Yearly Archives

2022

ଖୋର୍ଦ୍ଧା ଜିଲ୍ଲା ଲୋକ ମହୋତ୍ସବ ଉଦ୍‌ଯାପିତ

ଖୋର୍ଦ୍ଧା : ସ୍ଥାନୀୟ ଗୁରୁଜଙ୍ଗଠାରେ ଗତ ୭ ତାରିଖଠାରୁ ଆରମ୍ଭ ହୋଇଥବା ଲୋକ ମହୋତ୍ସବ ଗତକାଳି ଉଦ୍‌ଯାପିତ ହୋଇଯାଇଛି । ଆଶ୍ଵାସନା ପରିବାର ସଂଯୋଜକ ବିଧାନ ମହାନ୍ତିଙ୍କ ଅଧକ୍ଷତାରେ ପ୍ରାକ୍ତନ ସାଂସଦ ପ୍ରସନ୍ନ ପାଟଶାଣୀ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା
Read More...

ସ୍ୱାମୀ ନିଖୋଜ ନେଇ ସଦର ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ନିଖୋଜ ନେଇ ବଲାଙ୍ଗିର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ମାଧିଆପାଲିର ଜଣେ ସ୍ତ୍ରୀ । ନିଖୋଜ ଯୁବକ ଜଣକ ମାଧିଆପାଲିର ରଂଜିତ ମହାନନ୍ଦ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ କହିବାନୁସାରେ ରଂଜିତ ଗତ ୯ ତାରିଖରେ ଘରୁ କାମ କରି ଯିବା ପାଇଁ ବାହାରି ଆଉ
Read More...

୧୩ତମ ୱାଲର୍‌ଡ ବଡି ବିଲ୍‌ଡିଂ ଓ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନସିପ୍‌-୨୦୨୨ ଅନୁଷ୍ଠିତ

ଓଡ଼ିଶାର ତରୁଣଙ୍କୁ ବ୍ରୋଞ୍ଜ ପଦକ ଭୁବନେଶ୍ୱର : ଥାଇଲାଣ୍ଡର ଫୁକେଟଠାରେ ୧୩ତମ ୱାଲର୍‌ଡ ବଡି ବିଲ୍‌ଡିଂ ଓ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନସିପ୍‌-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସୁନ୍ଦରସ୍ୱାସ୍ଥ୍ୟ ସଂଘର ସଭାପତି ସୁମିତ୍ରା ତ୍ରିପାଠୀଙ୍କ ନେତୃତ୍ୱରେ ଓଡ଼ିଶାର ଏକ ୬ ଜଣିଆ
Read More...

ଭୁଶୁଡ଼ିଲା ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥିତ ସର୍ଜରୀ ୱାର୍ଡର ସିଲିଂ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥିତ ସର୍ଜରୀ ୱାର୍ଡର ସିଲିଂ ଭୁଶୁଡି ପଡିଥିବା ସୂଚନା ମିଳିଛି । ତେବେ ସେ ସମୟରେ ଉକ୍ତ ୱାର୍ଡରେ କୌଣସି ରୋଗୀ ନଥିଲେ, ଯଦ୍ୱାରା କାହାରି କୌଣସି କ୍ଷତି ହୋଇନାହିଁ । ଏପଟେ ସିଲିଂ ଭୁଶୁଡିବା କାରଣ ଅଦ୍ୟାବଧି ଜଣାପଡ଼ିନି
Read More...

ରାଜସୁନାଖଳା ମହୋତ୍ସବ ‘କାଉଁରୀ’ ଉଦ୍‌ଯାପିତ

ରାଜସୁନାଖଳା/ରଣପୁର : ଓଡିଶା ସରକାରଙ୍କର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହାଭାଗିତାରେ ରାଜସୁନାଖଳା ଡିଆଇଇଟି ମଇଦାନ ଠାରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଚତୁର୍ଥ ବାର୍ଷିକ ରାଜସୁନାଖଳା ମହୋତ୍ସବ 'କାଉଁରୀ' ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମହୋତ୍ସବ କମିଟି ଅଧ୍ୟକ୍ଷ
Read More...

କେବିବିଏ ପକ୍ଷରୁ ବଡି ବିଲଡିଂ ପ୍ରତିଯୋଗିତା

ରାୟଗଡ଼ା : କଳିଙ୍ଗ ବଡି ବିଲଡିଂ ଆସୋସିଏସନ ପକ୍ଷରୁ ରାୟଗଡ଼ା ସହରର ବିଜୁକଲ୍ୟାଣ ମଣ୍ଡପଠାରେ ବଡି ବିଲଡିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ୧୮ ଜିଲାରୁ ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ
Read More...

ସିବିଆଇର ୩୪ ଜଣଙ୍କୁ ପୋଲିସ ପଦକ ବିତରଣ

ଭୁବନେଶ୍ୱର : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର ଯୋଗଦେଇ କହିଲେ ଯେ, ଦୁର୍ନୀତି ରୂପକ ଅପରାଧ ରୋକିବା ସମସ୍ତଙ୍କ
Read More...

ମିର୍ଦ୍ଧାପାଲି ପଞ୍ଚାୟତଠାରେ ଗ୍ରାମସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଞ୍ଚାୟତ ଠାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନାମିକା ହୋତା ଯୋଗ ଦେଇ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାଗତ ଅଭିଯୋଗ ଶୁଣି ଶୀଘ୍ର ସମାଧାନ ପାଇଁ ପ୍ରତିଶୃତି
Read More...

ରଶ୍ମି ପ୍ରକାଶନୀ ତରଫରୁ ରଶ୍ମିପ୍ରଭା ପୁସ୍ତକ ଲୋକାର୍ପଣ ଉତ୍ସବ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରଶ୍ମି ପ୍ରକାଶନୀ ତରଫରୁ ତ୍ରୈମାସିକ ପତ୍ରିକା ରଶ୍ମିପ୍ରଭା ପୁସ୍ତକ ଲୋକାର୍ପଣ ଉତ୍ସବ ଓ ଆଲୋଚନାଚକ୍ର ଗୋପବନ୍ଧୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦନା ମଣ୍ଡଳୀର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍‌ ରାଧାକାନ୍ତ ମହାରଣାଙ୍କ ସଭାପତିତ୍ୱ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ କେନ୍ଦୁପତ୍ର ତୋଳାଳି

ଭୁବନେଶ୍ୱର : ରାଜ୍ୟର କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନଙ୍କର ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘ ସୋମବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜଣାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିମାନଙ୍କୁ ସ୍ୱାଗତ କରିବା ସହ କହିଛନ୍ତି ଯେ,
Read More...