Yearly Archives

2022

ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ଦେଶର ଦ୍ୱିତୀୟ ବୃହତ୍ତମ ଅଶୋକସ୍ତମ୍ଭ

ଗୋପାଳପୁର ଗୋଳାବନ୍ଧ ସ୍ଥିତ ଆର୍ମି ଏୟାର ଡ଼ିଫେନ୍ସି କଲେଜରେ ସ୍ଥାପନା ହେବଏହାକୁ ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂସଦ ଭବନରେ ୨୦ଫୁଟ ଉଚ୍ଚତାରେ ସ୍ଥାପିତ ହୋଇଛି, ଦେଶର ସର୍ବବୃହତ ଅଶୋକ ସ୍ତମ୍ଭ । ହେଲେ ଏହାର ଆଉ ଏକ ଅନୁରୂପ
Read More...

କଟକ ଦେଇ ଇଣ୍ଟରସିଟି ଓ ଭୁବନେଶ୍ୱରରୁ ରାଉରକେଲା ଦ୍ୱିତୀୟ ଇଣ୍ଟରସିଟି ଚଳାଚଳା ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶାଗାମୀ ଇଣ୍ଟରସିଟି ଟ୍ରେନଗୁଡିକୁ କଟକ ରେଳ ଷ୍ଟେସନ ମଧ୍ୟ ଦେଇ ଚଳାଇବାକୁ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ଦାବୀ କରାଯାଇଛି । ସେହିପରି ରାଉରକେଲାରୁ ଭୁବନେଶ୍ୱର ଇଣ୍ଟରସିଟି ଚଳାଚଳ କରୁଥିବା ବେଳେ ସେହି ସମୟରେ ଭୁବନେଶ୍ଵରରୁ ରାଉରକେଲା
Read More...

ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଓଡ଼ିଶା ଆୟୋଜନ କରୁଛି ୨୦୨୩ ପୁରୁଷ ହକି ବିଶ୍ୱକପ । ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ୧୬ଟି ଦେଶର ପ୍ରତିଯୋଗୀ ଏହି ବିଶ୍ୱକପରେ ଅଂଶଗ୍ରହଣ କରିବେ । ହକିକୁ ଅଧିକ ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏହି ବିଶ୍ୱକପ ଟ୍ରଫି ସମଗ୍ର ରାଜ୍ୟ
Read More...

ଚାଖି ଖୁଣ୍ଟିଆ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଶାମ୍ବ ଦଶମୀ ତିଥିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶପ୍ରେମୀ ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ପାଳନ କରାଯାଇଥାଏ । ତା.୧.୧.୨୦୨୩ ରିଖରେ ଶାମ୍ବ ଦଶମୀ ପଡୁଛି ଓ ସେହିଦିନ ଚାଖି ଖୁଣ୍ଟିଆଙ୍କ ୨୦୧ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଓ ଚାଖି ଖୁଣ୍ଟିଆ ସ୍ମୃତି
Read More...

ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଧାନକିଣା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପ୍ରାଥମିକ ସେବା ସମବାୟ ସମିତିରେ ଖରିଫ ବର୍ଷ ୨୦୨୨-୨୩ ପାଇଁ ଧାନକିଣା କାର୍ଯ୍ୟକ୍ରମର ଶୁକ୍ରବାର ଶୁଭାରମ୍ଭ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ
Read More...

ଜେବଲିନ ପଶି ଜଣେ ଛାତ୍ର ଗୁରୁତର ଭାବେ ଭୀମଭୋଇ ମେଡିକାଲରେ ଭର୍ତ୍ତି

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍କୁଲରେ କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ଜଣେ ଛାତ୍ରଙ୍କ ବେକର ଉପର ଭାଗରେ ଜେବଲିନ ପଶି ଗୁରୁତର ଥିବା ଜଣାପଡିଛି । ଛାତ୍ରଙ୍କ ନାମ ସଦନନ ମେହେର ବୋଲି ଜଣାପଡିଛି । ତେବେ ତାଙ୍କୁ
Read More...

ପଦ୍ମପୁରରେ ଫଳାଫଳର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁରରେ ଫଳାଫଳର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କେମିତି ପୂରଣ ହେବ ତା’ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି ସେ ସବୁ ପାଳନ କରାଯିବ ।
Read More...

ହରିଶଙ୍କର ଠାରେ ଶକ୍ତିଟିଭିର ଦ୍ୱିତୀୟ ସ୍ଵନକ୍ଷତ୍ର ଉତ୍ସବ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ହରିଶଙ୍କର ଠାରେ ଶକ୍ତିଟିଭିର ଦ୍ୱିତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶତାଧିକ ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ ଓ ସମାଜସେବୀମାନେ ଉପସ୍ଥିତ ଥିଲେ । ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ
Read More...

ଗ୍ଲୋବାଲ ଆଇକନ୍‌ ବିଜ୍‌ନେସ୍‌ ଆୱାର୍ଡ୍ସ – ୨୦୨୨ ସମ୍ମାନରେ ସମ୍ମାନିତ ହେଲେ ରୁଚି ଫୁଡ୍‌ଲାଇନ୍‌ର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ଼୍‌ଲାଇନ୍‌ର ନିର୍ଦ୍ଦେଶିକା ତଥା ଯୁବ ମହିଳା ଶିଳ୍ପୋଦ୍ୟୋଗୀ ଶ୍ରୀମତୀ ରଶ୍ମି ସାହୁ ଚଳିତ ବର୍ଷର ସମ୍ମାନଜନକ "ଗ୍ଲୋବାଲ ଆଇକନ୍‌ ବିଜିନେସ୍‌ ଆୱାର୍ଡ୍ସ - ୨୦୨୨"
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ

ଗଜପତି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୫ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ
Read More...