Yearly Archives

2022

ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଲିଗୁଡ଼ା ସୁରୁବାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଗାଡି ଫୋରାର୍‌ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ମୃତକ
Read More...

ଫିଫା ବିଶ୍ୱକପ୍‌ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଦଳ ଏବଂ ଅଧିନାୟକ ଲିଓନେଲ୍‌ ମେସିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଟ୍ୱିଟ୍‌ କରି ଫିଫା ବିଶ୍ୱକପ୍‌ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଦଳ ଏବଂ ଅଧିନାୟକ ଲିଓନେଲ୍‌ ମେସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ଏହା (ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ୍‌ ମ୍ୟାଚ୍‌) ସବୁଠୁ ରୋମାଞ୍ଚପୂର୍ଣ୍ଣ ଫୁଟବଲ୍‌
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଛତାମଖନାଠାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ସ୍ଥାନୀୟ ଗେଟ ସରୋବରପଡ଼ାର ଶାନ୍ତନୁ ପାଣିଗ୍ରାହୀଙ୍କ ପୁଅ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ । ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ
Read More...

ଗଣତନ୍ତ୍ର ଦିବସରୁ ଓଡ଼ିଶାରେ ଆରମ୍ଭ ହେବ କଂଗ୍ରେସର ‘ହାତ୍‌ ସେ ହାତ୍‌ ଯୋଡ଼ୋ’ ଯାତ୍ରା

ନୂଆଦିଲ୍ଲୀ : ୨୦୨୩ ଜାନୁଆରୀ ୨୬ରୁ ଓଡ଼ିଶାରେ ଆରମ୍ଭ ହେବ 'ହାତ ସେ ହାତ ଯୋଡ଼ୋ' ଯାତ୍ରା । ୨ ମାସ ଧରି ଏହା ଚାଲିବ । ଏହି କାର୍ୟ୍ୟକ୍ରମକୁ ସମସ୍ତ ନେତା ଅଧିକ ଗୁରୁତ୍ୱ ଦେବାକୁ ପ୍ରଭାରୀ କହିଛନ୍ତି । ଏ ନେଇ ଆଗାମୀ ଦିନରେ ଦଳୀୟ ନେତାମାନଙ୍କୁ ଗାଁକୁ ଯିବାକୁ ପଡିବ, ପ୍ରତି ବୁଥ୍‌ସ୍ତରେ
Read More...

ନଡ଼ିଆ ଗଛରୁ ଖସିପଡ଼ି ଛାତ୍ରଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଧୀନ ଅଲୋଡ଼ା ସ୍ଥିତ ବିଜୟାନନ୍ଦ ବିଦ୍ୟାଳୟ ଅଧୀନ ଛାତ୍ରାବାସରେ ରବିବାର ଏକ ଅଘଟଣ ଘଟିଛି । ନଡ଼ିଆ ଗଛରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ର ଆବିଆଲ କାର୍ଜୀ । ମିଳିଥିବା ସୂଚନା
Read More...

ପୁରୀରେ ଡଗ୍‌ ସୋ’ ଅନୁଷ୍ଠିତ

ପୁରୀ : ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ତୃତୀୟ ଅଲବ୍ରିଡ଼ ଓପନ ଡଗ୍‌ ସୋ' ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଶୁଭ ଉଦ୍‌ଘାଟନ କରିଥିଲେ । ପ୍ରଶିକ୍ଷଣ ନେଇଥିବା କୁକୁରମାନେ ନିଜ ନିଜର ଦକ୍ଷତା ଅନୁସାରେ ବିଭିନ୍ନ
Read More...

ହରିଶଙ୍କର ଠାରେ ଚାଲିଛି ଭଙ୍ଗା କାର୍ଯ୍ୟ : ସ୍ଥିତି ତଦାରଖ କଲେ ଉପଜିଲ୍ଲାପାଳ

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କରର ବିକାଶ ପାଇଁ ରାଜ୍ୟ ସରକାର ଟଙ୍କା ମଞ୍ଜୁର କରିଥିବା ବେଳେ ଏବେ ନିର୍ମାଣ କାର୍ଯ୍ୟ ପୂର୍ବରୂ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିର ପରିସର ଏବଂ ଏହାର ଚତୁପାଶ୍ୱର୍ରେ ଥିବା ଭୋଗମଣ୍ଡପ, କଲ୍ୟାଣ ମଣ୍ଡପ, ମାର୍କେଟ
Read More...

ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ରେ ଦିଗପହଣ୍ଡିକୁ ହରାଇ ବ୍ରହ୍ମପୁର ପାୱାର ସିକ୍ସ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜେଲରୋଡ଼ ନିକଟରେ ଗତ ୧୧ ତାରିଖରେ ଆରମ୍ଭ ହୋଇଥିବା ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ସମାଜସେବୀ ସ୍ୱର୍ଗତ ତାରା ପଣ୍ଡା ସ୍ମାରକୀ
Read More...

ଆଗାମୀ ନିର୍ବାଚନ ପାଇଁ ବିଜେଡି ଆରମ୍ଭ କଲା ମିଶନ ୨୦୨୪

ହରିଶଙ୍କର ଠାରେ ସଭା ଅନୁଷ୍ଠିତଦଳୀୟ କର୍ମୀଙ୍କୁ ଏକଜୁଟ ହେବା ପାଇଁ ଦେଲେ ଆହ୍ୱାନ ଖପ୍ରାଖୋଲ, (ଅଶୋକ ବାଗ) : ପାଟଣାଗଡ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ବିଗୁଳ ଫୁଙ୍କିଛନ୍ତି । ଏହି ଅବସରରେ ଏକ ବିଶାଳ
Read More...

ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସୋଲାର ଖେଳ ପଡିଆରେ ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ସୋଲାର କ୍ରିକେଟ କ୍ଲବର ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଯୁବପିଢ଼ିଙ୍କୁ ଖେଳ ପ୍ରତି ଉତ୍ସାହ କରିବା ଉଦ୍ଦେଶ୍ୟରେ
Read More...