ବେଆଇନ ବାଣ ଜବତ ସହ ଜଣେ ଗିରଫ
ସାନଖେମୁଣ୍ଡି : ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ସନ୍ଧ୍ୟାରେ ପୋଲିସର ଅତର୍କିତ ଚଢ଼ାଉ । ପାଟପୁର ଥାନା ଡେଙ୍ଗାଉସ୍ତା ମାର୍କେଟ ଅଞ୍ଚଳରେ ବେଆଇନ ବାଣ ଗଚ୍ଛିତ ଥିବା ଗୋଦାମରେ ଚଢ଼ାଉ କରିଛି ପୋଲିସ । ବାଣ ଜବତ ହୋଇଛି ଯାହାର ଅନୁମାନିକ ବଜାର ମୂଲ୍ୟ ଦଶ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ!-->…
Read More...
Read More...