୍ରେରିତ କରୁ ବୋଲି
Read More...

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାବୁଫାସଡ ଗ୍ରାମ ପଂଚାୟତ ବାଞ୍ଜିପାଲି ଗ୍ରାମର ରଘୁ କୁମ୍ଭାର(୪୦ବର୍ଷ)ଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ପୋଲିସ ପକ୍ଷରୁ ପ୍ରକାଶ । ସୂଚନା ମୁତାବକ, ବାଞ୍ଜିପାଲି ଗ୍ରାମର ରଘୁ କୁମ୍ଭାର କୌଣସି କାମରେ
Read More...

ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସାହିତ୍ୟରେ ବୌଦ୍ଧ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ରରେ ବିଭାଗୀୟ ମୁଖ୍ୟ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ସଭାପତିତ୍ୱ
Read More...

ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଯୁବସମାଜ ସଂଗଠନ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ ଦିବସ ତଥା ଜାତୀୟ ଯୁବଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁରସ୍ଥିତ ଅନସ୍ଲୋ ଶିକ୍ଷାନୁଷ୍ଠାନ ପରିସରରେ ସ୍ୱାମୀଜୀଙ୍କ
Read More...

୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ

ବିଶାଖାପାଟଣାମ୍‌କୁ ହରାଇ ୟୁନିୟନ ସ୍ପେଟିଙ୍ଗ କଟକ ବିଜୟୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆ ଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିବସରେ ବିଶାଖାପାଟଣାମ୍ ଓ କଟକ ମଧ୍ୟରେ
Read More...

ବ୍ଲକସ୍ତରୀୟ ମା’ ଦ୍ୱାରସେହ୍ନି ଲୋକ କଲା ମହୋତ୍ସବ – ‘କଳା ବଞ୍ଚିଲେ ହିଁ କଳାକାର…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଏକବିଂଶତମ ଲୋକ ମହୋତ୍ସବ ଉପଲକ୍ଷେ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କ ସଭାପତିତ୍ୱରେ ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ ମା' ଦ୍ୱାରସେହ୍ନି ଲୋକ କଳା ମହୋତ୍ସବ ଅନୁଷ୍ଠିତ
Read More...

୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ – ଜୁରାବନ୍ଧ ଚାମ୍ପିୟନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ଚାଲିଥିବା ୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜୁରାବନ୍ଧ
Read More...

ସ୍ୱକୀୟ ଚିନ୍ତନ : ହେ ଈଶ୍ଵର, ମତେ କବି କରନାହିଁ

ପ୍ରଦୀପ କୁମାର ପଣ୍ଡା ୧୯୭୪ରୁ ମୋର କବିତା ଯାତ୍ରା । ଦୌଡ଼ି, ଥକା ମାରି, ଉଠି ପଡ଼ି, ଆଣ୍ଠୁରେ ଘା ', ପାଦରେ ଜଖମ୍, କେତେବେଳେ ଧୀର କେତେବେଳେ କ୍ଷୀପ୍ର, ଯାତ୍ରା ଚାଲିଛି । ମୁଁ ଚାଲୁଛି ନା କବିତା ମତେ କଢ଼େଇ ନେଉଛି, ଜାଣେନା । କବିତା ବୋଲି ଯାହାର ହାତ ଧରି ଏତେ ବାଟ ଆସିଲିଣି,
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ମହାନ୍ ସନ୍ଥ ଓ ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ୍‌ର
Read More...